କୋଟି କୋଟି ଟଙ୍କା ରେ ଖେଳ କରୁଥିବା ଅକ୍ଷୟ କୁମାର ମାସକୁ ଖର୍ଚ୍ଚ କରୁଛନ୍ତି କେବଳ ଏତିକି ଟଙ୍କା, ଜାଣିଲେ କହିବେ ପଇସା କଣ କରୁଛ …

ଅକ୍ଷୟ କୁମାର ବଲିଉଡ ରେ ଜଣେ ଟପ ଅଭିନେତା ଅଟନ୍ତି ଏବଂ ବର୍ଷ କୁ ସବୁଠାରୁ ଆଦିଙ୍କ ଟଙ୍କା ରୋଜଗାର କରିଥାନ୍ତି I ଅକ୍ଷୟ କୁମାର ଙ୍କ ର ଏକ ମିନିଟ କୁ ରୋଜଗାର 1869 ଟଙ୍କା ଅଟେ I

ଅକ୍ଷୟ କୁମାର ବଲିଉଡ ର ଜଣେ ଏପରି ଅଭିନେତା ଯାହା ଙ୍କୁ ପ୍ରତୋକ ବୟସ ର ଦର୍ଶକ ମାନେ ପସନ୍ଦ କରିଥାନ୍ତି I ଏବଂ ପ୍ରତୋକ ଥର ଫିଲ୍ମ ରେ ଅଲଗା ଅଲଗା ଲୁକ ରେ ସେ ନଜର ଆସିଥାନ୍ତି I 2018 ରେ ରିଲିଜ ହେଇଥିବା ଫିଲ୍ମ ପ୍ୟାଡ଼ ମ୍ୟାନ ଦର୍ଶକ ଙ୍କୁ ବହୁତ ପସନ୍ଦ ଆସିଥିଲା I ଏହି ଫିଲ୍ମ ଟି ବକ୍ସ ଅଫିସ ରେ ବେଶ ଭଲ ରୋଜଗାର କରିଥିଲା I ଏହି ଫିଲ୍ମ ରେ ଟିଭି ଜଗତ ର କଳାକାର ମୋନୀ ରାୟ ମଧ୍ୟ ନଜର ଆସିଥିଲେ I ସେହିପରି ବର୍ତମାନ ଫିଲ୍ମ କେଶରୀ କୁ ନେଇ ଅକ୍ଷୟ କୁମାର ବେଶ ଚର୍ଚା ରେ ଅଛନ୍ତି I କାରଣ ତାଙ୍କ ଟ୍ରେଲର ରିଲିଜ ହେବାର 24 ଘଣ୍ଟା ମଧ୍ୟ ରେ ଏହା 20 ମିନିୟନ ଭିୟୁ ହେଇଥିଲା I 21 ମାର୍ଚ୍ଚ କୁ ଫିଲ୍ମ କେଶରୀ ରିଲିଜ ହେବାକୁ ଯାଉଛି I

ବଲିଉଡ ରେ ସବୁଠାରୁ ଧନୀ କଳାକାର ମଧ୍ୟ ରେ ଅକ୍ଷୟ କୁମାର

ବଲିଉଡ ରେ ଅକ୍ଷୟ କୁମାର ଅନେକ ସୁପର ହିଟ ଫିଲ୍ମ ରେ କାମ କରିଛନ୍ତି I ଅକ୍ଷୟ କୁମାର , 17 ଜାନୁୟାରୀ 2001 ରେ ଟ୍ୱିଙ୍କିଲ ଙ୍କୁ ବିବାହ କରିଥିଲେ ଏବଂ ବିବାହ ପରେ ଟ୍ୱିଙ୍କିଲା ମଧ୍ୟ ଫିଲ୍ମ ଜଗତ ରୁ ଦୁରେଇ ଯାଇଥିଲେ I ଅକ୍ଷୟ କୁମାର ବଲିଉଡ ର ସବୁଠାରୁ ଲୋକପ୍ରିୟ କଳାକାର ଅଟନ୍ତି I ଅକ୍ଷୟ କୁମାର ଙ୍କ ର ଅଧିକାଂଶ ଫିଲ୍ମ ସୁପର ହିଟ ହେଇଥାଏ I ଏବଂ ଅକ୍ଷୟ କୁମାର ବଲିଉଡ ରେ ସବୁଠାରୁ ଅଧିକ ରୋଜଗାର କରୁଥିବା କଳାକାର ମଧ୍ୟ ଅଟନ୍ତି I

କୋଟି କୋଟି ରୋଜଗାର ହେଲେ ଅଯଥା ଖର୍ଚ୍ଚ ନାହିଁ

ଯେତେବେଳେ ଜଣେ କଳାକାର ପରିଶ୍ରମ କରି ଟଙ୍କା ରୋଜଗାର କରିଥାଏ ତ ତାଙ୍କ ର ପ୍ରତିଟି ଇଚ୍ଛା କୁ ସେ ପୁରା କରିବାକୁ ଚେଷ୍ଟା କରିଥାନ୍ତି I କିନ୍ତୁ ଅକ୍ଷୟ କୁମାର ଏପରି କରନ୍ତି ନାହିଁ I ଅକ୍ଷୟ କୁମାର ଙ୍କ ର ଅଯଥା ଖର୍ଚ୍ଚ ବହୁତ କମ ଅଟେ I ଏବଂ ଏତେ ବଡ଼ କଳାକାର କି ତାଙ୍କ ର ଏକ ମିନିଟ କୁ ରୋଜଗାର 1869 ଟଙ୍କା ହେଲେ ମଧ୍ୟ ସେ ମାସ କୁ 3000 ଟଙ୍କା ହିଁ ଖର୍ଚ୍ଚ କରିଥାନ୍ତି I

ଖରାପ ଅଭ୍ୟାସ

ଅକ୍ଷୟ କୁମାର ଜଣେ ଡ଼ିସିପିଲିନ ଲାଇଫ ମେଣ୍ଟାଇନ କରିବାକୁ ନେଇ ସର୍ବଦା ଚର୍ଚା ରେ ରହିଥାନ୍ତି I ପ୍ରତୋକ ଦିନ ଭୋର 4 ଘଟିକା ରେ ଉଠନ୍ତି I ଏହା ପରେ 6-7 ମଧ୍ୟ ରେ ରାତି ରେ ସୋଇପାରନ୍ତି I ସେ ମଦ ସିଗାରେଟ ପରି କୌଣସି ଖରାପ ଜିନିଷ ର ଅଭ୍ୟାସ କରନ୍ତି ନାହିଁ I