ସୋସିଆଲ ମିଡ଼ିଆ ରେ ଅନେକ ଫୋଟୋ ଭାଇରଲ ହେଇଥାଏ I କିନ୍ତୁ ବର୍ତମାନ କିଛି ଏପରି ଫୋଟୋ ଭାଇରଲ ହେଇଚି ଯାହା କି ଲୋକେ ନ ହସି ରହିପାରୁନାହାନ୍ତି I ଏହି ଫୋଟୋ ରେ ଗୋଟେ ଗଛ ରେ 4 ଜଣ ବ୍ୟକ୍ତି ବସିଛନ୍ତି ଏବଂ ଗଛ ର ଡାଳ ମଧ୍ୟ କିଛି ସମୟ ରେ ଭାଙ୍ଗିବା ଅବସ୍ଥା ରେ ରହିଛି I ତେବେ ଏହି ଫୋଟୋ ରେ ଏହା ପଚରାଯାଇଛି କି କିଏ ଏଠାରେ ଅଧିକ ମୂର୍ଖ ଅଟେ I
ଆପଣ ଏଠାରେ 4 ଗୋଟି ଅପସନ ରୁ ଯାହା ମଧ୍ୟ ଚୟନ କରିବେ ଏହା ଆପଣ ଙ୍କ ର ବ୍ୟକ୍ତିତ୍ୱ କୁ ଦର୍ଶାଇବ I ପ୍ରଥମେ ଆପଣ ନିଜେ ଏହି ଫୋଟୋ କୁ ଭଲ କରି ଦେଖି ଦିଅନ୍ତୁ I
ଠିକ ରେ ଦେଖିବା ପରେ ଆପଣ ଚିନ୍ତା କରି କହିବେ କାରଣ ଉତ୍ତର ଅନୁସାରେ ଆପଣ ଙ୍କ ର ବ୍ୟକ୍ତିତ୍ୱ ର ପରିଚୟ ମଧ୍ୟ ମିଳିପାରିବ I
ଯଦି ଆପଣ ଙ୍କ ର ଉତ୍ତର 1
ଦୁର୍ଭାଗ୍ୟ ବଶତଃ ଆପଣ ଖୁବ ଶୀଘ୍ର ହାର ମାନିବା ପରି ସ୍ଵଭାଵ ର ବ୍ୟକ୍ତି ଅଟନ୍ତି I ଆପଣ ଜାଣିଛନ୍ତି କି ଆପଣ ପରିସ୍ଥିତି କୁ ବଦଳାଇପାରିବେ ନାହିଁ I ତେଣୁ ପରିସ୍ଥିତି ଅନୁସାରେ ନିଜ କୁ ଚଳାଇଥାନ୍ତି I ଆପଣ ଜଣେ ଶାନ୍ତି ପ୍ରିୟ ବ୍ୟକ୍ତି ଅଟନ୍ତି I କୌଣସି କଳି ଝଗଡା ଆପଣ ଙ୍କୁ ପସନ୍ଦ ନୁହେଁ I ଆପଣ ଜଣେ ବିଶ୍ୱସ୍ତ ବ୍ୟକ୍ତି ଅଟନ୍ତି I
ଯଦି ଆପଣ ଙ୍କ ର ଉତ୍ତର 2
ଆପଣ ଜଣେ ଏପରି ବ୍ୟକ୍ତି ଯିଏ କି ତରବରିଆ ଭାବ ରେ କୌଣସି ନିଷ୍ପତି ନେଇଥାନ୍ତି I ଆପଣ ପରିସ୍ଥିତି କୁ ଠିକ ରେ ଅନୁଧ୍ୟାନ କରନ୍ତି ନାହିଁ I ଯାହା ଦ୍ୱାରା ସର୍ବଦା କୌଣସି ନା କୌଣସି ଭୁଲ କରିଥାନ୍ତି I ଆପଣ ଅନେକ ଘଟଣା କୁ ଅଣଦେଖା କରିଥାନ୍ତି I ଆପଣ ଜଣେ ଜିଦ୍ଦୀ ସ୍ଵଭାଵ ର ବ୍ୟକ୍ତି ଅଟନ୍ତି I
ଯଦି ଆପଣ ଙ୍କ ର ଉତ୍ତର 3
ଆପଣ ଜଣେ ଏପରି ବ୍ୟକ୍ତି ଯିଏ କି ଶୀଘ୍ର ହାରିଯାନ୍ତି ନାହିଁ I ଆପଣ ସମସ୍ୟା ର ଗଭୀରତା କୁ ଅନୁଧ୍ୟାନ କରିକି ହିଁ କାର୍ଯ୍ୟ କରିଥାନ୍ତି I ଏବଂ ନିଜ ଅଧିକାର ପାଁଇ ଆପଣ ଲଢ଼ିଥାନ୍ତି I ଏବଂ ନିଜ ସଫଳତା ଆଡ଼ କୁ ସର୍ବଦା ଅଗ୍ରସର ହେଇଥାନ୍ତି I
ଯଦି ଆପଣ ଙ୍କ ର ଉତ୍ତର 4
ଆପଣ ଜଣେ ବିଦ୍ରୋହୀ ସ୍ଵଭାଵ ର ବ୍ୟକ୍ତି ଅଟନ୍ତି I ଆପଣ ଏହା ପ୍ରମାଣ କରିବାକୁ ଚେଷ୍ଟା କରନ୍ତି କି ଅନ୍ୟାୟ ବିରୋଧ ରେ ଲଢ଼ି ଆପଣ ନିଜ ପ୍ରାଣ କୁ ମଧ୍ୟ ବିପଦ ରେ ପକାଇ ପାରନ୍ତି I କିଛି ନ ଭାବି ଚିନ୍ତା କି ଆପଣ ମୈଦାନ ଉପର କୁ ଚାଲିଯାଇଥାନ୍ତି I