ଜୀବନ ଖୁବ ସୁନ୍ଦର ହେଇଥାଏ I ଜୀବନ ରେ ଅନେକ ସମସ୍ୟା ଥାଇ ବି ମନୁଷ୍ୟ ଶାନ୍ତି ରେ ରହିବାକୁ ଚାହିଁଥାନ୍ତି I ଏବଂ ମନୁଷ୍ୟ ଯେତେବେଳେ କୌଣସି ସମସ୍ୟା ରୁ ଉଦ୍ଧାର ପାଇଥାଏ ଏହା ଠାରୁ ବଡ଼ ଖୁସି ଆଉ କେଉଁଠି ନ ଥାଏ I ଯେତେବେଳେ ଅସମୟ ରେ ବ୍ୟକ୍ତି ନିଜ ର ବୁଦ୍ଧିମାନିତା ଦ୍ୱାରା ସମସ୍ୟା ରୁ ମୁକୁଳିଥାନ୍ତି ସେହି ସମୟ ରେ ହିଁ ସେହି ବ୍ୟକ୍ତି ଙ୍କ ର ଜ୍ଞାନ ର ପରିଚୟ ମିଳିଥାଏ I
ପିଲା ଦିନ ରେ ଏକ ପାଠ ପଢ଼ାଯାଇଥିଲା I ଦୁଇ ଘନିଷ୍ଠ ବନ୍ଧୁ ଜଙ୍ଗଲ ରେ ଚାଲି ଯାଉଥିଲେ I ଅଚାନକ ତାଙ୍କ ସମୁଖ ରେ ଏକ ଭାଲୁ ଦେଖାଗଲା I ଜୀବନ ବନ୍ଚିଵାକୁ ଦୁହେଁ ଗଛ ରେ ଚଢ଼ିଗଲେ ଏବଂ ଆଉ ଜଣେ ସେହିଠାରେ ହିଁ ମରିବା ପରି ପଡି ରହିଲେ କାରଣ ସେ ଜାଣିଛନ୍ତି ଭାଲୁ କେବେ ହେଲେ ମୃତ ବ୍ୟକ୍ତି ଙ୍କ ର ଶବ ଖାଇ ନ ଥାଏ I
କିନ୍ତୁ ଏଠାରେ ଘଟଣା ଟିକେ ଭିର୍ନ ଅଟେ I
ନଦୀ କୁଲ ରେ ଜଣେ ବ୍ୟକ୍ତି ଠିଆ ହେଇଥିଲା ଏବଂ ଅଚାନକ ଏକ ସିଂହ ଆସିଥିଲା I ବ୍ୟକ୍ତି ନଦୀ ରେ ଡେଇଁବାକୁ ଯାଉଥିଲେ ଏବଂ ସେଠାରେ ଏକ କୁମ୍ଭୀର ଦେଖିବାକୁ ମିଳିଥିଲା I ତା ପାଖ ରେ କୌଣସି ରାସ୍ତା ନ ଥିଲା ଏବଂ ସେ ପାଖ ରେ ଥିବା ଏକ ଗଛ ରେ ଚଢି ଯାଇଥିଲେ ଏବଂ ଗଛ ରେ ସେ ଏକ ବିଷାକ୍ତ ସାପ ଦେଖିବାକୁ ପାଇଥିଲା I ସେ ଗଛ ଅଧା ରେ ଅଟକି ଯାଇଥିଲେ I ତେବେ ଏପରି କ୍ଷେତ୍ର ରେ ବ୍ୟକ୍ତି କରିବେ କଣ I
ତେବେ ଏହି ଘଟଣା ରେ ଆପଣ ବି ଚିନ୍ତା ରେ ପଡି ଯାଇଥିବେ I ତେବେ ଜିଏ ବୁଦ୍ଧିମାନ ବ୍ୟକ୍ତି ହେଇଥିବ ସେ ହିଁ ଏହି ପ୍ରଶ୍ନ ର ଉତ୍ତର ଦେଇପାରିବ I
ବ୍ୟକ୍ତି ସାପ ଙ୍କ ଠାରୁ ସାମାନ୍ୟ ଦୂର ରେ ଥିଲେ ଏବଂ ସେ କ୍ଷଣିକ ରେ ସାପ କୁ ଧରି ଯଦି ସିଂହ ଉପରେ ପକାଇ ଦେବେ ସିଂହ ଡରିଯାଇ ପଛ କୁ ଘୁଞ୍ଚିପାରେ I ତାର ଧ୍ୟାନ ପରିବର୍ତନ ହେଇପାରେ ଏବଂ ଇତି ମଧ୍ୟ ରେ ଆପଣ ତଳ କୁ ଦେଈ ପଡିଥିବା ବନ୍ଧୁକ ଉଠାଇ ପାରିବେ ଏବଂ ନିଜ ସୁରକ୍ଷ୍ୟା ର ଚିନ୍ତା କରିବେ I
ଦ୍ୱିତୀୟ ଉତ୍ତର ରେ ଗଛ ର ଦ୍ୱିତୀୟ ଡ଼ାଳି ରେ ସାପ କୁ ମାରି ହେବ I ଏହା ଦ୍ୱାରା ସିଂହ କୁ ସାପ ଦ୍ୱାରା ଧ୍ୟାନ ବଦଳାଯାଇପାରିବ I ଏବଂ ଆପଣ ଏହି ସମୟ ରେ ବନ୍ଧୁକ ଉଠାଇ ପରିସ୍ଥିତି ର ସମୁଖୀନ କରିପାରିବେ ଏବଂ ନଚେତ ସାପ କୁ ମାରିବା ପରେ ସିଂହ ଶୋଇବା ର ଅପେକ୍ଷ୍ୟା କରନ୍ତୁ କାରଣ ପଶୁ ହେଲେ ବି ନିଦ ଲାଗିଥାଏ I