ଶାଶୂଘରେ ପ୍ରଥମଦିନ କେମିତି କାଟିଲେ ଲିପ୍ଶା ମିଶ୍ର, ଶାଶୂଘରକୁ ଯାଉ ଯାଉ ଏବେ…

ନମସ୍କାର ବନ୍ଧୁଗଣ ବାହାଘର ପରେ ଏବେ ଶାଶୁ ଘରକୁ ଚାଲି ଯାଇଛନ୍ତି ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଆପଣମାନେ ଦେଖିଥିବେ କି ଗତ ଦିନମାନଙ୍କରେ ଲିପ୍ସା ମିଶ୍ରଙ୍କର ବାହାଘର ହୋଇ ଯାଇଛି ସେ ଆକାଶଙ୍କୁ ବାହା ହୋଇଛନ୍ତି ଦୀର୍ଘଦିନ ଧରି ଆକାଶଙ୍କୁ ଭଲ ପାଉଥିଲେ ଲିପ୍ସା ମିଶ୍ର ଆଉ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲିପ୍ସା ମିଶ୍ର ବାହାଘର ବେଳକୁ ଲିପ୍ସା ମିଶ୍ରଙ୍କୁ ୩୫ ବର୍ଷ ବୟସ ହୋଇଥିଲା।

ତାହେଲେ ଆପଣମାନେ ଜାଣିଥିବେ କି ୨୦୧୩ ମସିହାରୁ ଲିପ୍ସା ମିଶ୍ର ଓଡ଼ିଆ ସିନେମା ଜଗତରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ତାହେଲେ ଏହି ସିନେମାରେ ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ବୋହୁତ ଅଧିକ ଭଲ ପାଇବା ଦେଇଥିଲେ ଆଉ ଏହାପରଠାରୁ ସେ କେବେବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି |

ସିନେମାରେ ଅଭିନୟ କରିବା ସହିତ ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିଥିବାର ନଜର ଆସିଛନ୍ତି ଲିପ୍ସା ମିଶ୍ର| ତୁଳସୀ ଧାରାବାହିକରେ ସେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ତାହେଲେ ଏହି ଧାରାବାହିକ ଜରିଆରେ ଧାରାବାହିକ ଜଗତରେ ପ୍ରବେଶ କରିଥିଲେ ସୁନ୍ଦର ଅଭିନୟ କାରଣରୁ ତାଙ୍କୁ ଏହି ଧାରାବାହିକ ପାଇଁ ବୋହୁତ ସାରା ପୁରସ୍କାର ବି ମିଳିଛି ଏହାପରେ ସେ ଧାରାବାହିକ ସହିତ ୱେବ୍ ସିରିଜ୍ ଓ ବୋହୁତ ସାରା ଆଲବମରେ ମଧ୍ୟ ଅଭିନୟ କରିଛନ୍ତି |

ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ବୋହୁତ ଅଧିକ ଭଲ ପାଇବା ଦେଇଛନ୍ତି ତ ଏବେ ୩୫ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲିପ୍ସା ମିଶ୍ର ଲିପ୍ସା ମିଶ୍ର ଆକାଶଙ୍କୁ ବାହା ହୋଇଛନ୍ତି ବାହାଘରଟି ବୋହୁତ ଧୁମ୍ ଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡର ସମସ୍ତ କଳାକାରମାନେ ଉପସ୍ଥିତ ରହିଥିଲେ।