ଲକଡାଉନରେ ବର୍ଷ ବର୍ଷ ଧରି ବନ୍ଧ ଥିବା ପୁରୁଣା ମନ୍ଦିରକୁ ଖୋଲିଦେଲେ ଲୋକମାନେ, He Bhagban ତାପରେ ଯାହା ହେଲା

ନମସ୍କାର ବନ୍ଧୁଗଣ ମହାଦେବ ଦେବଙ୍କର ଦେବ ଅଟନ୍ତି ଏଥିଲାଗି ତାଙ୍କୁ ମହାଦେବ କୁହାଯାଇଥାଏ। ଆଜି ଆମେ ଆପଣମାନଙ୍କୁ ମହାଦେବଙ୍କର ଏକ ଏମିତି ଚମତ୍କର କାର୍ଯ୍ୟ ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି କଥାଟି ଅଟେ ବିହାରର ଏକ ଛୋଟ ଗାଁର। ଏହି ଗାଆଁରେ ମହାଦେବଙ୍କର ଏକ ବୋହୁତ ବଡ଼ ପୁରୁଣା ମନ୍ଦିର ଅଛି। ଏହି ଶିବ ମନ୍ଦିର ବର୍ଷ ବର୍ଷରୁ ବନ୍ଦ୍ ପଡ଼ିଛି। ଏହି ପୁରୁଣା ମନ୍ଦିରକୁ ଖୋଲିବାର ସାହସ ଆଜି ପର୍ଯ୍ୟନ୍ତ ବି କେହି କରିନାହାଁନ୍ତି। ଗାଁର ବୁଢାବୁଢ଼ୀମାନେ କୁହନ୍ତି କି ଏହି ମନ୍ଦିରରେ ବୋହୁତ ବଡ଼ ବଡ଼ ସାପ ଭଗଵାନ ଶିବଙ୍କର ପୂଜା କରନ୍ତି। ଏଥିଲାଗି ଆମକୁ ମନ୍ଦିର ଭିତରକୁ ଯିବା ଠିକ୍ ହେବ ନାହିଁ। ଗାଁର ବୋହୁତ ସାରା ଲୋକ ଏମିତି ବି ଥିଲେ ଯିଏ ଚାହୁଁଥିଲେ କି ସେହି ପୁରୁଣା ମନ୍ଦିରକୁ ଖୋଲିଦେବା ପାଇଁ ତାହାହେଲେ ମହାଦେବଙ୍କର ଆମେ ପୂଜା କରି ପାରିବୁ। କିନ୍ତୁ କାହାର ଏତେ ସାହସ ନଥିଲା କି ସେ ମନ୍ଦିରର କବାଟ ଖୋଲିପରିବ।

ଲୋକମାନଙ୍କର ମନରେ ଏହି ମନ୍ଦିର ପ୍ରତି ଧୀରେ ଧୀରେ ଜିଜ୍ଞାସା ବଢ଼ି ଚାଲିଥିଲା। ଗାଁର କିଛି ଲୋକ ସରପଞ୍ଚଙ୍କ ପାଖକୁ ଯାଇ କହିଲେ କି ଆମେମାନେ ମହାଦେବଙ୍କର ପୂଜାକରୁ ନାହୁଁ ଏଥିଲାଗି ମହାଦେବ ଆମ ଉପରେ କ୍ରୋଧିତ ଅଛନ୍ତି। ଗାଁରେ ତିନି ବର୍ଷ ହୋଇଗଲାଣି କିନ୍ତୁ ବର୍ଷା ଥରେ ନି ହୋଇନାହିଁ। ଗାଁର ସମସ୍ତେ ଏହି କଥା ପାଇଁ ଚିନ୍ତିତ ଅଛନ୍ତି। ଗାଁର ପ୍ରତ୍ୟେକ ଘରେ କିଛି ନା କିଛି ସମସ୍ୟା ଅଛି। ଗାଁରେ ବେଳେବେଳେ କିଛି ଅଦ୍ଭୁତ ଘଟଣା ମଧ୍ୟ ଘଟୁଛି ଏଥିଲାଗି ମହାଦେବ ମନ୍ଦିର ଖୋଳିଦେବା ଦରକାର ଏବଂ ମହାଦେବଙ୍କର ପୂଜା କରିବା ଦରକାର।

ମହାଦେବ ଆମ ଗାଁର ସବୁ ଅସୁବିଧା ଓ କଷ୍ଟ ଦୁରକରି ଦେବେ। କିନ୍ତୁ କିଛି ଲୋକ ଏମିତି ବି ଥିଲେ ଯିଏ ଚାହୁଁଥିଲେ କି ଯଦି ମହାଦେବଙ୍କର ମନ୍ଦିରର କବାଟ ଖୋଲିଦିଆ ଗଲା ତ ମହାଦେବ ନିଶ୍ଚିତ ଭାବରେ ରଗିଯିବେ ଏବଂ ପୁରା ଗାଁ ବରବାଦ୍ ହୋଇଯିବ। ସେଥିଲାଗି ମହାଦେବଙ୍କ ମନ୍ଦିର ଖୋଲିବା ଉଚିତ୍ ହେବନାହିଁ। ତାପରେ ପଞ୍ଚାୟତ ନିଷ୍ପତି ନେଲା କି ମହାଦେବଙ୍କ ମନ୍ଦିରକୁ ମହା ଶିବରାତ୍ରୀ ଦିନ ଖୋଲିଦିଆଯିବ।

ଏହିକଥା ପୁରା ଗାଁରେ ହାଲା ହୋଇଗଲା। ସବୁଲୋକ ମହାଶିବରାତ୍ରୀ ଦିନକୁ ଅପେକ୍ଷା କରିବାକୁ ଲାଗିଲେ ଏବଂ ଶେଷରେ ମହାଶିବରାତ୍ରୀ ଆସିଗଲା। ପୁରା ଗାଁର ଲୋକ ମନ୍ଦିର ବାହାରେ ଛିଡ଼ା ହୋଇଗଲେ। ସରପଞ୍ଚ ଓ ପୂଜାରୀ ନିଷ୍ପତି ନେଲେ କି ପ୍ରଥମେ ସେ ଦୁହେଁ ମହାଦେବଙ୍କ ମନ୍ଦିରକୁ ଯିବେ ଓ ତାପରେ ସମସ୍ତଙ୍କୁ ଆସିବାକୁ ଦିଆଯିବ। ଡରି ଡରି ସରପଞ୍ଚ ମନ୍ଦିରର କବାଟ ଖୋଲିଲା ଓ ତାପରେ ସାହସ ଦେଖାଇ ସରପଞ୍ଚ ଓ ପୂଜାରୀ ମନ୍ଦିର ଭିତରକୁ ଗଲେ। ମନ୍ଦିର ଭିତରର ରୂପ ଦେଖି ଦୁଇଜଣ କମ୍ପିବାକୁ ଲାଗିଲେ।

ଦୁଇଜଣ ଦେଖିଲେ କି ବୋହୁତ ବଡ଼ ବଡ଼ ସାପ ସବୁ ଶିବଙ୍କର ବେକରେ ଚଢ଼ୁଛନ୍ତି ଓ ଚାରିପଟେ ବୁଲୁଛନ୍ତି। ଏହାଦେଖି ଦୁଇଜଣ ଡରି ବାହାରକୁ ପଳେଇ ଆସିଲେ ଓ କହିବାକୁ ଲାଗିଲେ କି ମନ୍ଦିରର କବାଟ ଖୋଲି ଆମେ ଭୁଲ୍ କରିଦେଲେ। ମନ୍ଦିର ଭିତରେ ଏତେ ବଡ଼ ବଡ଼ ସାପ ଅଛନ୍ତି କି କିଏ ବି ଡରିଯିବା। ତାପରେ ସରପଞ୍ଚ ମନ୍ଦିର ବନ୍ଦ କରିବାକୁ ଆଦେଶ ଦେଲେ ଓ ତାପର ଠାରୁ ଆଉ କେହି ବି ମନ୍ଦିର ଖୋଲିବାକୁ ସାହସ କରି ନାହାଁନ୍ତି।