ଲକଡାଉନରେ ଏମିତି କାମ କଲେ Barsha, ଦେଖୀ ଅନୁଭବ ପୁରା ପାଗଳ

ବନ୍ଧୁଗଣ ପୁଣିଥରେ ବର୍ଷା ଏମିତି କାମ କରିଲେ ଯାହାକୁ ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। କଣ ଏହି ବିଷୟ ଉପରେ ଅଧିକ ଖବର ଆସନ୍ତୁ ଜାଣିବା। ଆପଣମାନେ ଆମ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରୟଦର୍ଶିନୀଙ୍କୁ ବୋହୁତ ଭଲ ଭାବରେ ଜଣିଥିବେ। ଓଡ଼ିଆ ଫିଲ୍ମରେ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଦେଖିଥିବେ |

ସେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି ଓ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ବର୍ଷା ଓଲିଉଡ଼ କୁଇନ ଭାବେ ପରିଚିତ | ତାହା ସହିତ ଅନୁଭବ ଓ ବର୍ଷାଙ୍କ ପାରିବାରିକ କଳହ ଅଲଗା ରହୁଛନ୍ତି।


ଏତେ ଦୁଃଖରେ ଥିବା ସତ୍ତ୍ବେ ଏହି କୋରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରାଜ ରାସ୍ତାକୁ ଓହ୍ଲାଇ ପଡିଛନ୍ତି ବର୍ଷା। ଲୋକମାନଙ୍କୁ ମାଗଣାରେ ଖାଦ୍ୟ, ବସ୍ତ୍ର ଯୋଗାଇ ଦେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଆମ ଓଡିଶାର ସବ୍ୟସାଚୀ, ଅର୍ଚ୍ଚିତା ଓ ବର୍ଷା ଗରୀବ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।


ବର୍ଷା ବର୍ତମାନ ସମୟରେ କରୋନା ମହାମାରୀ ସମୟରେ ଲୋକଙ୍କୁ ବୋହୁ ପ୍ରକାର ସାହାଯ୍ୟ କରିବା ସହ ସେ ଗରିବ ପିଲାମାନଙ୍କ ପାଇଁ ସେ ବହି ବେଗ ଆଦି ଯୋଗାଇ ଦେଇଛନ୍ତି ଓ ବର୍ଷା ହିରୋଇନ ହେବ ସହ ସମାଜସେବୀ ଭାବେ ମଧ୍ୟ ନାମ କମାଇବାରେ ସଫଳ ହୋଇପାରିଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ବର୍ଷା ପ୍ରିୟଦର୍ଶିନୀ କେମିତି ଲାଗନ୍ତି ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନଙ୍କୁ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାଇବେ |