ଛନ୍ଦିତା ଙ୍କୁ ଭଲପାଉଥିଲେ ତୁଷାର ଛନ୍ଦିତାଙ୍କୁ ମଧ୍ୟ ତୁଷାର ଭଲପାଉଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଥିଲା କିନ୍ତୁ କାରଣ ହେଉଛି କି ଚାନ୍ଦିତା ଙ୍କୁ ଛାଡି ତୁଷାର ଆଉଜଣେ ଟେଲି ଅଭିନେତ୍ରୀ ଙ୍କୁ ମାନେ ମାହି ମିଶ୍ରଙ୍କୁ ଭଲପାଉଥିଲେ ଏହି କଥାଟି ସେତେବେଳେ ଛୁପାଣିଆ ଥିଲା ଯାହାକି ଛନ୍ଦିତା ଜାଣିଦେଇଥିଲେ ଏବଂ ଛନ୍ଦିତା ଜାଣିଲାପରେ ତୁଷାରଙ୍କ ଠାରୁ ବ୍ରେକପ କରିଦେଇଥିଲେ ତାହା ପରେ ପରେ ତୁଷାର ମ୍ୟାରେଜ କରିଥିଲେ ମାହି ମିଶ୍ରଙ୍କୁ ଏହା ଥିଲା ତାଙ୍କର କାରଣ ଯାହାପାଇଁ ସେ ଛନ୍ଦିତା ଙ୍କ ସହ ବ୍ରେକପ କରିଦେଇଥିଲେ |
ଛନ୍ଦିତା ଙ୍କ ସହ ବ୍ରେକପ କରିସାରିବାପରେ ମାହି ମିଶ୍ରଙ୍କୁ ବିବାହ କରିଥିଲେ ତୁଷାର ଙ୍କୁ ଓ ବାହାଘର ଟି ବହୁତ ଧୁମ ଧାମ ରେ ସରି ମଧ୍ୟ ଯାଇଛି ବିବାହରେ ଅନେକ ସେଲିବ୍ରେଟି ଙ୍କ ସହ ଅନେକ କଳାକାର ଙ୍କ ସହ ଅନେକ ବଡ ବଡ ଉଚ ପଦସ୍ତ ଲୋକମଧ୍ୟ ଯୋଗ ଦେବାର ଦେଖିବାକୁମିଳିଥିଲା ଏଥିରେ ଛନ୍ଦିତାଙ୍କୁ ଇନଭାଇଟ ନ କରିଥିବାର ମଧ୍ୟ ଶୁଣିବାକୁ ମିଳିଛି |
ଛନ୍ଦିତା ସାଙ୍ଗ ହୋଇଥିଲେ ମଧ୍ୟ ଏଥିରେ ଛନ୍ଦିତା ଙ୍କୁ ଇନଭାଇଟି କରି ନାହାନ୍ତି ତୁଷାର କୌଣସି କାରଣରୁ ଦୁହିଁଙ୍କର ବ୍ରେକପ ହେଇଯାଇଥିଲା ଏକଥା ତ ଆପଣ ଜାଣିଛନ୍ତି କାହିଁକି ନା ତୁଷାର ଭଲପାଉଥିଲେ ମାହି ମିଶ୍ରଙ୍କୁ ଏକଥା ଛନ୍ଦିତା ଜାଣିଲାପରେ ସେ ତୁଷାର ଙ୍କ ସହ ମନ ମାଳୀନ କରିଥିଲେ ଏବଂ ସେ ବ୍ରେକପ କରିଦେଇଥିଲେ |
ଆପଣ ତ ଜାଣିଥିବେ ଚନ୍ଦନ ଓ ତୁଷାର ପ୍ରଥମଥର ପାଇଁ ତୋ ଅଗଣାର ତୁଳସୀ ମୁଁ ରେ ନଜର ଆସିଥିଲେ ତୁଷାର ଲିଡ଼ ନାୟକ ଥିବାବେଳେ ଛନ୍ଦିତା ଲିସା ରୂପରେ ଲିଡ଼ ଖଳନାୟିକା ଭାବେ କିନ୍ତୁ ଦୁହେଁ ଦୁହିଁ କୁ ନାୟକ ନାୟିକା ଭାବେ ଭଲପାଉଥିଲେ ଏଭଳି ଘଟଣା ଘଟିବାରୁ ଦୁଇଜଣ ଅଲଗା ହୋଇଗଲେ ଏବଂ ଦୁଇଜଣ ଙ୍କର ପ୍ରେମ ସମ୍ପର୍କରେ ପଡିଲା ପୂର୍ଣ୍ଣଛେଦ ଓ ଦୁଇଜଣ ଅଲଗା ବାଟ ବାଛି ଦେଲେ ଛନ୍ଦିତା ମଧ୍ୟ ଏବେ ଟେଲି ଅଭିନେତା ଙ୍କୁ ଛାଡି ବାହାରେ ଜଣଙ୍କୁ ଭଲପାଉଛନ୍ତି |