ଲୁଚି ଲୁଚି କାହାକୁ ବାହା ହେଇଗଲେ ଓଡ଼ିଆ ହିରୋଇନ ପ୍ରକୃତି ମିଶ୍ର (Prakruti Mishra)… ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ତ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ସବୁ ଲୋକ ପ୍ରିୟ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବରେ ଚିହ୍ନି ଥିବେ| ତେବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ଓ ଓଡ଼ିଶା ର ଘର ଘରେ ଏମାନେ ପରିଚିତ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ମଧ୍ୟ ବହୁ କମ୍ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ବର୍ତ୍ତମାନ ସମୟ ରେ ବଡ ହୋଇ ଯାଇଥିଲେ ମଧ୍ୟ ଶିଶୁ କଳାକାର ଭାବେ ବେଶ୍ ପରିଚି ଚଳଚ୍ଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସୁଥିଲେ ମଧ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର ଭାବେ ବେଶ୍ ପରିଚିତ ।

ସେହିଭଳି ଜଣେ ବଡ ଅଭିନେତ୍ରୀ ହେଉଛନ୍ତି ପ୍ରକୃତି ମିଶ୍ର । ଆପଣ ମାନେ ପ୍ରକୃତିଙ୍କୁ ବେଶ୍ ଭଲ ଭାବରେ ଜାଣି ଥିବେ । ତେବେ ପ୍ରକୃତି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ ସମୟ ରେ ଠିକ୍ ସେହିଭଳି ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ସୋସିଆଲ ମିଡ଼ିଆ ରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ରେ ପ୍ରକୃତି ମିଶ୍ର ବଧୂ ବେଶ୍ ସାଜି ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି । ଆଜି ଆମେ ଏହି ବିଷୟ ରେ ଆଲୋଚନା କରିବା ସତ୍ୟାସତ୍ୟ କଣ ରହିଛି । ଆପଣ ମାନେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।

ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ବା ଶିଶୁ କଳାକାର ଭାବେ ବେଶ୍ ପରିଚିତ । ଆପଣ ମାନେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବହୁ ସାରା ଚଳଚିତ୍ର ରେ ଦେଖିଥିବେ ପିଲା ଦିନେ ଶିଶୁ ଚରିତ୍ର ରେ ନଜର ଆସୁଥିଲେ ଓ ବର୍ତ୍ତମାନ ହିରୋଇନ୍ । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଓଡ଼ିଶା ର ଘର୍ ଘରେ ପରିଚିତ ।

ବଲିଉଡ୍ ରେ ମଧ୍ୟ କାମ କରୁଛନ୍ତି , ବର୍ତ୍ତମାନ ସମୟ ରେ ମଧ୍ୟ କାମ କରୁଛନ୍ତି ଏହି ଅଭିନେତ୍ରୀ ଜଣକ । ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ।

ଏହି ଭିଡିଓ ରେ ପ୍ରକୃତି ମିଶ୍ର ବଧୂ ବେଶ୍ ରେ ନଜର ଆସିଛନ୍ତି, ଯାହାକୁ ସମସ୍ତେ ଦେଖି ରିଅଲ ବୋଲି ମନେ କରୁଛନ୍ତି । ଏହା ହେଉଛି ବଲିଉଡ୍ ଧାରାବାହିକ ର ଏକ ସୁଟିଂ ସେଟ୍ ର ଦୃଶ୍ୟ ଓ ଯାହାକୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ|