ଲୁଚିକରି ବାହାହେଲେ କୁଆଁରି ବୋହୂ ସିରିଏଲର Barsha, ଦେଖନ୍ତୁ

କୁଆଁରୀ ବୋହୂ ଧାରାବାହିକର ବର୍ଷା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବୋହୂ ବେଶରେ ଥିବା ତାଙ୍କର କିଛି ଫଟୋ ସେ ସୋସିଆଲ ମିଡିଆରେରେ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଏହି ଫଟୋ ଗୁଡ଼ିକ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ କଣ ରହିଛି ଏହାର ସତ୍ୟତା ଆସନ୍ତୁ ଜାଣିବା।


ଆପଣମାନେ କୁଆଁରୀ ବୋହୂ ଧାରାବାହିକରେ ନେଗେଟିଭ ଚରିତ୍ରରେ ଅଭିନୟ କରୁଥିବା ବର୍ଷାଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ତାଙ୍କର ପ୍ରକୃତ ନାମ ହେଉଛି ଲୁନରେନା। ବର୍ଷା କୁଆଁରୀ ବୋହୂ ଧାରାବାହିକରେ ନେଗେଟିଭ କ୍ୟାରେକ୍ଟର ଅଭିନୟ କରିବା ଦ୍ୱାରା ଦର୍ଶକମାନେ ମଧ୍ୟ ତାଙ୍କୁ ବୋହୁତ ପସନ୍ଦ କରନ୍ତି।


ସେ ବୋହୁତସାରା ଓଡ଼ିଆ ସିରିୟଲରେ ମଧ୍ୟ ଅଭିନୟ କରିଛନ୍ତି ଏବଂ ବୋହୁତସାରା ଆଲବମ୍ ରେ ମଧ୍ୟ ଅଭିନୟ କରିଛନ୍ତି। ବର୍ଷା ମଡେଲିଂ କରିବା ସହିତ ବୋହୁତ ଭଲ ଡାନ୍ସ ମଧ୍ୟ କରନ୍ତି। ତେବେ କୁଆଁରୀ ବୋହୂ ଧାରାବାହିକର ବର୍ଷା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କିଛି ବିବାହ କରୁଥିବାର ଫଟୋ ଯାହା ହେଉଛି ପୁରୁଣା ସିରିୟଲ ସୁଟିଂ ର ପୋଷ୍ଟ କରିଛନ୍ତି।


ଯାହାଦ୍ଵାରା ବର୍ଷା ବିବାହ କରୁଛନ୍ତି ବୋଲି ଦର୍ଶକମାନେ ଭାବୁଛନ୍ତି। ଏହି ଫଟୋ ଗୁଡ଼ିକ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହା ଏକ ପୁରୁଣା ସୁଟିଂ ସେଟ୍ ର ଫଟୋ ଅଟେ।