ମା ଙ୍କ ସାମ୍ନାରେ ହିଁ ୧୫ବର୍ଷ ସାନ ପ୍ରେମିକଙ୍କ ସହ ସୁସ୍ମିତା ସେନ କରିଲେ କିଛି ଏପରି କାମ କି ଲୋକମନେ କହିଲେ ଟିକେ ମୁଁହରେ ଲାଜ ନାହିଁ ଛି

ବିଗତ ଦିନ ରେ ସୁସ୍ମିତା ସେନ ନିଜ ର 43 ତମ ଜନ୍ମ ଦିବସ ଦୁବାଇ ରେ ସେଲିବ୍ରେଟ କରିଛନ୍ତି I ଏବଂ ଏହି ସେଲିବ୍ରେସନ ରେ ସେ ନିଜ ଠାରୁ 15 ବର୍ଷ ସାନ ବୟଫ୍ରେଣ୍ଡ ରହମାନ ଙ୍କୁ ଆଣିଥିଲେ I ପାର୍ଟି ରେ ରହମାନ ଙ୍କୁ ସୁସ୍ମିତା ଙ୍କ ସହ ଦେଖିବାକୁ ମିଳିଛି I

ଏବଂ ସୁସ୍ମିତା ନିଜ ମା ଙ୍କ ସମୁଖ ରେ ବି ନିଜ ବୟଫ୍ରେଣ୍ଡ ଙ୍କ ସହ ରୋମାଣ୍ଟିକ ହେବାର ଦେଖିବାକୁ ମିଳିଛି I ସୋସିଆଲ ମିଡ଼ିଆ ରେ ଫ୍ୟାନ୍ସ ମାନେ ଅନେକ ପରିଭାସ ବି କରିଛନ୍ତି I ଜଣେ ୟୁଜର ତ ଲେଖିଥିଲେ କି କଣ ମା ଙ୍କ ସମୁଖ ରେ ସବୁକିଛି I କିଛି ତ ଲାଜ ସରମ ରଖ I

ସୁସ୍ମିତା ନିଜ ବାର୍ଥଡେ ସେଲିବ୍ରେସନ ର କିଛି ଫୋଟୋ ନିଜ ର ଇନ୍ଷ୍ଟଗ୍ରାମ ରେ ବି ସେୟାର କରିଛନ୍ତି I ଏବଂ ଏକ ବିଡିଓ ବି ସେୟାର କରିଛନ୍ତି ଏବଂ ଏହି ଭିଡ଼ିଓ ରେ ସେ କେକ କାଟିବା ର ଦେଖିବାକୁ ମିଳିଛି I

ମା ଙ୍କ ସମୁଖ ରେ ସୁସ୍ମିତା ତାଙ୍କ ବୟଫ୍ରେଣ୍ଡ ଙ୍କ ସହ ଏପରି ମିଳାମିଶା କରୁଥିଲେ କି ଏପରି ଲାଗୁଥିଲା ଦୁହେଁ ଦୀର୍ଘ ଦିନ ହେବ ପରସ୍ପର ସହ ବେଶ ସୁପରିଚିତ ଅଟନ୍ତି I ସୁସ୍ମିତା କେଉଁ ଫୋଟୋ ରେ ନିଜ ମା ଙ୍କ ପାଖ ରେ ତ କେଉଁ ଫୋଟୋ ରେ ନିଜ ବୟଫ୍ରେଣ୍ଡ ଙ୍କ ସହ ନଜର ଆସିଛନ୍ତି I ସେ ଏହି ପାର୍ଟି ରେ ଏକ ଗ୍ରୀନ ରଙ୍ଗ ର ପୋଷାକ ପିନ୍ଧିଥିଲେ I