Big Breaking- ଯଦି ଆପଣଙ୍କର ବି ଅଛି ରାସନ କାର୍ଡ ତେବେ ହେଇଯାଆନ୍ତୁ ସାବଧାନ, ସରକାର କରିଦେଲେ ବଡ ଘୋଷଣା, ଯଦି ଆପଣ ବି…

ନମସ୍କାର ବନ୍ଧୁଗଣ ମାଗଣା ରାସନ୍ ନେଉଥିବା କାର୍ଡ ଧାରକଙ୍କ ପାଇଁ ଖରାପ ଖବର ଜୋରିମାନା ଆଦାୟ ସହ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ ସାରା ଦେଶରେ ରାସନ୍ କାର୍ଡ ସମସ୍ତଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ରାଜ୍ୟ ସରକାରଙ୍କ ତରଫରୁ ସାଧାରଣ ଜନତାଙ୍କୁ ରାସନ୍ କାର୍ଡରେ ଅନେକ ବିଶେଷ ସୁବିଧା ଯୋଗାଇ ଦିଆଯାଉଛି କିନ୍ତୁ ଦେଶର ଅନେକ ଲୋକଙ୍କ ନାମ ରାସନ୍ କାର୍ଡ ତାଲିକାରୁ କଟା ଯାଇଛି |

ଆଗାମୀ ଦିନମାନଙ୍କରେ ମଧ୍ୟ ଆହୁରି ଅନେକ ଲୋକଙ୍କ ନାମ ରାସନ୍ କାର୍ଡ ତାଲିକାରୁ ହଟିଯିବ ଯଦି ଆପଣ ଜଣେ ରାସନ୍ କାର୍ଡ ହିତାଧିକାରୀ ତେବେ ଆପଣଙ୍କ ପାଇଁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଖବର ରହିଛି।ସରକାର ସମୟ ସମୟରେ ରାସନ୍ କାର୍ଡ ତାଲିକାକୁ ଅପ୍ଡେଟ୍ କରନ୍ତି ତେବେ ଏଥିରେ ଯଦି କୌଣସି ଅସମ୍ମତି ଦେଖାଯାଏ ତେବେ ରାସନ୍ କାର୍ଡ ବାତିଲ୍ ମଧ୍ୟ କରାଯାଏ ସେପଟେ କୋରୋନା ମହାମାରୀ ସମୟରେ ଲୋକଙ୍କ ପାଇଁ ମାଗଣା ରାସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା |

କିନ୍ତୁ ବିଗତ ଦିନରେ ସରକାରଙ୍କୁ ସୂଚନା ମିଳିଛି ଯେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧୀକାରୀ ମାଗଣା ରାସନ୍ ର ଲାଭ ଉଠାଉଛନ୍ତି ଯାହାପରେ ସରକାରଙ୍କ ତରଫରୁ ଅପିଲ୍ କରାଯାଇଛି ଯେ ଏପରି ଲୋକମାନେ ନିଜ ରାସନ୍ କାର୍ଡକୁ ବାତିଲ କରାଇ ନିଅନ୍ତୁ ଯଦି ଏପରି ନ କରିବେ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏହା ସହିତ ଯଦି ଆପଣ ନିଜ ରାସନ୍ କାର୍ଡର ବ୍ୟବହାର ଖାଦ୍ୟଶସ୍ୟ ନେବା ପାଇଁ ବ୍ୟବହାର କରି ନାହାଁନ୍ତି ତେବେ ଆପଣଙ୍କ କାର୍ଡ ବାତିଲ ହୋଇପାରେ।

ସାରା ଦେଶର ରାସନ୍ କାର୍ଡକୁ ନେଇ ବଡ ଧରଣର ଠକେଇ ଦେଖିବାକୁ ମିଳିଛି ୨୦୧୪ ରୁ ୨୦୨୧ ମଧ୍ୟରେ କେବଳ ମଧ୍ୟପ୍ରଦେଶରେ ୨୩ ଲକ୍ଷ ୫୩ ହଜାରରୁ ଅଧିକ ଜାଲ୍ ରାସନ୍ କାର୍ଡ ମିଳିଛି ଏହି ମାମଲା ସାମ୍ନାକୁ ଆସିବା ପରେ ସେମାନଙ୍କ ନାମ ବିପିଏଲ୍ ତାଲିକାରୁ ହଟାଇ ଦିଆଯାଇଛି | ଜାଲ୍ ରାସନ୍ କାର୍ଡ ମାମଲାରେ ଉତ୍ତର ପ୍ରଦେଶ ଆଗରେ ରହିବି ଉତ୍ତର ପ୍ରଦେଶରେ ୧ କୋଟି ୭୦ ଲକ୍ଷ ୭୫ ହଜାର ୩ ଶହ ୧ ଜାଲ୍ ରାସନ୍ କାର୍ଡ ଧାରୀ ଅଛନ୍ତି |

ଏହା ବ୍ୟତୀତ ନମ୍ବର୍ ୨ ରେ ମହାରାଷ୍ଟ୍ର ୪୦ ଲକ୍ଷ ୬୫ ହଜାର ନମ୍ବର୍ ୩ ରେ ପଶ୍ଚିମବଙ୍ଗ ୪୦ ଲକ୍ଷ ଚତୁର୍ଥ ନମ୍ବର୍ ରେ ମଧ୍ୟପ୍ରଦେଶରେ ୨୩ ଲକ୍ଷ ୫୩ ୭ ଶହ ୬୦ ଲୋକ ଜାଲ୍ ରାସନ୍ କାର୍ଡ ଧାରୀ ଅଛନ୍ତି ବାସ୍ତବରେ ଖାଦ୍ୟ ରାସନ୍ ବଣ୍ଟନ ମନ୍ତ୍ରୀ ଅଶ୍ଵିନୀ ଚୌବେଙ୍କ ଦ୍ଵାରା ରାଜ୍ୟ ସଭାରେ ଉପସ୍ଥାପିତ ରିପୋର୍ଟ ରେ ଏହି ସଂଖ୍ୟା ସାମ୍ନାକୁ ଆସିଛି।

ସୂଚନା ଯୋଗ୍ୟ ଯଦି କୌଣସି କାର୍ଡ ଧାରୀଙ୍କର ନିଜ ଆୟରୁ ଅର୍ଜିତ ୧୦୦ ବର୍ଗ ମିଟର ଏକ ପ୍ଲଟ୍ ଫ୍ଲାଟ୍ କିମ୍ବା ଘର ଅଛି ଯାନ ଟ୍ରାକ୍ଟର ବାର୍ଷିକ ୩ ଲକ୍ଷରୁ ଅଧିକ ଆୟ ଅଛି ତେବେ ଏହି ଲୋକମାନେ ନିଜର ରାସନ୍ କାର୍ଡକୁ ତହସିଲରେ ସରେଣ୍ଡର କରିବାକୁ ପଡ଼ିବ ସରକାରଙ୍କ ନିୟମ ଅନୁଯାଇ ଯଦି ରାସନ୍ କାର୍ଡ ଧାରୀ କାର୍ଡ ସରେଣ୍ଡର ନ କରନ୍ତି ତେବେ ଯାଞ୍ଚ୍ ପରେ ଏହିପରି ଲୋକଙ୍କ କାର୍ଡ ବାତିଲ ହୋଇଯିବ |

ଏହା ସହିତ ଏହି ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ କେବଳ ଏତିକି ନୁହେଁ ଯେହେତୁ ସେ ରାସନ୍ ନେଉଛନ୍ତି ସେହି ରାସନ୍ ମଧ୍ୟ ଆଦାୟ କରାଯିବ ତେବେ ଯେଉଁମାନେ ୬ ମାସ ଧରି ରାସନ୍ ଗ୍ରହଣ କରି ନାହାଁନ୍ତି ତେବେ ସେହି ବ୍ୟକ୍ତିଙ୍କ ଆଧାର କାର୍ଡ ରଦ୍ଦ ହେବ।