ମହାଭାରତରେ ଭଗବାନ କୃଷ୍ଣ କହିଥିଲେ…. ମନୁଷ୍ୟ ମାନଙ୍କୁ ରାତିରେ ଭୁଲରେ ବି କରିବା କଥା ନୁହେଁ ଏହି ୫ଟି କାର୍ଯ୍ୟ

ମହାଭାରତ ରେ ଏହା କୁହାଯାଇଥିଲା କି ଯେଉଁ ଘରେ ମହିଳା ଙ୍କ ର ସଂମାନ ହେଇ ନ ଥାଏ I ଏବଂ ଘର ଲୋକ ଙ୍କ ର ଦ୍ୱାରା ମହିଳାମାନେ ଅପମାନିତ ହେଇଥାନ୍ତି I ଏପରି ଘର ର ବଂଶ ର ବି ସର୍ବନାଶ ହେଇଥାଏ I ତେଣୁ ଘର ର ସୁଖ ଶାନ୍ତି ପାଁଇ ମହିଳା ଙ୍କ ର ସଂମାନ କରିବା ଆବଶ୍ୟକ ଅଟେ I

ହିନ୍ଦୁ ଧର୍ମ ରେ ମହିଳା ଙ୍କୁ ଗୃହିଣୀ କୁହାଯାଇଥାଏ I ଏବଂ ଘର ର ଲକ୍ଷ୍ମୀ ସହ ବି ତୁଳନା କରାଯାଇଥାଏ I ତେଣୁ ମହିଳା ଙ୍କୁ ଘର ର ସୁଖଶାନ୍ତି ପାଁଇ କିଛି ଏପରି କାର୍ଯ୍ୟ କରିବା ଆବଶ୍ୟକ ଅଟେ I ଏପରି କିଛି କାର୍ଯ୍ୟ ଯାହା ମହିଳାମାନେ ରାତି ରେ କରିବା ଉଚିତ ନୁହେଁ I ସୂର୍ଯ୍ୟାସ୍ତ ପରେ ଭୁଲ ରେ ବି କାହାରି ଘର କୁ କ୍ଷୀର କି ଦହି ଦେବା ଉଚିତ ନୁହେଁ I ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି I

ରାତି ରେ ଅଇଁଠା ବାସନ ରୋଷେଇ ଘରେ ଥୋଇ ଶୋଇବା ଉଚିତ ନୁହେଁ I ରୋଷେଇ ଘର ପରିସ୍କାର ରହିଲେ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ର ବାସ ରହିଥାଏ I ସେହି ଘରେ ସୁଖ ଶାନ୍ତି ର ଆଗମନ ହେଇଥାଏ I ଯଦି ମହିଳାମାନେ ରାତି ରେ ଅଇଁଠା ବାସନ ଥୋଇ ସୋଇଥାନ୍ତି ତେବେ ଏହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି I

ମହିଳାମାନେ ରାତି ରେ ମୁଣ୍ଡ ବାଳ ମୁକୁଳା ରଖିକି ଶୋଇବା ଉଚିତ ନୁହେଁ I ଏପରି ଘରେ ନକାରାତ୍ମକ ଶକ୍ତି ର ଆଗମନ ହେଇଥାଏ I କିଛି ଲୋକେ ରାତି ରେ ଆରାମ ରେ ଶୋଇବା ପାଁଇ ଏପରି କରିଥାନ୍ତି , କିନ୍ତୁ ଏହା ଦ୍ୱାରା ପରିବାର ସୁଖ ଶାନ୍ତି ରେ ଅବ୍ୟାହତ ରହିଥାଏ I

ଅଯଥା ରେ ଲୁଣ ନଷ୍ଟ କରନ୍ତୁ ନାହିଁ I ଏବଂ ସପ୍ତାହ ରେ ଥରେ ସାଧା ଲୁଣ କୁ ଏକ କାଗଜ ରେ ସାମାନ୍ୟ ନେଇ ଏହା କୁ ରାତି ରେ ସବୁ ରୁମ ରେ ରଖିବା ଉଚିତ I ଏହା ଦ୍ୱାରା ନକାରାତ୍ମକ ଶକ୍ତି ର ପ୍ରଭାବ ଶେଷ ହେଇଥାଏ I

ପଞ୍ଚମ ଘଟଣା ହେଉଛି ଝାଡୁ ଓ ପାଣି – ରାତି ସମୟ ରେ ଘର ର ଝାଡୁ କୁ ବି ସଠିକ ସ୍ଥାନରେ ରଖିକି ଶୋଇବା ଉଚିତ I ଝାଡୁ କୁ ଘର ର ଦକ୍ଷିଣ ଦିଗ ରେ ରଖିକି ଶୋଇବା ଉଚିତ I ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ର କୃପା ପ୍ରାପ୍ତି ହେଇଥାଏ I ରାତି ରେ ଶୋଇବା ସମୟ ରେ ପାଣି ବୋତଲ କିମ୍ଭା ଗ୍ଲାସ କୁ ବିଛଣା ର ସମାନ ରେ ରଖିକି ଶୁଅନ୍ତୁ ନାହିଁ I ଏହା ଦ୍ୱାରା ବି ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ I