ମହିଳାଙ୍କୁ ଚୋଟ ମାରି ଚାଲିଗଲା ନାଗ ସାପର ଜୀବନ, ଆଉ ତାପରେ ଯାହା ହେଲା ଲୋକ ଦେଖି ଆଶ୍ଚର୍ଯ୍ୟ…

ମହିଳାଙ୍କୁ ଚୋଟ ମା-ଆରିଲା ନାଗ ସାପ ହେଲେ କିଛି ସମୟ ପରେ ନିଜେ ମରିଗଲା ନାଗ ନା ମହିଳା ବଞ୍ଚିଲେ ନା ନାଗ ସାପ ବଞ୍ଚିଲେ ହଁ ଆଜ୍ଞା ଏବେ ଏଭଳି ଏକ ଖବର ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଏହି ଖବରଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ | ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ |

ଦର୍ଶକ ବନ୍ଧୁ ମହିଳାଙ୍କୁ ମା-ଆରିଛି ନାଗ ସାପ ଆଉ ପଡିଛି ମହିଳାଙ୍କ ମୃ-ତ୍ୟୁ ଦେହ ଆଉ ସେପଟେ ପଡିଛି ନାଗ ସାପର ମୃ-ତ୍ୟୁ ଦେହ ମହିଳା ମୃ-ତ୍ୟୁ ବରଣ କରିବାର କିଛି ସମୟ ପରେ ଆଶ୍ଚର୍ଯ୍ୟ ଜନକ ଭାବେ ନାଗ ସାପଟି ବି ମରି ଯାଇଛି ହଁ ଆଜ୍ଞା ନାଗ ସାପ ଧଂସନରେ ମହିଳାଙ୍କର ମୃ-ତ୍ୟୁ ପରେ ନାଗରାଜଙ୍କର ମୃ-ତ୍ୟୁ ମଧ୍ୟ ହୋଇ ସାରିଛି |

ତେବେ କିଛି ନିୟମ ଦ୍ରୁଷ୍ଟିରୁ ଆମେ ମୃ-ତ୍ୟୁ ମହିଳାଙ୍କ ମୁହଁ ଆପଣ ମାନଙ୍କୁ ଦେଖାଇ ପାରୁ ନାହୁଁ ତେବେ ମହିଳା ଜଣକ ସାପ ଧଂସନ ପରେ ଆଖି ବୁଜି ସାରିଛନ୍ତି | ତେବେ ସାପଟି ଧଂସନ କରିବା ପରେ କେମିତି ଆପେ ଆପେ ମରିଗଲା ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଆଉ କିଛି ସମୟ ପର୍ଯ୍ୟନ୍ତ ଲୋକଙ୍କର ଭିଡ ମଧ୍ୟ ଲାଗିଥିଲା |

ସେପଟେ ମହିଳାଙ୍କ ମୃ-ତ୍ୟୁ ପରେ ସମସ୍ତଙ୍କ ଆଖିରେ ଲୁହ ଥିଲା ଆଉ ସମସ୍ତେ କାନ୍ଦୁ ଥିଲେ କିନ୍ତୁ ଏପଟେ ନାଗ ସାପଟି ମୃ-ତ୍ୟୁ ବରଣ କଲା ପରେ ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇ ଗଲେ | ତେବେ ଯେତେବେଳେ ମହିଳାଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସିଲା ଠିକ ସେତିକି ବେଳେ ଧଂସନ କରିଥିବା ନାଗ ସାପର ମୃତ ଖବର ସାମ୍ନାକୁ ଆସି ଥିଲା |

ତେବେ ଏହି ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୂର ପଞ୍ଚାୟତର ବଦପ୍ରଦର ଗ୍ରାମ ନୂଆସାହିର କଥା ଯେଉଁଠି ସୌରି ଗୌରି ନାମକ ଜଣେ ମହିଳାଙ୍କୁ ନାଗ ସାପ ଧଂସନ କରି ନିଜେ ମଧ୍ୟ ମରି ଯାଇଥିଲା |