ମାମୁଁ ଭାଣେଜୀର ପାପ ସମ୍ପର୍କରେ ମା ସାଜିଥିଲେ ମଧ୍ୟସ୍ଥି… କରୁଥିଲେ ଏମିତି ସବୁ Kama, ଜାଣିଲେ ଛାତି ଥରି ଉଠିବ…

ନମସ୍କାର ବନ୍ଧୁଗଣ ମାମୁଁ ଭାଣିଜି ପ୍ରେମରେ ମଧ୍ୟସ୍ଥି ସାଝିଛି ମାଆ ରତିଆଧରେ ମାମୁଁ ସହ ପ୍ରେମ ଗପ ଗପିବାକୁ ଶିଖେଇଲା ମାଆ ସ୍ଵାମୀ ଛାଡି ମାମୁଁକୁ ମନ ଦେବାକୁ କହିଲା ମାଆ ମନ୍ଥରା ସାଝିଲା ମାଆ ଭାଙ୍ଗିଦେଲା ଝିଅର ସଂସାର ଥିରି ଥିରି କଥା କହି ଝିଅକୁ ବତେଇ ଶିଖେଇ ଘର ଭାଙ୍ଗିବାରେ ମାହିର ଏହି ମାଆ ଜଣଙ୍କ ସଜ ମାଛରେ ପୋକ ପକାଇ ତାକୁ ପଚରା କରିଦେବାର କଳା ଏହି ମାଆଙ୍କୁ ବେଶ୍ ଜଣା କାନରେ ଚୁପି ଚୁପି କଥା କହି ମନ୍ଥରା ସାଝିଥିବା ଏହି ମାଆଙ୍କୁ କେହିବି ବଳେଇ ଯିବେନି ସବୁ ନାଟର ଗୋବର୍ଦ୍ଧନ ଏହି ମାଆ ଜଣଙ୍କ |

ମାମୁଁ ଭାଣିଜି ସମ୍ପର୍କର ଖଳନାୟକ ହେଉଛନ୍ତି ଏହି ମାଆ ଝିଅକୁ ମୋହରା କରି ନଚାଉଥିବା ଜଣେ ମାଆ ଝିଅ ସଂସାରକୁ କିପରି ଚୁନା କରିବାରେ ମାହିର୍ ଦେଖନ୍ତୁ। ଦର୍ଶକ ବନ୍ଧୁ ଦୁନିଆରେ ମାଆ ବିଷୟରେ କିଏବା ନଜାଣେ ପୁଅ ଝିଅଙ୍କୁ ଭଲ ଶିକ୍ଷା ଦେଇ ଭଲ ମଣିଷ କେବଳ ମାଆ ହିଁ କରିପାରେ କିନ୍ତୁ ଇଏ ଏମିତି ଜଣେ ମାଆ ଯିଏ ନିଜ ଜନ୍ମ କଲା ଝିଅର ସୁନାର ସଂସାର ଭାଙ୍ଗିବାକୁ ନାଟକ ରଚୁଛି |

ଜନ୍ମଦାତ୍ରୀ ମାଆର ସ୍ନେହମୟୀ କରୁଣାମୟୀ ଏମିତି ଅନେକ ରୂପ ଆମେ ଆଗରୁ ଦେଖିଛନ୍ତି | ହେଲେ ଜଣେ ମାଆର ଯେ ଏକ ଭିନ୍ନ ରୂପ ଥାଇପାରେ ତାହା ମଧ୍ୟ ଆଜି ଆମେ ଦେଖୁଛୁ ମାଆ ମଧ୍ୟ ଘର ଭାଙ୍ଗିବାରେ ଷଡ଼ଯନ୍ତ୍ର କରିପାରେ ତାର ପ୍ରମାଣ ପାଇଲୁ ଶୁଣିଥିଲୁ ମାଆ ଭାଙ୍ଗି ଯାଇଥିବା ଘରକୁ ବି ନିଜ ସ୍ନେହ ପ୍ରେମରେ ଯୋଡି ଦିଏ ହେଲେ ଏହି ମାଆ ଜଣଙ୍କୁ ଦେଖିଲେ ତାଙ୍କର ନୀତି ଗତିକୁ ଜାଣିଲେ ଆପଣଙ୍କର ସବୁ ଭାବନା ଭୁଲ୍ ହେଇଯିବ |

ଝିଅର ବାହାଘରର ଦିନ କେଇଟା ଯାଇନାହିଁ ହେଲେ ମାଆ ଆରମ୍ଭ କରିଦେଲା ଖେଳ | ନୂଆ ନୂଆ ବାହା ହୋଇଥିବା ଝିଅର ସଂସାର ପାଇଁ ମାଆ ସାଝିଲା କାଳ ଝିଅକୁ ଏକୁଟିଆ ଜାଗାକୁ ଯାଇ କଥା ହେବାକୁ କହି ଫୋନରେ ଝିଅର ଘର ଭାଙ୍ଗିବା ପାଇଁ ମନ୍ତ୍ର ଦେଲା ମାଆ ଆଉ ଝିଅବି ମନଧ୍ୟାନ ଦେଇ ତାକୁ ଶୁଣିଲା ଝିଅଟି ବି ତାର ମାଆର ଜାଲରେ ଏକଦମ୍ ଫଶିଗଲା |

ମାଆ ଝିଅକୁ କି ମନ୍ତ୍ର ଦେଲା କେଜାଣି ଝିଅ ନିଜ ସ୍ୱାମୀକୁ ଭୁଲିଯାଇ ମାମୁଁ ପ୍ରେମରେ ପଡ଼ିଗଲା ଝିଅ ଏମିତି ଶିକ୍ଷା ପାଇଲା ଯେ ସ୍ଵାମୀ ଛାଡି ରାତି ଅଧରେ ମାମୁଁ ସହ ପ୍ରେମ ଲୀଳା କଲା ଆଉ ବାହାଘରର ଦିନ କେଇଟା ଯାଇନାହିଁ ଶାଶୁଘର ବିରୋଧରେ ଆଣିଲା ନିର୍ଯାତନାର ଅଭିଯୋଗ ମାଆ କଥାରେ ପଡ଼ି ଝିଅ ଭାଙ୍ଗିଦେଲା ନିଜ ସୁନାର ସଂସାର।