ମାତ୍ର ୪ ମିନିଟ ପାଇଁ ଆଙ୍ଗୁଳିକୁ ଏହିପରି ରଖନ୍ତୁ, ସବୁଦିନ ପାଇଁ ସମାପ୍ତ ହୋଇଯିବ ଏହି ସବୁ ବଡ଼ ବେମାରୀ

ବ୍ୟାୟାମ ସ୍ଵାସ୍ତ୍ୟ ପାଁଇ ବେଶ ଲାଭକାରୀ ହେଇଥାଏ I ଯଦି ଜଣେ ବ୍ୟକ୍ତି ନିୟମିତ ବ୍ୟାୟାମ କରିଥାନ୍ତି ତେବେ ତାଙ୍କ ର ଅନେକ ରୋଗ ବି ଭଲ ହେଇଥାଏ I ପ୍ରତୋକ ବ୍ୟକ୍ତି ବ୍ୟାୟାମ କରିବା ଆବଶ୍ୟକ ଅଟେ I ଯଦି ଆପଣ ସକାଳୁ ବ୍ୟାୟାମ କରନ୍ତି ତେବେ ସାରା ଦିନ ବେଶ ଭଲ ଲାଗିଥାଏ I ଏବଂ କାର୍ଯ୍ୟ ରେ ବି ଆମ ର ମନ ଲାଗିଥାଏ I

ସାମାନ୍ୟ କିଛି ମିନିଟ ରେ ବ୍ୟାୟାମ ର ଉପକାର

ଆଜି ଆମେ ଆପଣ ଙ୍କୁ କିଛି ଏପରି ବ୍ୟାୟାମ ବିଷୟ ରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଙ୍କ ର 4 ପ୍ରକାର ର ରୋଗ ବି ଭଲ ହେଇପାରିବ I ଏପରି ଅନେକ ଯୋଗାସନ ବି ରହିଛି ଯାହା ଦ୍ୱାରା ସାମାନ୍ୟ କିଛି ମିନିଟ ପ୍ରତୋକ ଦିନ କରି ଆପଣ ରୋଗ ର ନିରାକରଣ କରିପାରିବେ I ତେବେ ଆଜି ଆମେ ଆଲୋଚନା କରିବା ସୂର୍ଯ୍ୟ ମୁଦ୍ରା ବିଷୟ ରେ ଏହା ଦ୍ୱାରା ଆମେ କେତେ ଉପକାର ପାଇଥାଉ I

କଣ କଣ ଫାଇଦା

ଏହି ବ୍ୟାୟାମ ରେ ହାର୍ଟ ର କୋଲେଷ୍ଟ୍ରଲ ର ମାତ୍ରା କମିଥାଏ I ଏବଂ ଆପଣ ଙ୍କ ର ହୃଦୟ ଏକଦମ ସୁସ୍ଥ ରହିଥାଏ I ଫୁସଫୁସ ସମ୍ବନ୍ଧିତ ସବୁ ସମସ୍ୟା ର ସମଧନ ବି ହେଇଥାଏ I ଯେଉଁ ମାନେ ବି ଫୁସଫୁସ ସମ୍ବନ୍ଧିତ ସମସ୍ୟା ରେ ପୀଡିତ ଅଛନ୍ତି ସେମାନେ ବି ଏହି ଉପାୟ ରେ ଉପକୃତ ହେଇପାରିବେ I

ତେବେ କିଛି ଲୋକେ ନିଜ ର ଅଳସୁଆ ପଣ କାରଣ ରୁ ସକାଳୁ ବ୍ୟାୟାମ କରି ନ ଥାନ୍ତି ଏବଂ ସବୁ କାର୍ଯ୍ୟ କୁ କୁଣ୍ଠାବୋଧ କରିଥାନ୍ତି I ଏହା ଦ୍ୱାରା ଆମେ ନାନା ରୋଗ କୁ ଶରୀର ରେ ଜାଗା ଦେଇଥାଉ I ଯାହା ଦ୍ୱାରା କି ଆମେ ସାମାନ୍ୟ ବି କାମ କରି ଥକି ଯାଇଥାଉ I

ଗରମ ଦିନ ରେ ଲୋକ ଙ୍କୁ ନାନା ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ I ସାଧାରଣ ଭାବ ରେ ଲୋକେ ଶୀଘ୍ର ଥକି ଯାଇଥାନ୍ତି I ଏପରି କ୍ଷେତ୍ର ରେ ମସ୍ତିସ୍କ ଶାନ୍ତ ରହି ନ ଥାଏ I କିନ୍ତୁ ସୂର୍ଯ୍ୟ ମୁଦ୍ରା ଦ୍ୱାରା ଆମ ମସ୍ତିଷ୍କ ଶାନ୍ତ ହେଇଥାଏ I

ମୋଟାପଣ ଆଜିକା ସମୟ ରେ ଏକ ବଡ଼ ସମସ୍ୟା ହେଇଚି I ଆଜିକା ସମୟ ରେ ଲୋକେ ନିଜ ର ବ୍ୟସ୍ତବହୁଳ ସମୟ ରେ ନିଜ ସ୍ଵାସ୍ତ୍ୟ ର ଯତ୍ନ ରଖି ନ ଥାନ୍ତି I ବ୍ୟାୟାମ ଦ୍ୱାରା ଆପଣ ଙ୍କ ର ମୋଟାପଣ ବି ଦୂର ହେଇଥାଏ ଓ ଆପଣ ସୁସ୍ଥ ଓ ନିରୋଗ ବି ରହିଥାନ୍ତି I ବ୍ୟାୟାମ ଦ୍ୱାରା ଆପଣ ଙ୍କ ର ଶରୀର ସନ୍ତୁଳିତ ଅବସ୍ଥା ରେ ରହିଥାଏ I