ମାୟା ସିରିଏଲର ଅଭିନତ୍ରୀ Rudri ଙ୍କର ହେଲା ଏମିତି ଅବସ୍ଥା… ଦେଖିକି ସମସ୍ତେ ରହିଗଲେ ସ୍ତବ୍ଦ

ବନ୍ଧୁଗଣ ଆପଣମାନେ ପ୍ରତିଦିନ ମାୟା ସିରିଏଲ ଟି ନିଶ୍ଚିତ ଭାବରେ ଦେଖୁଥିବେ ଓ ସେଥିରେ ଅଭିନୟ କରୁଥିବା ୠଦ୍ରୀଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟକୁ ଆପଣମାନେ ନିଶ୍ଚିତ ଭାବରେ ପସନ୍ଦ ମଧ୍ୟ କରୁଥିବେ ତେବେ ବର୍ତମାନ ଆଉ ମାୟା ସିରିଏଲ ରେ ୠଦ୍ରୀଙ୍କୁ ଦେଖିବାକୁ ମିଳିବନି ଓ ତାଙ୍କ ସହ ଘଟି ଯାଇଛି ଏକ ବଡ ଦୁର୍ଘଟଣା ତେବେ ସେ ଦୁର୍ଘଟଣା କେବେ ହେଲା ଓ କେଉଁଠାରେ ହେଲା ଆସନ୍ତୁ ଜାଣିବା |

ଦର୍ଶକବନ୍ଧୁ ଆପଣମାନେ ମାୟା ସିରିଏଲ ରେ ମୁଖ୍ୟ ନାୟିକା ୠଦ୍ରୀ ବା ଜସ୍ମିନ ରଥଙ୍କୁ ତ ନିଶ୍ଚିତ ଜାଣିଥିବେ ନିଜର ଶାନ୍ତ ସରଳ ଅଭିନୟ ମାଧ୍ୟମରେ ସେ ଓଡ଼ିଶାର ପ୍ରତ୍ୟେକ ଟି ଦର୍ଶକଙ୍କ ହୃଦୟକୁ ଜିଣିବା ସହ ମାୟା ସିରିଏଲ କୁ ଅନେକ ସୁପରହିଟ କରି ପାରିଛନ୍ତି ତେବେ ଯାହା ଭାଇରଲ ଖବର ରୁ ସୂଚନା ମିଳୁଛି ଜସ୍ମିନ ନିଜର କିଛି ଫ୍ରେଣ୍ଡ୍ସ ମାନଙ୍କ ସହ ବୁଲିବାକୁ ଯାଇଥିଲେ ଏବଂ ସେଠାରେ ଅନେକ ମଜାମସ୍ତି କରିବା ସହ ଏହାର ଫୋଟୋ ଓ ଭିଡିଓ ସେ ଦର୍ଶକଙ୍କ ସହ ସେୟାର କରିଥିଲେ ଓ ସେଇଠାରେ ତାଙ୍କ ସହ ଘଟି ଯାଇଛି ତାଙ୍କ ସହ ଏକ ବଡ ଦୁର୍ଘଟଣା |


ତାଙ୍କର ମୁଣ୍ଡ ଫାଟିଯାଇଥିବା ସହ ବହୁତ ବଡ ସିରିଏସ ଇଞ୍ଜଡ଼ ମଧ୍ୟ ହୋଇଛନ୍ତି ତେବେ ଏହା ସୂଚନା ମିଳିଛି ସେ କିଛିଦିନ ପାଇଁ ଏ ସିରିଏଲ ରୁ ବିରତି ନେଇ ପାରନ୍ତି | ତେବେ ଦର୍ଶକବଂଧୁ ଏହିସବୁ କଥା ସମ୍ପୂର୍ଣ ମିଛ | ମୟାସିରିଏଲ ର ୠଦ୍ରୀଙ୍କର କୌଣସି ମଧ୍ୟ ଦୁର୍ଘଟଣା ଆଦୌ ହୋଇନାହିଁ ନା ସେ କୌଣସି ସ୍ଥାନ କୁ ବୁଲିବାକୁ ଯାଇଥିଲେ |

ତେବେ ଏ ଅକ୍ସିରେଣ୍ଟ ର ଫୋଟୋ ଗୁଡିକ ହେଉଛି ଏକ ମ୍ୟୁଜିକ ଭିଡିଓ ର ଯାହା ଟାଇଟେଲ ରହିଥିଲା ଫେରିଆସ ପ୍ରିୟା ଏବଂ ଯାହା ସେ ଦୀର୍ଘ 2 ବର୍ଷ ତଳୁ ସେ କ୍ୟାପ୍ଟର କରିଥିଲେ ସେ ବର୍ତମାନ ମାୟା ସିରିଏଲ ର ସୁଟିଂ ରେ ଅନେକ ବ୍ୟସ୍ତ ଅଛନ୍ତି ତେଣୁ ଆପଣମାନେ ଏଭଳି ଗୁଜବ ଗୁଡ଼ିକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ