ଦର୍ଶକବନ୍ଧୁ ଆପଣମାନେ ଟିଭି ରେ ପ୍ରସାରିତ ହେଉଥିବା ମାୟା ସିରିଏଲ ଟି ନିଶ୍ଚିତ ଭାବରେ ଦେଖୁଥିବେ ଓ ସେଥିରେ ଅଭିନୟ କରୁଥିବା ୠଦ୍ରୀ ଓ ମଞ୍ଜରୀ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଖୁବ ସୁନ୍ଦର ଅଭିନୟ ଆପଣମାନେ ମାୟା ଧାରାବାହିକରେ ନିଶ୍ଚିତ ଦେଖିଥିବେ ଓ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ ସେ ତାଙ୍କ ଅଭିନୟ ଯାଦୁ ରେ ଦର୍ଶକମାନଙ୍କ ମନକୁ ବାନ୍ଧି ରଖିବାରେ ସଫଳ ହୋଇପାରିଛନ୍ତି |
ତେବେ ବନ୍ଧୁଗଣ ମାୟା ସିରିଏଲ ରେ ୠଦ୍ରୀ ଓ ମଞ୍ଜରୀ ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ ତ ଦର୍ଶକବନ୍ଧୁ ୠଦ୍ରୀ ଙ୍କର ପ୍ରକୃତ ନାମ ହେଉଛି ଜସ୍ମିନ ରଥ ଏବଂ ମଞ୍ଜରୀ ଙ୍କ ପ୍ରକୃତ ନାମ ହେଉଛି ଅମ୍ବିକା ତ ଦର୍ଶକବନ୍ଧୁ ମୟା ସିରିଏଲ ରେ ୠଦ୍ରୀଙ୍କ ଜବରଦସ୍ତ ଅଭିନୟ ତ ଆପଣମାନେ ନିଶ୍ଚିତ ଭାବେ ଦେଖିଥିବେ ଏବଂ ମାୟା ସିରିଏଲ ରେ ଲିଡ଼ ନାୟିକା ଭାବେ କାମକରି ସେ ସିରିଏଲ ଦୁନିଆରେ ଜଣେ ଷ୍ଟାର ହୋଇଯାଇଛନ୍ତି |
ଓ ଦର୍ଶକବନ୍ଧୁ ଏହା ସହିତ ମଞ୍ଜରୀ ମଧ୍ୟ କମ ନୁହନ୍ତି ମଞ୍ଜରୀ ହିରୋଇନ ଭାବେ ମଧ୍ୟ ମାୟା ସିରିଏଲ ରେ ଜବରଦସ୍ତ ଅଭିନୟ ଜାରି ରଖିବା ସହିତ ଦର୍ଶକମାନଙ୍କ ମନକୁ ଜିତିପାରିଛନ୍ତି ଓ ସେ ସାଇଟ ହିରୋଇନ ଭାବେ ସେ ଭଲ ଅଭିନୟ କରୁଛନ୍ତି ଏବଂ ରିଡରି ନାଗେଶ ଙ୍କ ସ୍ତ୍ରୀ ଭାବେ ଅଭିନୟ କରିବା ସହିତ ସେ ସିରିଏଲ ସଫଳ ହୋଇଛନ୍ତି ଅଭିନୟ ଜଗତରେ |
ତେବେ ଦର୍ଶକବନ୍ଧୁ ଆପଣମାନେ ଏ ଫୋଟୋ ରେ ୠଦ୍ରୀ ଓ ମଞ୍ଜରୀ ଙ୍କ ରିଏଲ ଲାଇଫ ଭାଇ ଙ୍କୁ ଦେଖିପାରୁଥିବେ ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଏ ଦୁହିଁଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |