ମାୟା ସିରିଏଲର Rudri ରଜରେ ଗାଁରେ କଲେ ଏମିତି ଖେଳ… ଶିଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିର ମାୟା ଧାରାବାହିକର ହିରୋଇନ ନିଜ ଗାଁରେ କେମିତି ରଜ ପର୍ବ ପାଳନ କରିବା ସହିତ କେମିତି ସଜ ହୋଇ ବୁଲାବୁଲି କରୁଛନ୍ତି ଆସନ୍ତୁ ଜାଣିବା। ଆପଣ ମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ମାୟା ଧାରାବାହିକଟିକୁ ନିଶ୍ଚିତ ଭାବରେ ଦେଖିଥିବେ |



ସେ ଧାରାବାହିକକୁ ପସନ୍ଦ ମଧ୍ୟ କରୁଥିବେ ସେହି ଧାରାବାହିକରେ ଅଭିନୟ କରିଥିବା ମୁଖ୍ୟ ଅଭିନେତ୍ରୀ ଋଦ୍ରୀଙ୍କୁ ତ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ। ତାଙ୍କର ଜବରଦସ୍ତ ଅଭିନୟକୁ ଲୋକମାନେ ବୋହୁତ ପସନ୍ଦ କରିବା ସହିତ ବୋହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି ସେ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି |



ତେବେ ବର୍ତ୍ତମାନ ଋଦ୍ରୀ ତାଙ୍କ ଗାଆଁରେ ଅଛନ୍ତି ଏବଂ ରଜରେ ହାତରେ ମେହେନ୍ଦି ଲଗାଇ, ଅଳତା ଲଗାଇ, ସଜବାଜ ହୋଇ ଗାଆଁ ଦାଣ୍ଡରେ ବୁଲାବୁଲି କରୁଥିବା ସହିତ ଦୋଳି ଖେଳୁଥିବାର ନଜର ଆସିଛନ୍ତି। ତାଙ୍କ ମାଆଙ୍କ ସହିତ ଫୋଟ ଉଠାଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ଋଦ୍ରୀ ଯାହାକି ଏବେ ପ୍ରଚୁର ପରିମାଣରେ ଭାଇରାଲ ହେବାରେ ଲାଗିଛି ତେବେ ବନ୍ଧୁଗଣ ଆପଣମାନଙ୍କୁ ୠଦ୍ରୀଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |