ମାୟା ସିରିଏଲରେ ଅଭିନୟ କରୁଥିବା Rudri ଙ୍କର ପରିବାର, ଆଗରୁ ଦେଖି ନଥିବେ, ଦେଖନ୍ତୁ

ଦର୍ଶକବନ୍ଧୁ ଆପଣମାନେ ତ ମାୟା ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ ଓ ସେଥିରେ ଅଭିନୟ କରୁଥିବା ୠଦ୍ରୀ ଙ୍କୁ ତ ଲିଡ଼ ନାୟିକା ଭାବେ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି ଓ ସେମିତି କହିବାକୁ ଗଲେ ୠଦ୍ରୀଙ୍କର ଏବେ ଫ୍ୟାନ ବେଶ କାହିଁ କଣ | ଜିସାର୍ଥକ ର ସର୍ଗମ ଧାରାବାହିକରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ହିରୋଇନ ର ସାନ ଭଉଣୀ ଭାବରେ ତାପରେ ମାୟା ଧାରାବାହିକରେ ସାଜିଗଲେ ହିରୋଇନ |


ଲୋକଙ୍କର ଖୁବ ଭଲପାଇବା ସାଉଁଟିଲେ ଏବେ +2 ସାଇନ୍ସ ସେକଣ୍ଡ ୟର ରେ ପାଦ ଥାପିଛନ୍ତି ଜସ୍ମିନ ଓ ସେ ଭୁବନେଶ୍ୱର ରେ ରୁହନ୍ତି ଓ ଭୁବନେଶ୍ୱର ରୁ ହିଁ ସୁଟିଂ ସେଟ କୁ ଯାଆନ୍ତି | ଜସ୍ମିନ ତାଙ୍କ ଘରେ ଗୋଟେ ବଡ଼ଝିଅ ତାଙ୍କ ତଳେ ଦୁଇ ଭାଇ ଅଛନ୍ତି | ସେଥିଲାଗି ଜସ୍ମିନ ଟିକେ ଲାଡଲି ଏବଂ ତାଙ୍କ ବାପା ମା ତାଙ୍କୁ ବହୁତ ଭଲପାଆନ୍ତି | କାହିଁକି ନା ଜସ୍ମିନ ତାଙ୍କ ଘରେ ଗୋଟେ ଝିଅ ହୋଇଥିବାରୁ ସେ ତାଙ୍କୁ ବହୁତ ଭଲପାଆନ୍ତି ଓ ତାଙ୍କ ମାମୁଁଘରେ କେହି ଝିଅ ନଥିବାରୁ | ତାଙ୍କ ମାମୁଁ ଘରେ ତାଙ୍କୁ ବହୁତ ଭଲପାଆନ୍ତି ବୋଲି ଜସ୍ମିନ କହିଛନ୍ତି |


ଏହା ଛଡା ଜସ୍ମିନ ଛୋଟବେଳୁ ହିଁ ଓଡିଶୀ ଡ୍ୟାନ୍ସ କୁ ଭଲପାଆନ୍ତି | ପ୍ରଥମେ ଜିସାର୍ଥକ ରେ ପ୍ରଯୋଜିତ ସର୍ଗମ ଧାରାବାହିକରେ ତାଙ୍କୁ ସୁଯୋଗ ମିଳିଲା ଡେବ୍ୟୁ କରିବାପାଇଁ ତା ପରେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମାୟା ଧାରାବାହିକରେ ସେ ଇଣ୍ଟରଭ୍ୟୁ ଦେଇ ଏଣ୍ଟ୍ରି କଲେ ଲିଡ଼ ନାୟିକା ଭାବେ |


କମ ସମୟ ଭିତରେ ସେ ପାଲଟିଗଲେ ଷ୍ଟାର ରାତା ରାତି ଷ୍ଟାର ବନି ଜସ୍ମିନ ଏବେ ବହୁତ ଖୁସି କାହିଁକି ନା କମ ବୟସରେ ସେ ବନିଗଲେ ଷ୍ଟାର ଆଗକୁ ଜସ୍ମିନଙ୍କର ବହୁତ ବଡ ଆସା ଅଛି ଚଳଚିତ୍ର ଓ ଅଭିନୟ ଜଗତରେ ସେ କିଛି କରି ଦେଖେଇବେ ବୋଲି ବହୁତ ଆସା ଅଛି ଏବଂ ଜସ୍ମିନ ଙ୍କ ଆକ୍ଟିଙ୍ଗ ମାୟା ଧାରାବାହିକରେ ଖୁବ ସୁନ୍ଦର ହୋଇ ଥିବାରୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏହି ଧାରାବାହିକକୁ ତେବେ ବନ୍ଧୁଗଣ ଆପଣମାନଙ୍କୁ ୠଦ୍ରୀ (ଜସ୍ମିନ) ଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |