ମାୟା ସିରିଏଲରେ ଅଭିନୟ କରୁଥିବା କୁନି କଳାକାର Nanduଙ୍କ ଫେମିଲି ଓ LifeStyle, ଆଗରୁ ଦେଖି ନ ଥିବେ

ନମସ୍କାର ଦର୍ଶକ ବନ୍ଧୁ ଆପଣମାନେ ତରଙ୍ଗ ଟିଭିରେ ପ୍ରସାରିତ ମାୟା ସିରୀୟଲଟିକୁ ଆପଣମାନେ ପ୍ରତିଦିନ ନିଶ୍ଚିତ ଭାବରେ ଦେଖୁଥିବା ଏବଂ ସେଥିରେ ଅଭିନୟ କରୁଥିବା ନନ୍ଦୁ ଭୂମିକାର ଛୋଟ କୁନି ଝିଅକୁଙ୍କୁ ତ ନିଶ୍ଚିତ ଆପଣମାନେ ଚିହ୍ନିଥିବେ ଓ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ ଓ ତାଙ୍କୁ ଓଡ଼ିଶାର ଦର୍ଶକ ବହୁତ ଭଲପାଇବା ମଧ୍ୟ ଦେଇଥାନ୍ତି ତବେ ଆସନ୍ତୁ ଜାଣିବା ନନ୍ଦୁଙ୍କ ପରିବାରରେ କିଏ କିଏ ଅଛନ୍ତି ଏବଂ ତାଙ୍କ ଲାଇଫଷ୍ଟାଇଲ କଣ।


ନନ୍ଦୁ ଏହି ମାୟା ସିରୀୟଲଟିରେ ଇଚ୍ଛାଧାରୀ ନଗୁଣୀର ଅଭିନୟ କରୁଛନ୍ତି ଏବଂ ଖୁବ୍ ଜବରଦସ୍ତ ଅଭିନୟ କରି ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି । ନନ୍ଦୁଙ୍କୁ କୁନି କଳାକାର ଭାବରେ ଦର୍ଶକମାନେ ବୋହୁତ ପସନ୍ଦ କରୁଛନ୍ତି। ରାତାରାତି ନନ୍ଦୁ କୁନି କଳାକାର ଭାବରେ ଫେମସ୍ ହୋଇଗଲେ। ନନ୍ଦୁଙ୍କର ପ୍ରକୃତ ନାମ ହେଉଛି ଦେବାସିଂ।


ନନ୍ଦୁ ଏବେ ଭୁବନେଶ୍ବରରେ ସୁଟିଂସେଟ୍ କୁ ଯାଉଛନ୍ତି। ନନ୍ଦୁ ଏବେ ନିଜର ପାଠପଢ଼ା ଜାରି ରଖିବା ସହିତ ନାଚ ମଧ୍ୟ ଶିଖୁଛନ୍ତି। ନନ୍ଦୁ ଅଭିନୟ କରିବା ସହ ଭଲ ପାଠ ମଧ୍ୟ ପଢୁଛନ୍ତି ଓ ଆଗାମୀ ଦିନମାନଙ୍କରେ ସେ ଏକ ଭଲ କଳାକାର ହେବେ ବୋଲି ଏକ ଇଣ୍ଟରଭିୟୁ ରେ କହିଛନ୍ତି |


ତେବେ ବନ୍ଧୁଗଣ ଆପଣମାନଙ୍କୁ ନନ୍ଦୁ ଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |