ମୋଟୀ ଝିଅକୁ ବାହା ହେଲେ ମିଳିଥାଏ ଅନେକ ଫାଇଦା, ଜାଣି ନିୟନ୍ତୁ ଏହି ରହସ୍ୟ, ଖଟରେ ଆପଣଙ୍କୁ କେବେବି….

ଏକ ସୁନ୍ଦର ଚେହେରା ଥିବା ଯୁବକ ଏକ ସୁନ୍ଦର ଚେହେରା ଥିବା ଯୁବତୀ ଙ୍କୁ ହିଁ ପସନ୍ଦ କରିଥାନ୍ତି I ଏହିପରି ଆଜିକା ଯୁବପିଢ଼ି ରେ ପିଲାମାନେ ନିଜ ର ଫିଟ୍ନେସ ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ନିଜ ପାର୍ଟନର ଙ୍କ ଫିଟ୍ନେସ କୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି I କିନ୍ତୁ କିଛି ଲୋକେ ଏପରି ମାମଲା ରେ ଅଣଦେଖା କରିଥାନ୍ତି I ଏହି ଯୁବକମାନେ ମୋଟୀ ଯୁବତୀ ଙ୍କୁ ହିଁ ଅଧିକ ପସନ୍ଦ କରିଥାନ୍ତି I ତେବେ ମୋଟୀ ଯୁବତୀ ପାତାଳି ଯୁବତୀ ଙ୍କ ଅପେକ୍ଷ୍ୟା ଅଧିକ ହସମୁଖ ହେଇଥାନ୍ତି I

ମୋଟୀ ଯୁବତୀ ମାନେ ଅଧିକ ଖୁସି ରେ ରହିଥାନ୍ତି I ଏବଂ ନିଜ ପରିପାର୍ଶ୍ଵ ର ଲୋକ ଙ୍କୁ ମଧ୍ୟ ଖୁସି ରେ ରଖିଥାନ୍ତି I ଏହି ମୋଟୀ ଯୁବତୀମାନେ ନିର୍ମଳ ସ୍ଵଭାଵ ର ହେଇଥାନ୍ତି I ଏବଂ ନିଜ ପାର୍ଟନର ଙ୍କୁ ମଧ୍ୟ ଅଧିକ ସଂମାନ ଦେଇଥାନ୍ତି I ପାତାଳି ଯୁବତୀ ଙ୍କ ଅପେକ୍ଷ୍ୟା ମୋଟୀ ଯୁବତୀ 10 ଗୁଣ ଅଧିକ ଖୁସି ରେ ରହିଥାନ୍ତି I

ମୋଟୀ ଯୁବତୀ ଙ୍କୁ ବିବାହ କରିବା ର ଫାଇଦା

ପରିବାର ର ଦେଖାଶୁଣା କରିଥାନ୍ତି
ମୋଟୀ ଯୁବତୀମାନେ ନିଜ ପତି ଓ ନିଜ ପରିବାର ର ଅଧିକ ଦେଖାଶୁଣା କରିଥାନ୍ତି I ଏବଂ ନିଜ ର ଗୁରୁଜନ ଙ୍କୁ ଅଧିକ ସଂମାନ ମଧ୍ୟ ଦେଇଥାନ୍ତି I ଶଶୂର ଘରେ ମଧ୍ୟ ସମସ୍ତ ଙ୍କୁ ଉଚିତ ସଂମାନ ଦେଇଥାନ୍ତି I

ମୋଟୀ ଯୁବତୀମାନେ ଖାଇବା ର ସଉକିନ ଅଟନ୍ତି

ଖାଇବା ର ସଉକିନ ଥିବା ଲୋକ ଙ୍କୁ ଏହି ମୋଟୀ ଯୁବତୀ ଙ୍କୁ ବିବାହ କରିବା ଉଚିତ I କାରଣ ଏହି ମୋଟୀ ଯୁବତୀମାନେ ଅଧିକ ସଉକିନ ଖାଦ୍ୟ ହିଁ ପସନ୍ଦ କରିଥାନ୍ତି I ତେଣୁ ଆପଣ ଙ୍କ ର ରେସିପି ମଧ୍ୟ ବହୁତ ଭଲ ହେଇଥାଏ I ଏହି ଯୁବତୀମାନେ ଭଲ ସ୍ୱାଦିଷ୍ଟ ରୋଷେଇ ମଧ୍ୟ କରିପାରିଥାନ୍ତି I

ନିଜ ର ଦାଇତ୍ୱ କୁ ବୁଝିଥାନ୍ତି

ବିବାହ ପରେ ମୋଟୀ ଯୁବତୀମାନେ ନିଜ ର ଦାଇତ୍ୱ କୁ ଠିକ ରେ ବୁଝିପାରିଥାନ୍ତି I ଶଶୁର ଘର କୁ ନିଜ ପରି ଦେଖି ସର୍ବଦା ନିଜ ର ସମସ୍ତ ଦାଇତ୍ୱ କୁ ମଧ୍ୟ ପୁରା କରିଥାନ୍ତି I ଏବଂ ଏହି ମୋଟୀ ଯୁବତୀମାନେ ଏକ ଉତ୍ତମ ଗୁଣବତ୍ତା ର ମଧ୍ୟ ହେଇଥାନ୍ତି I

ପାତାଳି ଯୁବତୀ ଙ୍କ ତୁଳନା ରେ ଅଧିକ ଆକ୍ଟିଭ

ପାତାଳି ଯୁବତୀ ଙ୍କ ତୁଳନା ରେ ମୋଟୀ ଯୁବତୀମାନେ ଅଧିକ ଆକ୍ଟିଭ ରହିଥାନ୍ତି I ଏବଂ ଅଳସୁଆ ସ୍ଵଭାଵ ର ହେଇ ନ ଥାନ୍ତି I କୌଣସି କାର୍ଯ୍ୟ କୁ ମଧ୍ୟ ଶେଷ କରିବା ରେ ବିଳମ୍ବ କରନ୍ତି ନାହିଁ I