ବିଶ୍ୱ ର ସବୁଠାରୁ ଅଧିକ ବଡ଼ ଉଦ୍ୟଗପତି ମୁକେଶ ଅମ୍ବାନୀ ଙ୍କ ର ପାଖ ରେ ଅନେକ ଦାମୀ ଗାଡି ରହିଛି I ତାଙ୍କ ର ଘର ଦୁନିଆ ର ସବୁଠାରୁ ଅଲିଶାନ ଘର ଅଟେ I ମୁକେଶ ଅମ୍ବାନୀ ଙ୍କ ପାଖ ରେ ହେଲିକପ୍ଟର ହେବା ସହ 500 ରୁ ବି ଅଧିକ ଗାଡି ରହିଛି I ଆପଣ ତାଙ୍କ ର ଘର କୁ ସ୍ୱର୍ଗ ପରି ତୁଳନା ବି କରିପାରିବେ I କାରଣ ଏହି ଘରେ ସବୁ ସୁଖ ସୁବିଧା ରହିଛି I
ତେବେ ବର୍ତମାନ କିନ୍ତୁ ମୁକେଶ ଅମ୍ବାନୀ ନୁହନ୍ତି ତାଙ୍କ ଡ୍ରାଇଭର ଖୁବ ଚର୍ଚା ରେ ଅଛନ୍ତି I ଏପରି ଶୁଣିବାକୁ ମିଳୁଛି କି ପିଏମ ମୋଦି ଙ୍କ ର ଦରମା ଠାରୁ ବି ଅଧିକ ତାଙ୍କ ର ଦରମା I
ମୋଦି ଙ୍କ ର ମାସକ ର ଦରମା ଦେଖିବା ଯଦି ମାସ କୁ 1.60 ଲକ୍ଷ ଟଙ୍କା ଅଟେ | କିନ୍ତୁ ମୁକେଶ ଅମ୍ବାନୀ ଙ୍କର ଡ୍ରାଇଭର ଙ୍କର ଦରମା ମାସିକ ଦେଢ଼ ରୁ ଦୁଇ ଲକ୍ଷ ଟଙ୍କା ଅଟେ | ଏବଂ ଏହା କିନ୍ତୁ ଅଲଗା କଥା କି ମୋଦି ଙ୍କର ଅନ୍ୟାନ୍ୟ ସୁବିଧା କିଛି ରହିଛି |
ମୁକେଶ ଅମ୍ବାନୀ ଙ୍କର ଡ୍ରାଇଭର ହେବା ବି ଏତେ ସହଜ ନୁଁହେ | ଏହି ଡ୍ରାଇଭର ଙ୍କ ର ଚୟନ ବଡ଼ ବଡ଼ ପ୍ରଫେସନାଲ ଏଜେନ୍ସି ମାନେ କରିଥାନ୍ତି | କାରଣ ସେଥିରେ ତାଙ୍କର ସିକୁରିଟି ମ୍ୟାଟର ବି ରହିଥାଏ |
ଗାଡି ଚଳାଇବା ସହ ଆଇକ୍ୟୁ ଲେବଲ , ସ୍ମାର୍ତନେସ ଓ ଅନ୍ୟ କିଛି ବ୍ୟକ୍ତିତ୍ୱ ବି ଦେଖିଥାନ୍ତି I ତେବେ ଏହା ତ ଥିଲା ମୁକେଶ ଅମ୍ବାନୀ ଙ୍କ ର ଜଣେ ଡ୍ରାଇଭର ଙ୍କ ର ଦରମା I
ମୁକେଶ ଅମ୍ବାନୀ ନିଜ ଡ୍ରଇଭର କୁ କେତେ ଟଙ୍କା ଦରମା ଦିଅନ୍ତି , ଜାଣିଲେ ଆପଣ ସଙ୍ଗେ ସଙ୍ଗେ ବେହୋସ ହୋଇଯିବେ…
