ମୁଁ ବିବାହିତ, ମତେ ସବୁଦିନ Bhauja ଏମିତି କରିବାକୁ ବାଧ୍ୟ କରୁଛନ୍ତି ଆଉ ଯଦି ମୁଁ ମନା କରୁଛି ତ… ମୁଁ କଣ କରିବି ଆପଣ କୁହନ୍ତୁ…

ସର୍ବଦା ଦେଖିବା କୁ ମିଳିଥାଏ କି ଶାରୀ-ରିକ ସମ୍ବ-ନ୍ଧ ନାମ ରେ ପୁଅ ଝିଅ ଙ୍କୁ ବ୍ଲାକମେଲ କରିଥାନ୍ତି | କିନ୍ତୁ ଏହି ଘଟଣା ଟି ସମ୍ପୂର୍ଣ ଓଲଟା ଅଟେ | ଏଠାରେ ଜଣେ ମହିଳା ଜଣେ ଯୁବକ ଙ୍କ ସହ ଶାରୀ-ରିକ ସମ୍ବ-ନ୍ଧ ଏତେ ମାତ୍ରା ରେ ରଖିଥିଲେ କି ଯୁବକ ଜଣକ ବିରକ୍ତ ହେଇଯାଇଥିଲେ | ଏହି ଘଟଣା ଟି ମହାରାଷ୍ଟ୍ର ର ପ୍ରଭାନି ଅଂଚଳ ର ଅଟେ |

ଏଠାରେ ଜଣେ ଯୁବକ ଜଣେ ମହିଳା ଙ୍କ ର ସହ ସେ-କ୍ସ ସମ୍ବ-ନ୍ଧ କୁ ନେଇ ବିରକ୍ତ ହେଇଯାଇଥିଲେ | ଏବଂ ଶେଷ ରେ ଏହି ଯୁବକ ଆତ୍ମ-ହତ୍ୟା କରିଥିଲେ | ଯୁବକ ଙ୍କ ର ଶବ ତାଙ୍କ ରୁମ ରେ ଫ୍ୟାନ ରେ ଟାଙ୍ଗା ହେଇଥିବା ର ମିଳିଥିଲା | ଏବଂ ଶବ ପାଖ ରେ ଏକ ସୁସାଇଟ ନୋଟ ମଧ୍ୟ ବରାମତ ହେଇଥିଲା |

ମିଡ଼ିଆ ରିପୋର୍ଟ ଅନୁସାରେ ଏହି ମାମଲା ଟି ପ୍ରଭାନି ରୋଡ଼ ରେ ଥିବା ବ୍ରହ୍ମା ଆପାର୍ଟମେଣ୍ଟ ର ଅଟେ | ଏଠାରେ ମିଟାକରି ନାମ ଜଣେ ଯୁବକ ଆତ୍ମ-ହତ୍ୟା କରିଛନ୍ତି | ଏବଂ ତାଙ୍କ ପାଖ ରେ ଥିବା ସୁସିତ ନୋଟ ରେ ସେ ଜଣେ ମହିଳା ଙ୍କ ବିଷୟ ରେ ହିଁ ଉଲେଖ କରିଛନ୍ତି | ଯୁବକ ଙ୍କ ର କହିବା ଅନୁସାରେ ବାରମ୍ବାର ଜଣେ ମହିଳା ତାଙ୍କ ସହ ଶାରୀ-ରିକ ସମ୍ବ-ନ୍ଧ ରଖି ତାଙ୍କୁ ବିରକ୍ତ କରିଦେଇଥିଲେ |

ଯୁବକ ସୁସାଇଟ ନୋଟ ରେ ଏହା ମଧ୍ୟ ଲେଖିଥିଲେ କି , ଯୁବକ ଯେତେବେଳେ ସମ୍ବ-ନ୍ଧ ନ ରଖିବା କୁ କହିଥାନ୍ତି ସେତେବେଳେ ମହିଳା ତାଙ୍କୁ ବଦ୍ନାମ କରିବା ର ଧମକ ଦେଇଥାନ୍ତି |

ଏହି ଅଂଚଳ ର ପୋଲିସ ଉକ୍ତ ମହିଳା ଙ୍କ ନାମ ରେ ମାମଲା ରୁଜୁ କରିଛି | ଘଟଣା ର ବର୍ତମାନ ତଦନ୍ତ ଜାରି ରହିଛି | ଜଣେ ପୋଲିସ ଅଧିକାରୀ ଏହା କହିଛନ୍ତି କି ମହିଳା ଙ୍କ ର ସନ୍ଧାନ ଜାରି ରହିଛି |