ନା କୌଣସି ଫିଲ୍ମ, ନା କୌଣସି ଆଡ଼, ତଥାପି ମାସକୁ ୧୦୦ କୋଟି ଟଙ୍କା ରୋଜଗାର କରିଥାନ୍ତି ଏହି ସୁପର ଷ୍ଟାର ଅଭିନେତା

ବଲିଉଡ ଜଗତ ରେ ଅନେକ କଳାକାର ରହିଛନ୍ତି I ପ୍ରତୋକ କଳାକାର ନିଜ ର ଦକ୍ଷତା ରେ ଲୋକପ୍ରିୟତା ପାଇଥାନ୍ତି I କିଛି କଳାକାର ତ ବଲିଉଡ ରୁ ବିଦାୟ ନେଇସାରିଲେଣି I ଏବଂ ବିଦାୟ ନେବାପରେ ବି ଏପରି କିଛି କଳାକାର ସର୍ବଦା ଚର୍ଚା ରେ ରହିଥାନ୍ତି I ଆଜି ଏହିପରି ଜଣେ ଅଭିନେତା ଙ୍କ ବିଷୟ ରେ ଆଲୋଚନା କରିବା ସେ ହେଉଛନ୍ତି ସୁନୀଲ ସେଠୀ I

ତାଙ୍କ ନାମ ମାତ୍ରେ ହିଁ ଫିଲ୍ମ ସୁପରହିଟ ହେଇଥାଏ I ସୁନୀଲ ସେଠୀ ତାଙ୍କ କ୍ୟାରିୟର ରେ ଅନେକ ସୁପରହିଟ ଫିଲ୍ମ କରିଛନ୍ତି I ତେବେ ଚାଲନ୍ତୁ ଜାଣିବା ଆଜି ତାଙ୍କ ବିଷୟ ରେ କିଛି I

ସୁନୀଲ ସେଠୀ ତାଙ୍କ ସମୟ ରେ ଜଣେ ସଫଳ କଳାକାର ଭାବ ରେ ବେଶ ସୁପରିଚିତ ଥିଲେ I କିନ୍ତୁ ଆଜିକା ସମୟ ରେ ସେ ବଲିଉଡ ରୁ ଦୁରେଇ ଯାଇଛନ୍ତି I ସୁନୀଲ ସେଠୀ ଜଣେ ଆକ୍ସନ ହିରୋ ରୂପେ ବେଶ ପରିଚିତ ଅଟନ୍ତି I ଏବଂ ଲୋକ ଙ୍କ ର ପସନ୍ଦିତା ହିରୋ ବି ଥିଲେ I

ଫିଲ୍ମ ରେ ନାହାନ୍ତି କିନ୍ତୁ ରୋଜଗାର 100 କୋଟି

ସୁନୀଲ ସେଠୀ ତାଙ୍କ ସମୟ ର ଜଣେ ସୁପରଷ୍ଟାର ଭାବ ରେ ବେଶ ପରିଚିତ ଥିଲେ I ଆଜି ତାଙ୍କ ପାଖ ରେ କୌଣସି ଫିଲ୍ମ ନାହିଁ କିନ୍ତୁ ସେ ଆଜି ବି ଜଣେ ସଫଳ ଅଭିନେତା ରୂପେ ପରିଚିତ ଅଛନ୍ତି I ଏବଂ ସେ ଏକମାତ୍ର କଳାକାର ଯିଏ ଫିଲ୍ମ ରେ କାମ ନ କରିକି ବି ରୋଜଗାର 100 କୋଟି ଟଙ୍କା I ସୁନୀଲ ସେଠୀ ଜଣେ ସଫଳ ଅଭିନେତା ସହ ଜଣେ ବିଜନେସମ୍ୟାନ ମଧ୍ୟ ଅଟନ୍ତି I

ସେ ଅନେକ କମ୍ପାନୀ ର ମାଲିକ

ସୁନୀଲ ସେଠୀ ଙ୍କ ର ଅନେକ ରେଷ୍ଟରାଣ୍ଟ କେବଳ ମୁମ୍ବାଇ ରେ ହିଁ ନାହିଁ ଭାରତ ର ଅନେକ ସ୍ଥାନ ରେ ରହିଛି I ତାଙ୍କ ର ଅନେକ ବଡ଼ ବଡ଼ କମ୍ପାନୀ ବି ରହଛି I ପାର୍କମ୍ୟାନ ଏଣ୍ଟରଟେନମେଣ୍ଟ ନାମ ରେ ଏକ ପ୍ରଡକ୍ସନ ହାଉସ ବି ରହିଛି ତାଙ୍କ ର ନିଜ ର ବୁଟୀକ ବି ରହିଛି ଏବଂ ସୁନୀଲ ସେଠୀ ବର୍ଷ କୁ ପ୍ରାୟ 100 କୋଟି ଟଙ୍କା ରୋଜଗାର କରୁଛନ୍ତି I ଆଜି ସେ ନିଜ ଫିଲ୍ମ ପାଁଇ ନୁହେ ଜଣେ ସଫଳ ବିଜ୍ଞେସମ୍ୟାନ ନାମ ରେ ବେଶ ଲୋକପ୍ରିୟତା ପାଇଛନ୍ତି I