ନବ ବିବାହିତ ଓଡ଼ିଆ ଅଭିନତ୍ରୀ Jyanklinଙ୍କ ଶାଶୂଘରେ କିଏ କିଏ ଅଛନ୍ତି, ଏ ହେଉଛନ୍ତି ତାଙ୍କ ଶାଶୁ, ଆଗରୁ ଦେଖି ନ ଥିବେ

ବନ୍ଧୁଗଣ ଆପଣମାନେ ଓଲିଉଡ଼ ର ଜବରଦସ୍ତ ଯୋଡି ଜ୍ୟାକଲିନ ଓ ଅରବିନ୍ଦ କୁ ତ ବେଶ ଭଲଭାବେ ଜାଣିଥିବେ ସୁଟିଂ ସେଟ ରୁ ପରସ୍ପରକୁ ଭଲପାଇ ଶେଷରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଏଇ ଯୋଡି ତ ବର୍ତମାନ ଜ୍ୟାକଲିନ କଟକ ରେ ମାନେ ନିଜ ଶାଶୂଘରେ ରହୁଛନ୍ତି ତେବେ ଜ୍ୟାକଲିନ ଘର ହେଉଛି ଭୁବନେଶ୍ୱର ଭୁବନେଶ୍ୱର ରୁ ସେ ଯାଇ ତାଙ୍କ ଶାଶୂଘରେ ମାନେ ଅରବିନ୍ଦ ଙ୍କ ଘରେ ରହୁଛନ୍ତି |


କଟକ ରେ ତାଙ୍କ ଶାଶୂଘରେ ତାଙ୍କର ଶାଶୁ ଶଶୁର ଓ ଦିଅର ରୁହନ୍ତି ତେବେ ଏ ଫ୍ୟାମିଲି ମେମ୍ବର ବର୍ତମାନ ସମୟରେ ନବ ବିବାହିତା ଜ୍ୟାକଲିନଙ୍କୁ ମିଶାଇ 5 ଜଣ ହୋଇଯାଇଛନ୍ତି ତ ଫ୍ରେଣ୍ଡ୍ସ ଜ୍ୟାକଲିନ ବର୍ତମାନ ସମୟରେ ନିଜ ଶାଶୂଘରେ ବହୁତ ଖୁସି ଥିବାର ଜଣା ପଡିଛି ଓ ସେଠାରେ ତାଙ୍କ ଭଉଣୀ ଭି ମଧ୍ୟ ସେଠାରେ ତାଙ୍କୁ ଦେଖା କରିବାକୁ ଯାଇଥିବାର ଜନର ଆସିଛି |


ତେବେ ଆପଣମାନେ ଜାଣିଥିବେ କି ଜ୍ୟାକଲିନ ବର୍ତମାନ ସମୟରେ ହେ ପ୍ରଭୁ ସିରିଏଲ ରେ ଅଭିନୟ କରୁଛନ୍ତି ତେବେ ବିବାହ ପରେ ସେ ଏ ସିରିଏଲ ରେ ଆଗାମୀ ଦିନମାନଙ୍କରେ ଅଭିନୟ କରିବେ ବୋଲି ଗୋଟେ ଇଣ୍ଟରଭ୍ୟୁ ରେ କହିଛନ୍ତି ଓ ଏଥିପାଇଁ ଅରବିନ୍ଦ ତାଙ୍କୁ ସମ୍ପୂର୍ଣ ଭାବରେ ଅନୁମତି ଦେଇଛନ୍ତି|

ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଏଇ ଯୋଡି ମୋ ଜେଜେମା ସିରିଏଲ ରୁ ପରସ୍ପରକୁ ଏକାଠି ଦେଖା ହୋଇଥିଲେ ଓ ସୁଟିଂ ସେଟ ରୁ ହିଁ ପରସ୍ପର କୁ ଭଲପାଇ ବିବାହ ବନ୍ଧନରେ ବର୍ତମାନ ସମୟରେ ବାନ୍ଧିହୋଇଛନ୍ତି ତାହେଲେ ଆପଣମାନଙ୍କୁ ଏଇ ଯୋଡି ଟି କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |