ନୟାଗଡ଼ର ଦେବପୁର ଗାଁ ରେ ଏହି ଝିଅ ହାଠାତ ନଦୀରେ ଦଉଡି ବାକୁ ଲାଗିଲା ,ତାପରେ ଯାହା ହେଲା He Prabhu

ନମସ୍କାର ବନ୍ଧୁଗଣ ଆପଣ ମାନନ୍ତୁ କିମ୍ବା ନ ମାନନ୍ତୁ କିନ୍ତୁ ଭଗଵାନ ନିଜର ଚମତ୍କାର ଶକ୍ତିରେ ସବୁବେଳେ ନିଜ ଭକ୍ତମାନଙ୍କର ରକ୍ଷାକରିଥାନ୍ତି। ଏଣିକି ପଛେ ଆମକୁ ଈଶ୍ୱରଙ୍କର ଆକାର ଏବଂ ପ୍ରକାର ବିଷୟରେ କିଛି ଜଣା ନଥାଉ କିନ୍ତୁ ତାଙ୍କ ଶକ୍ତିର ଅନୁଭବ ଆମକୁ ଚାରିଆଡ଼େ ଦେଖା ଯାଇଥାଏ। ଯେଉଁ କାରଣରୁ କୋଟି କୋଟି ଲୋକଙ୍କ ମୁଣ୍ଡ ନଇଁ ଯାଇଥାଏ ଗୋଟିଏ ଛୋଟ ପଥର ମୂର୍ତ୍ତି ଆଗରେ। ଆଜି ଭଗଵାନଙ୍କର ଏକ ଚମତ୍କାର ବିଷୟରେ ଜାଣିବା ଯାହାକୁ ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।

ବାସ୍ତବରେ ଏହି କଥାଟି ବୋହୁତ ଦିନର କଥା ଅଟେ। ବନାରସର ଦେବପୁର ଗାଁ ବାହାରେ ବାବାମଣି ଦିବ୍ୟଙ୍କ କୁଟୀର ଥିଲା ବାବା ନିଜର ସରଳ ସ୍ଵଭାବ କାରଣରୁ ଅତ୍ୟନ୍ତ ଲୋକପ୍ରିୟ ଥିଲେ। ସେହି ଗାଁକୁ ଆରଦ୍ଵିତୀୟ ଗାଁରୁ ମୀରା ନାମର ଗୋଟେ ଝିଅ କ୍ଷୀର ବିକିବାକୁ ଆସୁଥିଲା ସେହି ଗାଁକୁ। ସବୁଠାରୁ ପ୍ରଥମେ ସେ ବାବାମଣି ଦିବ୍ୟଙ୍କୁ କ୍ଷୀର ଦେଉଥିଲା ଓ ତାପରେ ଗାଁର ବାକି ସଦସ୍ୟଙ୍କ ପାଖକୁ ଯାଉଥିଲା ଓ ସେମାନଙ୍କୁ କ୍ଷୀର ବିକିକି ଆସୁଥିଲା।

ଦ୍ୱିତୀୟ ଦିନ ସେ ଥରେ ଡେରିରେ ଆସିଲା ଆସିଲା ବାବା ଡେରିହେବାର କାରଣ ତାକୁ ପଚାରିଲେ। ତାପରେ ମୀରା କହିଲା ଆଜି ନଦୀପାର ହେବାପାଇଁ ଡ଼ଙ୍ଗା ବୋହୁତ ଡେରିରେ ମିଳିଲା ପ୍ରକୃତରେ ବାବା ଆଜି ଟିକେ ଯାତ୍ରୀମାନେ ବୋହୁତ ଅଧିକ ଥିଲେ ସେଥିପାଇଁ ଡ଼ଙ୍ଗା ମିଳିବା ଟିକେ ଡେରି ହେଇଗଲା ସେଥିପାଇଁ ଡେରିରେ ଆସିଲି। ତାପରେ ବାବାମଣି ଦିବ୍ୟ ମିରାକୁ କହିଲେ ଝିଅ ଭଗଵାନଙ୍କ ନାମରେ ଭବ ସାଗର ବି ପାର କରିଦେଇ ଥାଆନ୍ତି ତ ତୁ ଗୋଟେ ନଦୀବି ପାର କରି ଆସିପାରୁ ନାହୁଁ। ଏହି କଥାଟି ଶୁଣି ମୀରା ଉପରେ ବାବାମଣି ଦିବ୍ୟଙ୍କର କଥାର ବୋହୁତ ଗମ୍ଭୀର ପ୍ରଭାବ ପଡ଼ିଲା। ତାପର ଦିନ ସେ ସକାଳୁ ସକାଳୁ ବୋହୁତ ଜଲ୍ଦୀ ବାବାଙ୍କ ଦ୍ଵାରା ପାଖରେ ଯାଇ ପହଞ୍ଚି ଗଲା। ମୀରା ଦେଖି ବାବାମଣି ଦିବ୍ୟ ପଚାରିଲେ ମୀରା ଆଜି ଏତେ ଜଲ୍ଦୀ କେମିତି ପଳେଇ ଆସିଲୁ। ତାପରେ ମୀରା କହିଲା ବାବା ଆପଣ ହିଁ ତ ଭାଗବତ ନାମାର ପହରା ଶୁଣାଇ ଥିଲେ। ତ ବାସ୍ ଆଜି ତାଙ୍କର ନାମ ନେଇ ନଦୀପାର କରିଦେଲି ଓ ଏବେ ଡଙ୍ଗାର ସାହାରା ନେବ କିଛି ଆବଶ୍ୟକ ପଡ଼ିବ ନାହିଁ। ବାବାମଣି ଦିବ୍ୟଙ୍କୁ ଲାଗିଲା ମୀରା ତାଙ୍କୁ କଥା କଥାରେ ଏମିତି ମଜାକ କରି କୋହୁଅଛି। ବାବାଙ୍କର ବିଶ୍ଵାସ ହେଲା ନାହିଁ ବାବା ପ୍ରମାଣ ପାଇବା ପାଇଁ ମୀରାକୁ ନେଇ ସେହି ନଦୀ ପାଖରେ ପହଞ୍ଚି ଗଲେ।

ବାବାଙ୍କୁ ଏହି କଥା ଉପରେ ଜମାରୁ ବିଶ୍ୱାସ ହେଉ ନଥିଲା ସେହି ନଦୀପାଖକୁ ଯାଉଥିବାବେଳେ ବାବା ପୁଣିଥରେ ମୀରାକୁ ପଚାରିଲେ ତୁ କଣ ମତେ ସତ କୋହୁଛୁ। ତାପରେ ମୀରା କହିଲା ବାବାମଣି ଦିବ୍ୟ ବାବା ମୁଁ ଆପଣଙ୍କୁ ମିଛ କଣ ପାଇଁ କହିବି। ଆପଣ କାଲି ଯେବେ ଏହି କଥାଟି ମତେ କହିଲେ ମୁଁ ଏହି କଥାଟି ରାତିସାରା ବୋହୁତ ଭାବିଛି ଏବଂ ମୁଁ ଭଗଵାନଙ୍କ ଉପରେ ବୋହୁତ ବିଶ୍ୱାସ ରଖେ। ତେଣୁ ମୁଁ ଆଜି ସକାଳୁ ଉଠି ଠାକୁର ପୂଜାସାରି ଗାଈ ଦେଖି କ୍ଷୀର ବିକିବା ପାଇଁ ଆପଣଙ୍କ ଗାଆଁ ଆଡ଼କୁ ବାହାରି ପଡ଼ିଲି। ଆସିଲାବେଳେ ଆପଣଙ୍କ କଥାଟି କଲିଠୁଁ ମୁଣ୍ଡରେ ଅଛି ତ ମୁଁ ନଈରେ ପାଦ ଥୋଉ ଥୋଉ ଭଗଵାନଙ୍କ ନାମ ନେଇକି ନଦୀପାର ହେବାକୁ ଲାଗିଲି ଓ ମୁଁ ଆରାମରେ ଭଗଵାନଙ୍କ ନାମ ନେଇ ନଦୀପାର ହୋଇଗଲି।

ବାବା ଯଦି ଆପଣଙ୍କର ମୋ ଉପରେ ବିଶ୍ୱାସ ହେଉନାହିଁ ତେବେ ଆପଣ ତ ଏବେ ମୋ ସହ ଯାଉଛନ୍ତି ଆପଣ ନିଜ ଆଖିରେ ଦେଖିବେ ମୋତେ ନଦୀପାର ହେବାକୁ ଡଙ୍ଗାର ଆବଶ୍ୟକ ପଡ଼ିବ ନାହିଁ। ତାପରେ ସେମାନେ ନଦୀ ପାଖରେ ପହଞ୍ଚିଗଲେ ଓ ବାବା କହିଲେ ମୀରା ତମେ ଏବେ ଦେଖାଅ ତୁମେ କିପରି ନଦୀପାର ହେଲା। ମୀରା ବାବାମଣି ଦିବ୍ୟଙ୍କ କଥାଶୁଣି ଭଗଵାନଙ୍କୁ ମୁଣ୍ଡିଆ ମାରି ନଦୀପାର ହେବାକୁ ଲାଗିଗଲା। ବାବାମଣି ଦିବ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କୁ ଏବେବି ବିଶ୍ୱାସ ହେଲା ନାହିଁ ସେ ଏବେବି ମୀରାକୁ ସେମିତି ଆଖି ଫାଡ଼ି ଫାଡ଼ି ଦେଖୁଥିଲେ। ତାପରେ ବାବାଙ୍କ ଆଖିରୁ ଝର ଝର ହୋଇ ଲୁହ ବାହାରିଲା ଓ ସେ ମୀରାକୁ ପ୍ରଣାମ କରିଲେ ଓ କହିଲେ ଦେବୀ ମା ଆଜିଠାରୁ ତୁମେ ହିଁ ମୋ ଗୁରୁ ଅଟ।

ତାପରେ ବାବା କହିଲେ ମୁଁ ତା ଭଗଵାନଙ୍କ ନାମ ଜପି ଜପି ମୋର ପୁରା ଜୀବନ ସେହି କୁଟୀର ଭିତରେ ବିତାଇ ଦେଲି ହେଲେ ତୁମେ ତ ଭଗଵାନଙ୍କୁ ନିଜର କରି ଦେଖାଇଦେଲୁ। ନିଷ୍ଫଳ, ନିସ୍ପିତ, ସରଳ, ନିରିହ ହୃଦୟ ଥିବା ଲୋକ ପୁରା ସ୍ୱଚ୍ଛ ପରିଷ୍କାର ମନରୁ ଭଗଵାନଙ୍କୁ ଡକିଥାନ୍ତି ତ ଭଗଵାନ ନିଜେ ତାଙ୍କ ଭକ୍ତର ସାହାରା ପାଇଁ କୌଣସି ନା କୌଣସି ରୂପ ବା କୌଣସି ନା କୌଣସି ଚମତ୍କାରି ଶକ୍ତିରେ ଆସି ତାଙ୍କ ଭକ୍ତଙ୍କ ପାଖରେ ଉପସ୍ଥିତ ହୋଇଯାଇଛନ୍ତି।