ନମସ୍କାର ଦର୍ଶକବନ୍ଧୁ କଣ ହେଲା ଯେତେବେଳେ ମହାଦେବଙ୍କ ଭୂତଆତ୍ମା ଆସିଲେ ନିଜ ଭକ୍ତଙ୍କ ଜୀବନ ବଞ୍ଚାଇବା ପାଇଁ। ଆଜି ଆସନ୍ତୁ ଜାଣିବା ଶେଷରେ କେଉଁ ପ୍ରକାରରେ ମହାଦେବଙ୍କ ଭୂତ ଆତ୍ମାମାନେ ବଞ୍ଚାଇଲେ ମହାଦେବଙ୍କର ଭକ୍ତଙ୍କ ଜୀବନ। ଆଜି ଆମେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘଟଣାରେ ଆପଣ ଶୁଣିବେ ମହାଦେବଙ୍କର ରୁଦ୍ରରୂପ ବିଷୟରେ ଯାହା ବୋହୁତ ଭୟାନକ ଅଟେ। ଏହି ଘଟଣା ଶୁଣିଲା ପରେ ଆପଣ ମହାଦେବଙ୍କ ଶକ୍ତି ସାମ୍ନାରେ ମୁଣ୍ଡ ନୁଆଇଁ ଦେବେ।
ନିଶାନ୍ତ ମହାପାତ୍ର ଦୁଇ ବର୍ଷ ପୂର୍ବେ ନୟଡାରେ ଥିବା ଏକ ଶ୍ମଶାନରେ କାମ କରୁଥିଲେ। ଏହି ଘଟଣାଟି ହେଉଛି ୨୦୧୯ ମସିହାର। ନିଶାନ୍ତ ମଶାଣିଘାଟରେ ନିଜ ଇଚ୍ଛା ଅନୁସାରେ ରହି ଚାକିରୀ କରୁଥିଲେ। ତାଙ୍କର ପଇସାର ଅଭାବ ବୋହୁତ ଥିଲା ସେଥିପାଇଁ ସେ ଏହି ମଶାଣିରେ କାମ କରୁଥିଲେ। ତାଙ୍କ ପରିବାର ବାଲେଶ୍ଵରରେ ଥିବା ଆଜଙ୍ଗଡରେ ରହୁଥିଲେ। ଯେଉଁଠି ତାଙ୍କ ସ୍ତ୍ରୀ, ତାଙ୍କ ଦୁଇ ପୁଅ,ତାଙ୍କ ମାଆ ରହୁଥିଲେ। ନିଶାନ୍ତ ମଶାଣିଘାଟକୁ ଆସି ଶବର କ୍ରିୟା କାମ ଓ ତାଙ୍କର ସବୁ ଶବ ସଂସ୍କାର କରୁଥିଲେ। ସେଠାରେ ଉପସ୍ଥିତ ଥିବା ପଣ୍ଡିତ ମାନଙ୍କର ସାହାଯ୍ୟ ମଧ୍ୟ କରୁଥିଲେ। ରାତିରେ ନିଶାନ୍ତଙ୍କୁ ମଶାଣି ଘାଟରେ ଶୋଇବାକୁ ପଡୁଥିଲା। ତାଙ୍କ ପାଖରେ ଏତେ ପଇସା ନଥିଲା ଯେ ସେ କୌଣସି ଘର ଖୋଜି ରହିଥାନ୍ତେ।
ଗୋଟେ ରାତି ଶୋଇବା ସମୟରେ ନିଶାନ୍ତଙ୍କ ଛାତି କଟିଲା ଓ ଛାତି ଦର୍ଜ ହେବାକୁ ଲାଗିଲା। ସେ ଯେତେବେଳେ ଉଠିବାକୁ ଚାହିଁଲେ ତାଙ୍କ ହାତ ଗୋଡ କିଛି କାମ କରିଲା ନାହିଁ। ଯେମିତି କି ତାଙ୍କ ହାତ ଗୋଡ କୌଣସି ଖରାପ ଶକ୍ତି ବା ଆଉ କାହା ଆୟତନରେ ତାଙ୍କ ହାତ ଗୋଡ ଥିଲା। ତାଙ୍କ ଦେହ ବୋହୁତ ଖରାପ ହେବାକୁ ଲାଗିଲା। ତାଙ୍କୁ ନିଶ୍ବାସ ନେବାକୁ ମଧ୍ୟ ବୋହୁତ ଅସୁବିଧା ହେଉଥିଲା। କିଛି ସମୟ ପରେ ସେହି ଖରାପ ଶକ୍ତି ଗାୟବ ହୋଇଗଲା ଓ ସେ ଆଗଭଳି ଠିକ୍ ଅନୁଭବ କରିଲେ ଏବଂ ତାପରେ ସେ ଶୋଇପଡ଼ିଲେ। ଆସୁଥିବା କିଛି ଦିନରେ ନିଶାନ୍ତଙ୍କ ସହ ଆହୁରି ମଧ୍ୟ କେତେଥର ଏମିତି ଘଟଣା ବୋହୁତ ଥର ହେଲା। ତାଙ୍କ ଶରୀର ଉପରେ ବସିକରଣ ତାଙ୍କ କିଏ ହାବି କରୁଥିବା ଗୋଟିଏ ପ୍ରକାର ଶକ୍ତି ତାଙ୍କୁ ଆୟତନ କରିନେଲା। ସେ ଏହି କଥା ଥରେ ପଣ୍ଡିତଙ୍କୁ କହିଲେ ଓ ପଣ୍ଡିତ ନାନା ତାପରେ ଯାହା କହିଲେ ତାହାକୁ ନିଶାନ୍ତଙ୍କ ମୁଣ୍ଡ ଖରାପ ହୋଇଗଲା।
ପଣ୍ଡିତ ନାନା ତାଙ୍କୁ କହିଲେ କୋଉ ସଇତାନ ବା ଗୋଟିଏ ଖରାପ ଆତ୍ମା ତମ ଶରୀରକୁ ତା ଅୟତନରେ କରିବାକୁ ବସିଛି ଓ ତୁମେ ଯୁଆଡେ ଯିବ ସେ ତୁମ ପଛେ ପଛେ ଯିବ। ଏହି ଆତ୍ମା ତୁମର ପିଛା କେବେବି ଛାଡ଼ିବ ନାହିଁ।ଏହା ଶୁଣି ନିଶାନ୍ତ ଚିନ୍ତାରେ ପଡ଼ିଗଲେ। ସେ ପାଣ୍ଡିତଙ୍କ ଠାରୁ ଉପାୟ ମାଗିଲା। ତାପରେ ପଣ୍ଡିତ କହିଲେ କି ତମକୁ ଏବେଠାରୁ ନେଇ ଜୀବନର ଶେଷ ପର୍ଯ୍ୟନ୍ତ ଭଗଵାନ ଶିବଙ୍କ ଭକ୍ତିରେ ଲୀନ ହୋଇଯିବାର ଅଛି। ଏବେ ସେହି ଗୋଟିଏ ଏକମାତ୍ର ଶକ୍ତି ଅଟନ୍ତି ଯାହା ତୁମକୁ ଏହି ଭୟାନକ ଆତ୍ମା ଠାରୁ ବଞ୍ଚାଇ ପାରିବ।
ତାପରେ ନିଶାନ୍ତ ଥରେ ଶିବ ମନ୍ଦିର ଯିବାକୁ ଭାବିଲା କିନ୍ତୁ ଯେମିତି ସେ ଶିବ ମନ୍ଦିର ପାହାଚରେ ଚଢ଼ିଲା କିଛି ପାହାଚ ଚଢ଼ିଚି କି ନାହିଁ ତଳକୁ ଓଲଟା ପଡ଼ିଗଲା। ତାପରେ ସେ ବୋହୁତ ଚେଷ୍ଟା କରିଲା ମନ୍ଦିର ଭିତରକୁ ପ୍ରବେଶ କରି ପାରୁନଥିଲେ। ନିଶାନ୍ତ ସେତେବେଳେ କେବଳ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରୁଥିଲେ। ଏବଂ ସେହିଦିନ ରାତିରେ ତା ଉପରେ ପୁଣିଥରେ ସେହି ବାସିକରଣ ଶକ୍ତିଟି ତା ଉପରେ ପୁଣିଥରେ ପଡ଼ିଲା ସେ ତା ଉପରେ ତାର ଆୟତନ ରହୁ ନଥିଲା। କିନ୍ତୁ ସେହି ଦିନ ରାତିରେ ନିଶାନ୍ତ ହାର ମାନିଲେ ନାହିଁ। ସେ ବୋହୁତ କଷ୍ଟ ସହି ନିଜକୁ ଆୟତନ କରି ମନ୍ତ୍ର ଆହୁରି ଜୋର ଜୋର ଜପିବାକୁ ଲାଗିଲା। ସେ ସଇତାନ ଏହି ମନ୍ତ୍ର ଶୁଣିବା ଦ୍ଵାରା ସେ ଆତ୍ମାଟି ରାଗିଗଲା ଓ ନିଶାନ୍ତର ଆଙ୍ଗୁଠିକୁ ମୋଡ଼ି ଦେଲା ଓ ତାର ଆଙ୍ଗୁଠିକୁ ଭାଙ୍ଗି ଦେଲା। ତାପରେ ନିଶାନ୍ତଙ୍କୁ ବୋହୁତ କଷ୍ଟ ହେଲା କିନ୍ତୁ ସେ ହାର ମାନିଲା ନାହିଁ ସେ ସେମିତି ଲଗାତାର ମନ୍ତ୍ର ଜପିଲା। ତାପରେ ସେହି ଶ୍ମଶାନଘାଟରେ ହଠାତ୍ ଗୋଟିଏ ବିଜୁଳି ପଡ଼ିଲା ତାପରେ ନିଶାନ୍ତ ମୁଣ୍ଡ ଉଠାଇ ଦେଖିଲା ତା ଆଗରେ ବୋହୁତ ସାରା ଭୂତ ଛିଡ଼ା ହୋଇଛନ୍ତି।
ନିଶାନ୍ତ ସେମାନଙ୍କୁ ଦେଖିକି ଆହୁରି ଜୋରରେ ଡରିଗଲା। ସେହି ଭୂତପ୍ରେତ ମାନେ ତାର ଚାରିପଟେ ଥିଲେ କିନ୍ତୁ ନିଶାନ୍ତଙ୍କର କିଛି କ୍ଷତି କରୁନଥିଲେ। ନିଶାନ୍ତଙ୍କୁ ଏମିତି ଲାଗୁଥିଲା ତାର ଜୀବନର ଅନ୍ତ ହେବାକୁ ଯାଉଛି। ନିଶାନ୍ତ ତାର ପରିବାରର ଅବସ୍ଥା ଦେଖି ମାରିବାକୁ ଚାହୁଁନଥିଲା ତେଣୁ ସେ ଆଖି ବନ୍ଦ କରି ସେ ମନ୍ତ୍ର ଆହୁରି ଜୋର୍ ରେ ଜପିବାକୁ ଲାଗିଲା। କିଛି ସମୟ ପରେ ତାର କଷ୍ଟ ହଠାତ୍ ଉଭେଇଗଲା। ତା ଶରୀର ଉପରୁ ସେହି ବସିକରଣ ଶକ୍ତି ଆଉ ନଥିଲା ସେ ଟିକେ ଶାନ୍ତି ଅନୁଭବ କରିଲା। ନିଶାନ୍ତ ଯେବେ ଆଖି ଖୋଲି ଦେଖିଲା ସେହି ଭୁତମାନେ ଏବେବି ତା ଚାରିପଟେ ଥିଲେ ଓ ତାଙ୍କ ମଝିରେ ଛିଡ଼ା ହୋଇଥିଲେ ସ୍ଵୟଂ ଦେବଙ୍କ ଦେବ ମହାଦେବ ଯିଏ ନିଜ ହାତରେ ଧରି ରଖିଥିଲେ ଗୋଟେ ସଇତାନର ଆତ୍ମାଶକ୍ତି। ନିଶାନ୍ତକୁ ଏହି ସବୁ ଆଶ୍ଚର୍ଯ୍ୟ ଲଗୁଥିଲା ଓ ସେ କିଛି ବୁଝିପାରୁ ନଥିଲା।
ଧୀରେ ଧୀରେ ସେ ସବୁ ବୁଝି ପାରିଲା ଓ ମହାଦେବଙ୍କ ଆଗରେ କାନ୍ଦିକି ଆଣ୍ଠେଇ ପଡ଼ିଲା ଓ କହିଲା ହେ ଦେବଙ୍କର ଦେବ ମହାଦେବ ଆପଣଙ୍କୁ ବୋହୁତ ବୋହୁତ ଧନ୍ୟବାଦ। ତାପରେ ମହାଦେବ ହସି କହିଲେ ସେ ଆତ୍ମା ନିଜର ଲୋଭ କାରଣରୁ ଏଠାରେ ଘୁରି ବୁଲୁଥିଲା। ସେଥିପାଇଁ ସେ ତମକୁ ହଇରାଣ କଲା କିନ୍ତୁ ଏବେ କିଛି ଚିନ୍ତା ନାହିଁ ଓ ତମେ ଖୁସିରେ ରୁହ। ଏହା କହି ମହାଦେବ ନିଶାନ୍ତଙ୍କ ମୁଣ୍ଡରେ ତାଙ୍କ ହାତ ରଖିଦେଲେ ଓ ନିଶାନ୍ତ ବେହୋସ୍ ହୋଇ ପଡ଼ିଲା। ତାପରେ ସେ ଯେବେ ସକାଳେ ଉଠିଲା ତାକୁ କିଛି ମନେ ପଡୁନଥିଲା କିଛି ଅଳ୍ପ କଥା ମନେ ପଡ଼ୁଥିଲା। ସେ ତାପର ଦୁଇ ଦିନପରେ ସେ ତାର ସ୍ବପ୍ନରେ ସବୁ କଥା ଦେଖିଲା। ସେ ତାପରେ ପଣ୍ଡିତ ନନାଙ୍କୁ ଯାଇ ପଚାରିଲା କଣ ମୁଁ ଆପଣଙ୍କ ପାଖକୁ କିଛି ଦିନ ପୂର୍ବରୁ ଆସିଥିଲି, କଣ ମୋ ଭିତରେ ଗୋଟିଏ ଆତ୍ମା ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା, କଣ ଏହା ସବୁ ମୁଁ ଆପଣଙ୍କୁ ଜଣାଇଥିଲି। ତାପରେ ପଣ୍ଡିତ ନନା କହିଲେ ତମକୁ ଭୁଲିବାକୁ ସବୁ କହିଥିଲିନା ତ ତମେ ସବୁକିଛି ଭୁଲିଯାଅ। ଏବଂ ଭୁତପ୍ରେତକୁ ଆମେ ଡରୁନା କହିଙ୍କି ନା ଆମେ ମହାଦେବଙ୍କର ନାମ ଓ ମନ୍ତ୍ର ଜପ କରିଥାଉ। ଏଥିଲାଗି ତ ଲୋକମାନେ ଆମକୁ ମହାଦେବଙ୍କର ଭକ୍ତ କୁହନ୍ତି, ହର ହର ମହାଦେବ।
ନୟାଗଡ଼ ଜିଲ୍ଲାର ଗୋଟେ ଗାଁର ମଶାଣିରେ ଯେତେବେଳେ ହାଠାତ ଦେଖାଦେଲେ ନିଜେ ମହାଦେବ, ତାପରେ ଯାହା ହେଲା… Prabhu
