ନିଜ ବାହାଘର କଥାକୁ ନେଇ ମୁଁହ ଖୋଲିଲେ Lipsa Mishra, କହିଲେ ଏମିତି କଥା, ଶୁଣିକି ସବୁ ଆଶ୍ଚର୍ଯ୍ୟ…

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ବାହାଘର ହୋଇ ଯାଇଛି ଆଉ ଏହି ବାହାଘର ହେବା ବିଷୟରେ ଲିପ୍ସା ମିଶ୍ର ସୋସିଆଲ ମିଡିଆରେ ନିଜ ମୁହଁ ଖୋଲିଛନ୍ତି ଆଉ ଏହି ବାହାଘରକୁ ନେଇ ସେ କଣ କହିଛନ୍ତି ଆସନ୍ତୁ ଜାଣିବା। ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଗତ କାଲି ସୋସିଆଲ ମିଡିଆରେ ଗୋଟିଏ ଫଟୋ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଥିଲା ଯେଉଁଥିରେ ଲିପ୍ସା ମିଶ୍ର ଓ ଆଲବମ୍ ଅଭିନେତା ବୁଲୁଙ୍କ ବାହାଘର ହେଉଥିବାର ନଜର ଆସିଥିଲା।

ତେବେ ଆପଣମାନେ ଲିପ୍ସା ମିଶ୍ରଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ବର୍ତ୍ତମାନ ସମୟରେ ସେ ହେ ପ୍ରଭୁ ଧାରାବାହିକରେ ଅଭିନୟ କରୁଥିବାର ନଜର ଆସୁଛନ୍ତି ଏବଂ ଏହା ସହିତ ସେ ବୋହୁତ ସାରା ସିନେମାରେ ମଧ୍ୟ ଅଭିନୟ କରି ସାରିଛନ୍ତି ଆଉ ସେହିଭଳି ବୁଲୁ ମଧ୍ୟ ବୋହୁତ ସାରା ଆଲବମ୍ ରେ ଅଭିନୟ କରିଥିଲେ ଆଉ ଏହାପରେ ସେ ଓଲିଉଡ ଜଗତକୁ ଆସିଲେ ଆଉ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

ତେବେ ବର୍ତ୍ତମାନ ସମୟରେ ବୁଲୁଙ୍କୁ ପ୍ରାୟ ୪୧ ବର୍ଷ ବୟସ ହୋଇଛି କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି ଏବଂ ଏହାଛଡା ଲିପ୍ସା ମିଶ୍ରଙ୍କୁ ମଧ୍ୟ ବର୍ତ୍ତମାନ ସମୟରେ ୩୩ ବର୍ଷ ବୟସ ହୋଇଛି ତେବେ ଦୁଇଜଣଙ୍କର ବିବାହ ପାଇଁ ଉପଯୁକ୍ତ ବୟସ ହୋଇଥିଲେ ମଧ୍ୟ ଦୁହେଁ ବିବାହ କରି ନାହାଁନ୍ତି।

ତେବେ ଗତ କାଲି ଭାଇରାଲ୍ ହୋଇଥିବା ଫଟୋଟି ବୁଲୁ ଓ ଲିପ୍ସା ମିଶ୍ରଙ୍କର ବାହାଘର ଫଟୋଟି ହେଉଛି ତାଙ୍କର ଗୋଟିଏ ଓଡ଼ିଆ ଫିଲ୍ମର ସୁଟିଂ ସେଟ୍ ର ଫଟୋ ଯେଉଁଥିରେ ସେ ରିଲ୍ ଲାଇଫରେ ସେ ପରସ୍ପରକୁ ବିବାହ କରିଛନ୍ତି ଆଉ ବର୍ତ୍ତମାନ ଏହି ଫଟୋଟି ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ଏବଂ ଏହାକୁ ନେଇ ବର୍ତ୍ତମାନ ସମୟରେ ଲିପ୍ସା ମିଶ୍ର ନିଜ ମୁଁହ ଖୋଲିଥିଲେ |

ଆଉ ସୋସିଆଲ ମିଡିଆରେ ଆସି କହିଥିଲେ କି ଏହା ତାଙ୍କର ଗୋଟିଏ ଆଗାମୀ ଦିନମାନଙ୍କରେ ଆସିବାକୁ ଯାଉଥିବା ଫିଲ୍ମର ସୁଟିଂ ସେଟ୍ ର ଫଟୋ ଏହି ଫଟୋ ଗୁଡ଼ିକ ବର୍ତ୍ତମାନ ସମୟରେ ଭାଇରାଲ୍ ହେଉଛି ଆଉ ସେ ଏହା ବିଷୟରେ ନିଜ ଫ୍ୟାନମାନଙ୍କୁ ଜଣାଇଥିଲେ। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ବୁଲୁ ଆଉ ଲିପ୍ସା ମିଶ୍ରଙ୍କ ଯୋଡି କିପରି ଲାଗୁଛି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିହାତି ଭାବରେ ଜଣାଇ ଦିଅନ୍ତୁ।