ନିଜ ଭଉଣୀଙ୍କ ବାହାଘରରେ ଏମିତି କଛି କଲେ Radhika… ଜାଣିଲେ ଚକିତ ହେଇଯିବେ

ନମସ୍କାର ବନ୍ଧୁଗଣ ନୂଆ ବୋହୂ ଧାରାବାହିକ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ। ଏହି ଧାରାବାହିକର ମୁଖ୍ୟ ଅଭିନେତ୍ରୀ ରାଧିକାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଗତ କିଛି ଦିନ ପୂର୍ବେ ରାଧିକାଙ୍କ ବଡ ଭଉଣୀଙ୍କ ବାହାଘର ହୋଇଥିଲା ଆଉ ଏହି ବାହାଘରରେ ରାଧିକା କିଭଳି ଭାବରେ ମଜାମସ୍ତି କରୁଥିଲେ, କିଭଳି ଡାନ୍ସ କରିଥିଲେ ଆସନ୍ତୁ ଦେଖିବା।


ଆପଣମାନେ ଜାଣିଥିବେ ବର୍ତ୍ତମାନ ସମୟରେ ନୂଆ ବୋହୂ ଧାରାବାହିକଟି ସୁଟିଂ ବନ୍ଦ୍ ରହିଛି କାରଣ କୋରୋନା ମହାମାରୀ ଯୋଗୁଁ ଭାରତରେ କୌଣସି ସିରିୟଲ ବା ଫିଲ୍ମ ସୁଟିଂ ହୋଇପାରିବ ନାହିଁ। ଆଉ ଏହିଭଳି ପରିସ୍ଥିତିରେ ସମସ୍ତ ଅଭିନେତା ଓ ଅଭିନେତ୍ରୀମାନେ ନିଜ ନିଜ ଘରକୁ ଚାଲିଯାଇଛନ୍ତି।


ମିତଲି ସର୍ଘରୀୟା ନିଜ ଘରକୁ ଚାଲିଯାଇଛନ୍ତି। ସେଠାରେ ନିଜର ପରିବାର ଲୋକଙ୍କ ସହ ସମୟ ବିତାଇବା ସହ ନିଜ ଗାଁରେ ବୁଲାବୁଲି କରୁଥିବାର ନଜର ଆସୁଛନ୍ତି। ଏହି ଧାରାବାହିକ ବନ୍ଦ୍ ହେଲାପରେ ସାତ୍ଵିକ୍ ମଧ୍ୟ ତାଙ୍କ ଘରକୁ ଚାଲିଯାଇଛନ୍ତି ଓ ସେ ବି ମଧ୍ୟ ନିଜ ପରିବାର ସହିତ ସମୟ ବିତାଉଛନ୍ତି ଓ ମଜାମସ୍ତି କରୁଛନ୍ତି।


ଏଥି ସହିତ ଗତବର୍ଷ ମିତଲି ସର୍ଘରୀୟାଙ୍କ ଭଉଣୀଙ୍କ ବାହାଘର ହୋଇଥିଲା ଆଉ ତାଙ୍କ ବାହାଘରରେ ବୋହୁତ କଳାକାର ଯୋଗ ଦେଇଥିବାର ନଜର ଆସିଥିଲେ। ଏହି ବାହାଘରରେ ମିତଲି ସର୍ଘରୀୟା ବୋହୁତ ସାରା ମଜାମସ୍ତି କରୁଥିଲେ ଓ ବୋହୁତ ଫଟୋ ମଧ୍ୟ ଉଠାଇଥିଲେ। ଏହା ସହ ସେ ସାତ୍ଵିକ୍ ଙ୍କ ସହ ବୋହୁତ ସମୟ ବିତାଇଥିବାର ନଜର ଆସିଥିଲେ।