ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଗତ କିଛି ମାସ ତଳେ ସବ୍ୟସଚି ଓ ଅର୍ଚିତା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ସବ୍ୟସଚି ଓ ଅର୍ଚିତା ଦୁହେଁ ସୁଟିଂ ସେଟ ରୁ ଭଲପାଇ ବସିଥିଲେ ଓ ଗତ କିଛି ମାସ ତଳେ ସବ୍ୟସଚି ଓ ଅର୍ଚିତା ଦୁହେଁ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଦୁହେଁ ରାଜସ୍ଥାନ ରେ ବିବାହ କରିଛନ୍ତି ଓ ତାଙ୍କ ବାହାଘରରେ କେବଳ ସେଠି ତାଙ୍କର ପରିବାର ଲୋକ ହିଁ ଉପସ୍ତିତି ରହିଥିଲେ |
ଏଠି ସହିତ ସେ ଓଡିଶାକୁ ଫେରିଥିଲେ ଓ ଓଡ଼ିଶାର କେତେକ ଜାଗାରେ ତାଙ୍କର ରିସେପ୍ସନ ର ପାର୍ଟି ରଖିଛନ୍ତି ଓ ସେ ପାର୍ଟି ରେ ଓଲିଉଡ଼ ର ବହୁତ ସାରା କଳାକାର ମାନେ ସେଠାରେ ଉପସ୍ତିତି ଥିଲେ ଏବଂ ଖୁବ ସାରା ମଜାମସ୍ତି କରିବାର ମଧ୍ୟ ନଜର ଆସିଥିଲେ |
ଅର୍ଚିତା ଓ ସବ୍ୟସଚୀଙ୍କ ବାହାଘର ପରେ ଅର୍ଚିତାଙ୍କର ବିଦାଇ ରସମ ବହୁତ ଧୁମ ଧାମ ରେ ପାଳନ କରାଯାଇଥିଲା ବିଦାଇ ରସମ ସମୟରେ ଅର୍ଚିତା ଓ ତାଙ୍କ ମା ଢେରସାରା କାନ୍ଦିଥିଲେ ଓ ସେସବୁ ର କିଛି ଫୋଟୋ ଓ ଭିଡିଓ ସେ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ ମଧ୍ୟ କରିଥିଲେ ଗତ କାଲି ମଦର୍ସ ଡ଼େ ଥିଲା ଆଉ ମଦର୍ସ ଡ଼େ ରେ ଅର୍ଚିତା ତାଙ୍କ ମା କୁ ବହୁତ ସାରା ମନେ ପକାଇଥିଲେ ଅର୍ଚିତାଙ୍କ ବଡ ଭଉଣୀ ଆଗରୁ ବିବାହ ବନ୍ଧନରେ ବାନ୍ଧିହୋଇ ସାରିଛନ୍ତି |
ବର୍ତ୍ତମାନ ତାଙ୍କ ବଡ ଭଉଣୀ ରାଜସ୍ଥାନ ରେ ରହୁଛନ୍ତି ତାହେଲେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ସବ୍ୟସଚୀ ଏବଂ ଅର୍ଚିତା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |
ନିଜ ବିଦାଇ ରସମ ସମୟରେ କେମିତି କାନ୍ଦିଥିଲେ Archita… ଦେଖନ୍ତୁ ଏବେ ସବୁ ଆସିଲା ସାମ୍ନାକୁ
