ଦର୍ଶକବନ୍ଧୁ ଆପଣମାନେ ଓଡ଼ିଆ ଅଭିନେତ୍ରୀ ତମନ୍ନା ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ | ତାଙ୍କର ଜବରଦସ୍ତ ଅଭିନୟ କୁ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଅଭିନୟକୁ ଆପଣମାନେ ପସନ୍ଦ ମଧ୍ୟ କରୁଥିବେ ସେ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି ତାଙ୍କ ଅଭିନୟ ଯୋଗୁ ଓଡ଼ିଶାର ଦର୍ଶକମାନେ ତାଙ୍କୁ ବହୁତ ଭଲପାଇବା ମଧ୍ୟ ଦେଇଛନ୍ତି |
ତେବେ ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ବର୍ତମାନ କରୋନା ମହାମାରୀ ଯୋଗୁ କୌଣସି ଫିଲ୍ମ ସୁଟିଂ ହେଉନାହିଁ | ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ନିଜ ଗାଁ କୁ ଚାଲିଯାଇଛନ୍ତି | ତେବେ ବର୍ତମାନ ସମୟରେ ଏକ ଭିଡିଓ ଜୋର ସୋର ରେ ଭାଇରାଲ ହେଉଛି | ହିରୋଇନ ତମନ୍ନା ଗାଁ କୁ ଯାଇ ଆମ୍ବ ତୋଳିବା ସହ ବହୁତ ସାରା ମଜାମସ୍ତି କରୁଥିବାର ନଜର ଆସିଛନ୍ତି |
ତାହାର ଭିଡିଓ ସେ ସୋସିଆଲ ମିଡ଼ିଆ ରେ ତାଙ୍କ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି | ତମନ୍ନା ବର୍ତମାନ ସମୟରେ ତାଙ୍କ ଗାଁ ରେ ଆମ୍ବ ତୋଳିବା ସହ ସଖାଳୁ ଉଠି ତାଙ୍କ ଗାଁ ର ଗୋଟେ ଗଛ ତଳେ ଯୋଗାସନ କରୁଥିବାର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ତେବେ ବର୍ତମାନ କୋଭିଡ ସମୟରେ ନିଜ ଗାଁ ରେ ବୁଲା ବୁଲି କରି ସମୟ ବିତାଉଛନ୍ତି |
ତମନ୍ନା ତେବେ ବନ୍ଧୁଗଣ ଆପଣମାନଙ୍କୁ ହିରୋଇନ ତମନ୍ନା କେମିତି ଲାଗନ୍ତି ବା ତାଙ୍କର ଅଭିନୟ ଆପଣମାନଙ୍କୁ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |