ନିଜ ଘରେ କଣ କରୁଛନ୍ତି ଓଡ଼ିଆ ହିରୋଇନ Archita… ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଓଲିଉଡର ଜବରଦସ୍ତ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ବୋହୁତ ଭଲ ଭାବରେ ଜାଣିଥିବେ। ବିବାହ ପରେ ଅର୍ଚ୍ଚିତା ନିଜ ଶାଶୁଘରେ କେମିତି ରହୁଛନ୍ତି ଆସନ୍ତୁ ଜାଣିବା।ଆପଣମାନେ ଜାଣିଥିବେ ଗତ ମାର୍ଚ୍ଚ ୧ ତାରିଖରେ ଅର୍ଚ୍ଚିତା ଓ ସବ୍ୟସାଚୀ ପରସ୍ପରଙ୍କୁ ବିବାହ କରିଥିଲେ ଏବଂ ବିବାହଟି ହୋଇଥିଲା ରାଜସ୍ଥାନରେ। ଆଉ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ଓ ସବ୍ୟସାଚୀ ନିଜ ଘରେ ରହୁଛନ୍ତି ଏବଂ ନିଜ ପରିବାର ସହ ବୋହୁତ ଖୁସିରେ ଚଳୁଥିବାର ନଜର ଆସିଛନ୍ତି।


ଆପଣମାନେ ଜାଣିଥିବେ କି ଅର୍ଚ୍ଚିତା ଓ ସବ୍ୟସାଚୀ ଦୁହେଁ ମିଶି କୋଭିଡ଼ ୱାରିଅର ସାଜିଛନ୍ତି। ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି। ଏହା ସହିତ କୋଭିଡ୍ ପୀଡ଼ିତାମାନଙ୍କୁ ମଧ୍ୟ ବୋହୁ ମାତ୍ରାରେ ସାହାଯ୍ୟ କରୁଛନ୍ତି। କୋଭିଡ୍ ଗୋଗୀମାନଙ୍କର ସାହାଯ୍ୟ କରିବା ସହ ନିଜ ଘରର ସବୁ କାମ କରୁଛନ୍ତି ଅର୍ଚ୍ଚିତା।


ଆପଣମାନେ ଏହି ଫଟୋର ଦେଖିପାରୁଥିବେ କି ଅର୍ଚ୍ଚିତା ତାଙ୍କ ଘରର ସଫେଇ କରୁଛନ୍ତି ଏବଂ ଏହି ଫଟୋଟିକୁ ସବ୍ୟସାଚୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସେୟାର କରିଛନ୍ତି। ଆଉ କହିଛନ୍ତି ସଫେଇ କର୍ମଚାରୀ ହେଲେ ପ୍ରକୃତ କୋଭିଡ୍ ୱାରିଅର୍। ଏହିଭଳି କିଛି ମଜାଦାର ଭିଡିଓ ବା ଫଟୋ ସବ୍ୟସାଚୀ ସେୟାର କରିଛନ୍ତି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ। ବର୍ତ୍ତମାନ ସମୟରେ କୋରୋନା ମହାମାରୀ ବୋହୁ ମାତ୍ରାରେ ବ୍ୟାପିବାକୁ ଲାଗିଛି।

ଏହିଭଳି ପରିସ୍ଥିତିରେ ସବ୍ୟସାଚୀ ଓ ଅର୍ଚ୍ଚିତା ଭଗଵାନ ସାଜିଛନ୍ତି ଗରୀବ ଲୋକମାନଙ୍କ ପାଇଁ। ତେବେ ବନ୍ଧୁଗଣ ଆପଣମାନଙ୍କୁ ସବ୍ୟସାଚୀ ଓ ଅର୍ଚିତା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |