ନିଜ ହାତରେ ରୋଷେଇ କରି… ଏମିତି କାମ କଲେ Sabya ଓ Archita… ଦେଖନ୍ତୁ

ଓଡ଼ିଆ ଅଭିନେତା ସବ୍ୟସାଚୀଙ୍କୁ ତ ଆପଣମାନେ ବୋହୁତ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ସମୟରେ ସବ୍ୟସାଚୀ ବୋହୁତସାରା ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି। ଏହାର ଏକ ଜଳନ୍ତା ଉଦାହରଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବୋହୁତ ଭାଇରାଲ୍ ହେବାରେ ଲାଗିଛି। ନିଜ ହାତରେ ରୋଷେଇ କରି ଲୋକମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଉଛନ୍ତି ସବ୍ୟସାଚୀ। ଏହା ଉପରେ କଣ ରହିଛି ସଂପୂର୍ଣ୍ଣ ବିବରଣୀ, ସେ ଏତେ ସବୁ କାମ କିଭଳି ଭାବରେ କରିପାରୁଛନ୍ତି ଆଉ ତାଙ୍କୁ ଏଥିରେ କିଏ ସାହାଯ୍ୟ କରୁଛନ୍ତି ଏହି ସବୁ ବିଷୟରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ଆପଣମାନେ ଓଡ଼ିଆ ହିରୋ ସବ୍ୟସାଚୀ ମିଶ୍ରଙ୍କୁ ତ ବୋହୁତ ଭଲ ଭାବରେ ଜାଣିଥିବେ। ବୋହୁତସାରା ଓଡ଼ିଆ ଫିଲ୍ମରେ କାମକରି ଦର୍ଶକମାନଙ୍କ ମନକୁ ଜିତିବାରେ ସଫଳ ହୋଇଛନ୍ତି ସବ୍ୟସାଚୀ। ଏହା ସହିତ ବର୍ତ୍ତମାନ ସମୟରେ ବୋହୁତସାରା ଗରୀବ ଲୋକ ଓ ବୋହୁତସାରା କୋରୋନା ପୀଡ଼ିତ ଲୋକଙ୍କୁ ସାହାଯ୍ୟ କରି ପୁଣିଥରେ ଓଡ଼ିଶା ଦର୍ଶକ ବା ନିଜ ଫ୍ୟାନମାନଙ୍କର ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ବନେଇବାରେ ସଫଳ ହୋଇଛନ୍ତି ସବ୍ୟସାଚୀ।

ବର୍ତ୍ତମାନ ଓଡ଼ିଶାର ଗରୀବ ଲୋକମାନେ ଯେଉଁ ମାନେ ଲକ୍ ଡାଉନ୍ ଯୋଗୁଁ ଖାଦ୍ୟ ପାଇଁ ହଇରାଣ ହେଉଛନ୍ତି ସେମାନଙ୍କ ପାଇଁ ସବ୍ୟସାଚୀ ଗୋଟିଏ ବୋହୁତ ଭଲ କାମଟିଏ କରୁଥିବାର ନଜର ଆସିଛନ୍ତି।ଭୁବନେଶ୍ୱରର ଗୋଟିଏ ହୋଟେଲରେ ନିଜ ହାତରୁ ପଇସା ଖର୍ଚ୍ଚକରି ପ୍ରତ୍ୟେକ ଦିନ ୧ ହଜାର ଲୋକଙ୍କ ପାଇଁ ଖାଦ୍ୟ ବନାଉଛନ୍ତି ସବ୍ୟସାଚୀ। ଏହି ଖାଦ୍ୟଗୁଡିକୁ ସେ ତାଙ୍କ ଟିମ୍ ମାଧ୍ୟମରେ ଗରୀବ ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି। ଏଥିରେ ତାଙ୍କୁ ସଂପୂର୍ଣ୍ଣ ଭାବରେ ସାହାଯ୍ୟ କରୁଛନ୍ତି ତାଙ୍କର ଧର୍ମ ପତ୍ନୀ ଅର୍ଚ୍ଚିତା।

ଆପଣମାନେ ଜାଣିଥିବେ ଗତ କିଛି ଦିନ ତଳେ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କର ବିବାହ ହୋଇଥିଲା। ଏହିଭଳି ପରିସ୍ଥିତିରେ ଅର୍ଚ୍ଚିତା ମଧ୍ୟ ସବ୍ୟସାଚୀଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲିଛନ୍ତି ଆଉ ବୋହୁତସାରା ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ଆପଣମାନଙ୍କୁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କର ଏଭଳି କାମ କେମିତି ଲାଗୁଛି କମେଣ୍ଟ୍ କରି ଆମକୁ ଜଣାନ୍ତୁ।