ନିଜ ଜନ୍ମଦିନ ଏପରି ଭାବରେ ପାଳିଲେ ଦୁର୍ଗା ସିରିଏଲର ସ୍ତୁତି (Hiteisha), ଦେଖନ୍ତୁ

ବନ୍ଧୁଗଣ ଆପଣମାନେ ହିତେଶ ଙ୍କୁ ତ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ ଓ ପସନ୍ଦ ମଧ୍ୟ କରୁଥିବେ ତେବେ ସେ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି ଓ ଓଡିଶା ର ଦର୍ଶକମାନେ ମଧ୍ୟ ତାଙ୍କ ଅଭିନୟକୁ ଭଲପାଇବା ସହ ତାଙ୍କୁ ବହୁତ ଭଲପାଇବା ମଧ୍ୟ ଦେଇଛନ୍ତି |


ବନ୍ଧୁଗଣ ହିତେସା ଙ୍କ ଜନ୍ମଦିନ ସେ ବହୁତ ଧୁମଧାମ ରେ ପାଳନ କରିବା ସହ ବହୁତ ସାରା ଫୋଟୋ ଭିଡିଓ ଉଠାଇ ସେ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ ମଧ୍ୟ କରିଛନ୍ତି | ଆପଣମାନେ ଜାଣିଥିବେ ହିତେଶ ବହୁତ ସାରା ସିରିଏଲ ଓ ବହୁତ ସାରା ଆଲବମ ରେ ଅଭିନୟ କରି ନାଁ ବନେଇ ପାରିଛନ୍ତି |


ଆପଣମାନେ ତାଙ୍କୁ ଓଡ଼ିଆ ଆଲବମ ରେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ପସନ୍ଦ ମଧ୍ୟ କରିଥିବେ ଏହା ସହିତ ହିତେସା ଅଭିନୟ ସହିତ ଡ୍ୟାନ୍ସ କରିବାପାଇଁ ମଧ୍ୟ ବହୁତ ପସନ୍ଦ କରନ୍ତି ଆଜି ତାଙ୍କ ଜନ୍ମ ଦିନ ସେ ଧୁମ ଧାମ ରେ ପାଳନ କରିଥିବାର ନଜର ଆସିଛନ୍ତି ଓ ବହୁତ ଗୁଡିଏ ସେଲ୍ଫି ଉଠାଇ ସେ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଫ୍ୟାନ ମାନଙ୍କ ସହ ସେୟାର ମଧ୍ୟ କରିଛନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ହିତେସା ଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |