ବନ୍ଧୁଗଣ ଆଜି ହେଉଛି ସିଧ୍ୟାନ୍ତ ମହାପାତ୍ରଙ୍କର ଜନ୍ମଦିନ ତାଙ୍କ ଜନ୍ମ ହୋଇଥିଲା 4 ମେ 1966 ମସିହାରେ | ତେବେ ତାଙ୍କୁ 55 ବର୍ଷ ପୁରଣ ହୋଇଛି ତେବେ ଦର୍ଶକବନ୍ଧୁ ସିଧ୍ୟାନ୍ତ ମହାପାତ୍ର ଏଥର ତାଙ୍କ ଜନ୍ମଦିନ ଉପଲକ୍ଷେ କୌଣସି ପାର୍ଟି ରଖିନଥିଲେ | ଲକଡାଉନ ପାଇଁ ସେ ତାଙ୍କ ପରିବାର ଲୋକଙ୍କ ସହିତ ନିଜ ସ୍ତ୍ରୀ ଓ ନିଜ ପୁଅ ଆଉ ଝିଅଙ୍କ ସହିତ ଜନ୍ମଦିନ ପାଳନ କରିଥିଲେ ଓ ସେ ତାଙ୍କ ସୋସିଆଲ ମିଡିଆରେ ଦର୍ଶକଙ୍କ ସହିତ ସେୟାର କରିଥିଲେ |
ଆଜି ସିଧ୍ୟାନ୍ତ ମହାପାତ୍ର ଙ୍କ ଫେସବୁକ ପେଜ ରେ ଦର୍ଶକମାନଙ୍କ ସୂବେସ୍ୟା ର ସୁଅ ଛୁଟିଯାଇଥିଲା ଓ ତାଙ୍କ ଫ୍ୟାନ ଫୋଲୋ ପେଜ ରେ ମଧ୍ୟ ତାଙ୍କ ବହୁତ ଗୁଡିଏ ଫ୍ୟାନ ଉଇସ କରି ତାଙ୍କୁ ହାପି ବଡେ ଜଣାଇଛନ୍ତି ଓ ଏହା ଛଡା ବହୁତ ଗୁଡିଏ ଓଲୁଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ସିଧ୍ୟାନ୍ତ ଙ୍କୁ ତାଙ୍କ ଜନ୍ମଦିନ ର ସୁବେସ୍ୟା ଜଣାଇଛନ୍ତି |
ଆଜି ସିଧ୍ୟାନ୍ତ ଙ୍କ ଜନ୍ମଦିନରେ ତାଙ୍କୁ ସୂବେସ୍ୟା ଓ ଶୁଭକାମନା ର ସୁଅ ଛୁଟି ଯାଇଛି ବହୁତ ସାରା ସେଲିବ୍ରେଟି ପାଖରୁ ନେଇକି ତାଙ୍କର ଫ୍ୟାନ ମାନେ ତାଙ୍କୁ ଉଇସ କରିବାର କୌଣସି କସରତ ଛାଡି ନାହାନ୍ତି ଓ ସିଧ୍ୟାନ୍ତ ମହାପାତ୍ର ତାଙ୍କ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ସିଧ୍ୟାନ୍ତ ମହାପାତ୍ର କେମିତି ଲାଗନ୍ତି ବା ତାଙ୍କର ଜବରଦସ୍ତ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |
ନିଜ ଜନ୍ମଦିନ କିପରି ପାଳନ କଲେ ଓଲିଉଡ଼ ସୁପରଷ୍ଟାର Siddhant Mohapatra, ଦେଖନ୍ତୁ
