ସଂସାର ରେ ମା ଶବ୍ଦ ଏକ ଅମୁଲ୍ୟ ଶବ୍ଦ ହେଇଥାଏ I ପିଲାଟି ଦୁନିଆ କୁ ଆସିବା ପରେ ପ୍ରଥମ ମା ଶବ୍ଦ ର ଉଚ୍ଚାରଣ କରିଥାଏ I ଏବଂ ବିନା କୌଣସି ସ୍ୱାର୍ଥ ରେ ସେ ଆମ କୁ ପାଳିଥାଏ I ସ୍କୁଲ କଲେଜ ରେ ପାଠ ପଢାଇ ଥାଏ I ମା ସର୍ବଦା ପିଲା ଙ୍କ ପାଖ ରେ ଏହି ପ୍ରାର୍ଥନା କରିଥାଏ କିପରି ତା ପିଲା ଟି ର କେତେବେଳେ ବି କୌଣସି ସମସ୍ୟା ନ ରହିବ I
ପିଲା ଟି ର ଜନ୍ମ ହେବା ପରେ ମା ହିଁ ସବୁଠାରୁ ଅଧିକ ଖୁସି ହେଇଥାଏ I ଏପରି କି ଦୁନିଆ ର ସବୁଠାରୁ ମୂଲ୍ୟାବାନ ଜିନିଷ ସେ ପାଇଛି I କେବଳ ମନୁଷ୍ୟ ନୁହେଁ ପ୍ରତୋକ ଜୀବ ଜନ୍ତୁ ବି ଏହିପରି ଖୁସି ହେଇଥାନ୍ତି I ତେଣୁ ମା ଠାରୁ
ଏକ ମାତ୍ର ମା ହିଁ ଏପରି ଜଣେ ଯିଏ କି ପିଲା ଙ୍କ ର ସବୁ ଅସମୟ ରେ ତାଙ୍କ ର ସମର୍ଥନ କରିଥାଏ I ଏବଂ ଜଣେ ମା ର ତ୍ୟାଗ ଓ ବଳିଦାନ ସବୁ ଠାରୁ ଅମୁଲ୍ୟ ହେଇଥାଏ | ତେଣୁ ମା ଙ୍କୁ ଦୁଃଖ ରେ ରଖିବା ଅର୍ଥ ଭଗବାନ ଙ୍କୁ ଦୁଃଖ ଦେବା ସହ ସମାନ ହେଇଥାଏ I
ତେବେ ଆଜି ଆମେ ଆପଣ ଙ୍କୁ କିଛି ଏପରି ରାଶି ର ବ୍ୟକ୍ତି ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ନିଜ ମା ଙ୍କୁ ସବୁଠାରୁ ଅଧିକ ସ୍ନେହ କରିଥାନ୍ତି I
ତୁଳା ରାଶି
ଏହି ରାଶି ର ବ୍ୟକ୍ତି ମାନେ ଜଣେ ଉତ୍ତମ ସନ୍ତାନ ହେଇଥାନ୍ତି ସେମାନେ କେବେ ବି ନିଜ ମା କୁ ଦୁଃଖ ଦେବାକୁ ଚେଷ୍ଟା କରି ନ ଥାନ୍ତି I ନିଜ ମା ଙ୍କ ର କୌଣସି ବି ସମସ୍ୟା ହେବାକୁ ଦିଅନ୍ତି ନାହିଁ ଓ ସର୍ବଦା ଖୁସି ରେ ରଖିବାକୁ ଚେଷ୍ଟା କରିଥାନ୍ତି I
ମିଥୁନ ରାଶି
ଏହି ମିଥୁନ ରାଶି ର ବ୍ୟକ୍ତିମାନେ ସର୍ବଦା ନିଜ ମା ର ନିକଟତର ହେଇଥାନ୍ତି I ଏବଂ ନିଷ୍ଠାର ର ସହ ନିଜ ପିଲା ଙ୍କୁ ପ୍ରେମ କରିଥାନ୍ତି I ନିଜ ମା ଙ୍କ ର ଅଶରିବାଦ ରେ ଏହି ପିଲାମାନେ ତାଙ୍କ ଜୀବନ ରେ ଅପାର ସଫଳତା ପ୍ରାପ୍ତି କରିଥାନ୍ତି I ଜୀବନ ରେ ସେମାନେ ସର୍ବଦା ହିଁ ନିଜ ମା କୁ ଖୁସି କରିବାକୁ ଚେଷ୍ଟା କରିଥାନ୍ତି I