ନିଜ ମାଇଁଙ୍କୁ ଫରାଇ ଆଣିବା ପାଇଁ ବାବୁଶାନଙ୍କ ସହ ଏମିତି କରିଲେ ତାଙ୍କ Bhanaja, ଛୋଟ ଛୁଆ ହେଇକି ବି ଏମିତି କରିଦେଲା… ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବାବୁସାନ୍ ମହାନ୍ତିଙ୍କ ଘରକୁ ଆସିଛନ୍ତି ତାଙ୍କ କୁନି ଭଣଜା ଆଉ ଘରକୁ ଆସିବା ପରେ ତାଙ୍କ ମାଇଁଙ୍କୁ ଫେରାଇ ଆଣିବା ପାଇଁ ବାବୁସାନ୍ ମହାନ୍ତିଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ଭଣଜା ତେବେ ଆପଣମାନେ ଜାଣିଥିବେ ବର୍ତ୍ତମାନ ତୃପ୍ତି ବାବୁସାନ୍ ମହାନ୍ତିଙ୍କ ଉପରେ ରାଗି ତାଙ୍କ ବାପ ଘରକୁ ଚାଲି ଯାଇଛନ୍ତି ତେବେ ପ୍ରକୃତି ମିଶ୍ର ଏବଂ ବାବୁସାନ୍ ମହାନ୍ତିଙ୍କୁ ରାସ୍ତା ମଝିରେ ଧରିଥିଲେ ତୃପ୍ତି |

ଆଉ ଏହାପରେ ତୃପ୍ତି ରାଗି ଯାଇ ବାବୁସାନ୍ ମହାନ୍ତିଙ୍କ ଘରୁ ଚାଲି ଯାଇଥିଲେ ଆଉ ନ୍ୟୁଜ୍ ଚ୍ୟାନେଲରେ ସେ କହିଥିଲେ କି ସେ ବର୍ତ୍ତମାନ ବାବୁସାନ୍ ମହାନ୍ତିଙ୍କୁ ଆଉ କୌଣସି ବି ଚାନ୍ସ ଦେବେ ନାହିଁ ତା ପୂର୍ବରୁ ସେ ବାବୁସାନ୍ ମହାନ୍ତିଙ୍କୁ ବାରମ୍ବାର ଚାନ୍ସ ଦେଇ ଆସୁଛନ୍ତି ବାରମ୍ବାର କ୍ଷମା କରି ଆସୁଛନ୍ତି ଏହା ସତ୍ତ୍ବେ ବାବୁସାନ୍ ସୁଧୁରି ନାହାଁନ୍ତି ଏହି କାରଣରୁ ତୃପ୍ତି ବର୍ତ୍ତମାନ ତାଙ୍କ ଶାଶୁଘର ଛାଡି ବାପଘରକୁ ଚାଲି ଯାଇଛନ୍ତି।

ତାହେଲେ ବର୍ତ୍ତମାନ ତୃପ୍ତି ତାଙ୍କ ବାପଘରେ ରହୁଛନ୍ତି ଆଉ ସାଙ୍ଗରେ ତାଙ୍କ ପୁଅଙ୍କୁ ବି ନେଇ ଯାଇଛନ୍ତି ତାହେଲେ ବାବୁସାନ୍ ମହାନ୍ତିଙ୍କ ପୁଅକୁ ବର୍ତ୍ତମାନ ସମୟରେ ୧ ବର୍ଷ ହୋଇଛି ତ ପୁଅ ଓ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତି ବାବୁସାନ୍ ଙ୍କ ଠାରୁ ଦୂରେରେ ରହୁଛନ୍ତି ଆଉ ଏହାରି ମଧ୍ୟରେ ବାବୁସାନ୍ ମହାନ୍ତିଙ୍କ ଘରକୁ ଆସିଛନ୍ତି ତାଙ୍କ କୁନି ଭଣଜା ଆଉ କୁନି ଭଣଜାଙ୍କ ଅନୁରୋଧ କ୍ରମେ ବାବୁସାନ୍ ମହାନ୍ତି ଆଗାମୀ ଦିନମାନଙ୍କରେ ତୃପ୍ତିଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି |

ତେବେ ପୂର୍ବରୁ ଆପଣମାନେ ଜାଣିଥିବେ କି ବାବୁସାନ୍ ମହାନ୍ତିଙ୍କ ଘରର ବଡ ଲୋକମାନେ ବା ଗୁଜୁଜନ ଲୋକମାନେ ତୃପ୍ତିଙ୍କୁ ବୋହୁତ ବୁଝାସୁଝା କରିଥିଲେ ଘରକୁ ଫେରିବା ପାଇଁ ଏମିତିକି ବାବୁସାନ୍ ମହାନ୍ତିଙ୍କ ଜନ୍ମଦିନରେ ମଧ୍ୟ ଫେରି ନାହାଁନ୍ତି ତୃପ୍ତି ତେବେ ଦର୍ଶକ ବନ୍ଧୁ ବାବୁସାନ୍ ଓ ତୃପ୍ତି ଦୁହେଁ ପରସ୍ପରକୁ ଅଷ୍ଟମ ଶ୍ରେଣୀରୁ ଭଲ ପାଇଛନ୍ତି |

ଆଉ ୨୦୧୪ ମସିହାରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ ଆଉ ବାହାଘର ପରେ ତାଙ୍କର ବର୍ତ୍ତମାନ ସମୟରେ ଗୋଟିଏ କୁନି ପୁଅ ଜନ୍ମ ନେଇଛନ୍ତି ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ବାବୁସାନ୍ ଓ ତୃପ୍ତି ଅଲଗା ଅଲଗା ହୋଇ ଯାଇଛନ୍ତି ହେଲେ ଆପଣମାନଙ୍କୁ କଣ ଲାଗୁଛି ଆଗାମୀ ଦିନମାନଙ୍କରେ ବାବୁସାନ୍ ଓ ତୃପ୍ତି ଏକାଠି ହେବେ କି ନାହିଁ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।