ନିଜ ମାଙ୍କ ଠାରୁ ଅହୁର ସୁନ୍ଦର ଦେଖିବାକୁ Divya Bhartiଙ୍କ ପୁଅ, ଦେଖିଲେ କହିବେ ଇଏ ତ ପୁରା ମା ପରି…

ଦିବ୍ୟା ଭାରତୀଙ୍କ ନାମ ଶୁଣିଲାମାତ୍ରେ ସମସ୍ତେ ତାଙ୍କର ସୌନ୍ଦର୍ଯ୍ୟ ଏବଂ କୋମଳ ମୁଖକୁ ମନେ ପକାନ୍ତି | ଆଜି ଅନେକ ଲୋକ ତାଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି | କିନ୍ତୁ ଆଜି ଆମେ ତାଙ୍କର ସାବତ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ |

ଦିବ୍ୟାଙ୍କ ସାବତ ପୁଅଙ୍କ ନାମ ସୁବାନ ନାଦିଆଦବାଲା ଅଟେ | ଯିଏକି ଦେଖିବାକୁ କୌଣସି ହିରୋ ଠାରୁ କମ ନୁହନ୍ତି | ସୁବାନ ସାଜିଦଙ୍କ ଦ୍ଵିତୀୟ ପତ୍ନୀ ବର୍ଦ୍ଧାଙ୍କ ପୁଅ ଅଟନ୍ତି | ସେ ଦେଖିବାକୁ ବହୁତ ହ୍ୟାଣ୍ଡସମ| ସେ ଅନେକ ଥର ନିଜ ପିତାମାତାଙ୍କ ସହ ଏୟାରପୋର୍ଟ କିମ୍ବା ବିଭିନ୍ନ ଇଭେଣ୍ଟ ଗୁଡିକରେ ଖୁବ କମ ନଜର ଆସନ୍ତି |

କାରଣ ସେ ଅନ୍ୟ ଷ୍ଟାର କିଡ଼ ମାନଙ୍କ ଭଳି ନୁହନ୍ତି | ସେ ଛୋଟ ବେଳୁ ହିଁ ଲାଇମଲାଇଟ ଦୁନିଆରୁ ଦୂରରେ ଅଛନ୍ତି | ଦିବ୍ୟାଙ୍କ ମୃତ୍ୟୁ ପରେ ସାଜିଦ 2000 ମସିହାରେ ବର୍ଦ୍ଧାଙ୍କୁ ବିବାହ କରିଥିଲେ |

ତାଙ୍କର ଦୁଇଟି ପୁଅ ଅଛନ୍ତି, ଯଥା ସୁବାନ ଏବଂ ସୋଫିଉ | ଉଭୟ ଏବେ ବହୁତ ବଡ ହୋଇଯାଇଛନ୍ତି | ଏହି ସମ୍ପର୍କରେ ସାଜିଦଙ୍କ ଦୁଇ ପୁଅ ଦିବ୍ୟାଙ୍କ ସାବତ ପୁଅ ହେବେ | ସେମାନେ ଏବେ ବହୁତ ବଡ ହୋଇଯାଇଛନ୍ତି |