ଜଣେ ବ୍ୟକ୍ତି ଙ୍କ ର ନାମ ର ଅନେକ ମହତ୍ୱ ରହିଥାଏ I ନାମ ନ ଥାଇ ବ୍ୟକ୍ତି ଙ୍କ ର କୌଣସି ବି ପରିଚୟ ନ ଥାଏ I କିଛି ଲୋକ ଙ୍କ ର କହିବା ଅନୁସାରେ ଜଣେ ବ୍ୟକ୍ତି ଙ୍କ ର ନାମ ରୁ ହିଁ ସେହି ବ୍ୟକ୍ତି ଙ୍କ ର ପରିଚୟ ଜଣାପଡିଥାଏ I ତେବେ ଲୋକେ ନିଜ ପିଲା ଙ୍କ ର ନାମ କାରଣ ଗ୍ରହ ଙ୍କ ର ସ୍ତିତି ଅନୁସାରେ ଓ ଜାତକ ଅନୁସାରେ ହିଁ କରିଥାନ୍ତି I ଜଣେ ବ୍ୟକ୍ତି ଙ୍କ ର ସ୍ଵଭାଵ ସେହି ବ୍ୟକ୍ତି ଙ୍କ ର ନାମ ର ପ୍ରଥମ ଅକ୍ଷର ଉପରେ ହିଁ ନିର୍ଭର କରିଥାଏ I ତେବେ ଆଜି ଆମେ ଆପଣ ଙ୍କୁ ଏପରି ତିନି ଗୋଟି ନାମ ର ବ୍ୟକ୍ତି ଙ୍କ ର ବିଷୟ ରେ କହିବାକୁ ଯାଉଛେ ଯେଉଁମାନେ ନିଜ ପିତାମାତା ଙ୍କ ର ନାମ ଉଜ୍ବଳ କରିଥାନ୍ତି I
S ନାମ ର ବ୍ୟକ୍ତି – ଯେଉଁ ଲୋକ ଙ୍କ ର ନାମ S ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନେ ବହୁତ ସକ୍ଷମ ହେଇଥାନ୍ତି I ଏବଂ ସେମାନେ ବଡ଼ ହେଇ ନିଜ ପିତାମାତା ଙ୍କ ର ନାମ ଉଜ୍ବଳ କରିଥାନ୍ତି I
V ନାମ ର ବ୍ୟକ୍ତି – ଯେଉଁ ଲୋକ ଙ୍କ ର ନାମ ର ପ୍ରଥମ ଅକ୍ଷର V ରୁ ଆରମ୍ଭ ହେଇଥାଏ ସେମାନେ ବହୁତ ଈମାନଦାରୀ ହେଇଥାନ୍ତି ଏବଂ ଅନ୍ୟ ଲୋକ ଙ୍କ ର ବହୁତ ସଂମାନ କରିଥାନ୍ତି I ସେହି ଲୋକେ ନିଜ କ୍ୟାରିୟର ପ୍ରତି ବେଶ ଚିନ୍ତିତ ରହିଥାନ୍ତି I ସେମାନେ ଯେଉଁ କ୍ଷେତ୍ର ରେ ବି କାମ କରିଥାନ୍ତି ନିଜ ମାଲିକ ପ୍ରତି ବିଶ୍ୱସ୍ତ ରହିଥାନ୍ତି I
P ନାମ ର ବ୍ୟକ୍ତି – ଏହି ଲୋକେ ପ୍ରତୋକ ବ୍ୟକ୍ତି ଙ୍କ ସହ ନିଜ କଥା ସେୟାର କରିଥାନ୍ତି I କିନ୍ତୁ ଆବଶ୍ୟକ ଥିବା ଲୋକ ଙ୍କୁ କିଛି ବି ଚିନ୍ତା ନ କରି ଦାନ ଧର୍ମ କରିଥାନ୍ତି I ଏହି ଲୋକେ ଟିକେ ଜିଦ୍ଦୀ ସ୍ଵଭାଵ ର ହେଇଥାନ୍ତି I ଏବଂ ନିଜ କାମ କିପରି ଅନ୍ୟ ଦ୍ୱାରା କରାଇବେ ବେଶ ଭଲ ଭାବ ରେ ଜାଣିଥାନ୍ତି I
ନିଜ ମାତା ପିତା ଙ୍କ ର ନାମ ସବୁବେଳେ ଉଜ୍ବଳ କରିଥାନ୍ତି ଏହି ୩ଟି ନାମ ର ବ୍ୟକ୍ତି ମାନେ, କଣ ଆପଣଙ୍କ ନାଁ ତ ନାହିଁ ଏହା ମଧ୍ୟରେ ଜାଣନ୍ତୁ
