ନିଜ ପତ୍ନୀ ଦୀପିକାଙ୍କୁ ଏତେ କୋଟି ଟଙ୍କାର ଅଲିଶାନ ବଙ୍ଗଳାରେ ରଖିଲେ ରଣବୀର, ଦାମ ଜାଣିଲେ ହଲିଯିବେ ଆପଣ

ବିଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ରଣବୀର ଓ ଦୀପିକା ଙ୍କ ର ବିବାହ ର ଖବର ଖୁବ ଚର୍ଚା ଜୋର ଧରିଛି I ଏବଂ ଏହି ବିବାହ ର ଚର୍ଚା ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ବି ଲାଗିଛି I ତେବେ ଦୀପିକା ଙ୍କୁ ବିବାହ ପରେ ଏକ ନୂଆ ଘରେ ରଖିବାକୁ ରଣବୀର ଏକ ଘର କିଣିଛନ୍ତି I 14 ଓ 15 ନଭେମ୍ବର କୋଙ୍କଣ ଓ ସିନ୍ଧି ରୀତି ନୀତି ରେ ଏହି ବିବାହ ସମ୍ପର୍ଣ ହେଇଚି I ଏବଂ ଏହି ବିବାହ ର କିଛି ଫୋଟୋ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି I ତେବେ ଦୀପିକା ବି ବେଶ ବିଳାସମୟ ଢଙ୍ଗି ରେ ଏହି ବିବାହ କୁ ସମ୍ପୂର୍ଣ କରିଛନ୍ତି I ବିବାହ ଟି ଇଟିଲି ରେ ସମ୍ପୂର୍ଣ ହେଇଚି ଓ ଏହି ବିବାହ ରେ ଦୀପିକା ଏକ 20 ରୁ 30 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏହି ବିବାହ ରେ I

ନିଜ ପତ୍ନୀ ଙ୍କୁ ଏହି ଘରେ ରଖିବେ ରଣବୀର
ରଣବୀର ଦୀପିକା ଙ୍କୁ ପ୍ରାୟ 2.5 କୋଟି ଟଙ୍କା ର ମୁଦି ପିନ୍ଧିଛନ୍ତି ଓ 20 ଲକ୍ଷ୍ୟ ଟଙ୍କା ର ଏକ ମଙ୍ଗଳସୂତ୍ର ବି ଦେଇଛନ୍ତି I ବିବାହ ଟି ଇଟିଲି ରେ ସମ୍ପୂର୍ଣ ହେଇଚି I ଏହି ବିବାହ ରେ ଦୀପିକା ଏକ 1.5 କୋଟି ଟଙ୍କା ର ଲେହେଙ୍ଗ ପିନ୍ଧିଥିଲେ I ଏବଂ ବର୍ତମାନ ଉଭୟ 21 ତାରିଖ ରେ ରିସେପ୍ସନ ପାଁଇ ଉଭୟ ବ୍ୟଙ୍ଗଲୋର ଯାଇଛନ୍ତି I ଖବର ମୁତାବିକ ରଣବୀର ମୁମ୍ବାଇ ରେ 50 କୋଟି ଟଙ୍କା ମୂଲ୍ୟ ର ଏକ ଘର କିଣିଛନ୍ତି I ଏବଂ ସେଠାରେ ଉଭୟ ରହିବେ I ସେହିପରି 28 ତାରିଖ ରେ ମୁମ୍ବାଇ ରେ ଦ୍ୱିତୀୟ ରିସେପସର ର ଯୋଜନା ରହିଛି I ଦୀପିକା ଓ ରଣବୀର ଏହି ମାସ ରେ ବିବାହ କାର୍ଯ୍ୟ ରେ ବ୍ୟସ୍ତ ରହିକି ବି ଦୀପିକା ଙ୍କ ର ଡିସେମ୍ବର ରେ ଏକ ଫିଲ୍ମ ରିଲିଜ ହେବାକୁ ଯାଉଛି I

ଏହି ଫିଲ୍ମ ରେ କାମ କରିଛନ୍ତି
ରଣବୀର ଓ ଦୀପିକା ଏକ ହୋଟେଲ ରେ ରହିଛନ୍ତି ଓ ସେଠାରେ ସେ ନିଜ ଫିଲ୍ମ ବେନଡ଼ ବାଜା ବାରାତି ର ସଫଳତା ପାଁଇ ପ୍ରମୋସନ ଜାରି ରଖିଛନ୍ତି I ଦୀପିକା ପୂର୍ବ ରୁ ବାଜିରାଵ ମାଷ୍ଟନୀ , ରାସଲୀଳା , ପଦ୍ମାବତୀ ଆଦି ଫିଲ୍ମ ରେ ସେ କାମ କରିଛନ୍ତି I