ନିଜ ପ୍ରେମୀକ ଙ୍କ ପାଁଇ ବେସ୍ୟା ହେଇଗଲେ ବଲିଉଡ ର ଏହି ଅଭିନେତ୍ରୀ, ଦିଲ୍ଲୀରେ ରେ ସବୁ ଗ୍ରାହକଙ୍କ ପାଖକୁ ଯାଇଥାନ୍ତି

ନିଜ ପତ୍ନୀ ଙ୍କ ର ହତ୍ୟା କରିଥିବା ଦିଲ୍ଲୀ ର ମଞ୍ଜିତ I ଜଣେ ଅଭିନେତ୍ରୀ ରୁ ହତ୍ୟାକାରୀ ହେଇଯାଇଥିଲେ I ମଡେଲ ଏଯେଲ କେବଳ ମଞ୍ଜିତ ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି I ଏପରି କି ମଞ୍ଜିତ ଙ୍କ ପାଁଇ ସେ ଏକ କଲଗାର୍ଲ ବି ହେଇଯାଇଥିଲେ I

ପୋଲିସ ଏହା ବି ଜାଣିବାକୁ ପାଇଥିଲେ କି ମଞ୍ଜିତ ଏକ ଏସ୍କର୍ଟ ଏଜେନ୍ସି ବି ଚଳାଉଛନ୍ତି I ଏବଂ ଏନଜିଲା ତାଙ୍କ ର ପାର୍ଟନର ହେଇଯାଇଥିଲେ I ଏବଂ ଉଭୟ ଙ୍କ ର ଅନେକ ଯୁବତୀ ଙ୍କ ର ସହ ପରିଚୟ ବି ହେଇଯାଇଥିଲା I ଏବଂ ଏହି ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଫ୍ଲପ ହେବା ପରେ ଏହି ବ୍ୟବସାୟ କୁ ଓଲ୍ହାଇଥିଲେ I ପୋଲିସ ର କହିବା ଅନୁସାରେ ଗ୍ରାହକ ଙ୍କୁ ନିଜ ଫାର୍ମ ହାଉସ କୁ ଡାକି ଯୁବତୀ ଙ୍କ ସହ ସମ୍ବନ୍ଧ ରଖିବାକୁ ସୁବିଧା କରାଯାଉଥିଲା I

ପୋଲିସ ର କହିବା ଅନୁସାରେ ମଞ୍ଜିତ ପୂର୍ବ ରୁ ତିନିଥର ପୋଲିସ ହାତ ରେ ଧରା ପଡିଛି I ତାଙ୍କ ଉପରେ ମାନବ ଟାସ୍କରୀ , ଧମକ , ଧୋକା ଆଦି ମାମଲା ରୁଜୁ ହେଇଚି I 2002 ରେ ଅଲିପୁର 2008 ରେ ପ୍ରଶାନ୍ତ ବିହାର ଓ 2016 ରେ ମଙ୍ଗଳପୁରୀ ଅଂଚଳ ରେ ଅନେକ କେଶ ରହିଛି I ପ୍ରଶାନ୍ତ ବିହାର ମାମଲା ରେ ସେ ଘଟଣା ସ୍ଥଳ ରେ ହିଁ ଉପସ୍ଥିତ ଥିଲେ I

ପୋଲିସ ଅଧିକାରୀ ଏହା ବି କହିଛନ୍ତି କି ମଣ୍ଡଳ ଏଜେଲ ଗୁପ୍ତ ଓ ମଞ୍ଜିତ ଦୀର୍ଘ ସମୟ ରୁ ରାନୀ ବାଗ ଅଂଚଳ ରେ ରହୁଥିଲେ I ଏକ ଭଡା ଘରେ ସେମାନେ ରହୁଥିଲେ I ମଞ୍ଜିତ ଦିଲ୍ଲୀ ରୁ ବାହାର କୁ ଯିବାର ବହନ କରି ରାନୀ ବାଗ ରେ ରହୁଥିଲେ କିନ୍ତୁ ସଂଗୀତ ଙ୍କୁ ଦିନେ ଏହି ବାବଦ ରେ ସନ୍ଦେହ ହେଇଥିଲା I

ପୋଲିସ କହିବା ଅନୁସାରେ ଏଥର କରବା ଚୋୖଥ ରେ ମଞ୍ଜିତ ସଂଗୀତ ଙ୍କ ସହ ଘରେ ଥିଲେ କିନ୍ତୁ ଏହି ବାବଦ ରେ ତାଙ୍କ ର ଏଜେଲ ଙ୍କ ସହ ଝଗଡା ହେଇଯାଇଛି I ଏଠର ଉଭୟ ଏକାଠି ଥିବା ସମୟ ରେ ଅନେକ ଫୋନ ଆସିଥିଲା ଏବଂ ଏଜେଲ ଭିଡିଓ କଲ ବି କରିଥିଲେ I ଏହା ଜାଣିପାରି ସଂଗୀତା ଙ୍କ ର ମଞ୍ଜିତ ଙ୍କ ସହ ଝଗଡା ହେଇଥିଲା I ଏବଂ ଡ଼ାଇରୀ ରେ ସଂଗୀତା ନିଜ ମୃତ୍ୟୁ ବିଷୟ ରେ ଅନେକ କିଛି ଲେଖିଛନ୍ତି I