ନିଜ ପୁଅର ନାମ କଣ ଦେଲେ Babushan Mohanty, ସମସ୍ତଙ୍କ ସାମ୍ନାରେ ନିଜେ କହିଲେ..

ଓଲିଉଡ଼ ର ସୁପରଷ୍ଟାର ହେଉଛନ୍ତି ବାବୁଶାନ ମହାନ୍ତି ଯେବେଠାରୁ ବାବୁଶାନ ବାପା ହୋଇଛନ୍ତି ସେବେଠାରୁ ତାଙ୍କ ପୁଅଙ୍କ ଠାରୁ ବାବୁଶାନ ମଧ୍ୟ ଚର୍ଚାରେ ରହିଆସିଛନ୍ତି ଏବଂ ଅନେକ ସୋସିଆଲ ମିଡିଆରେ ଅନେକ କଥା କୁହାଯାଇଛି ଏବଂ ଅନେକ ତାଙ୍କ ପୁଅଙ୍କ ନାମ ମଧ୍ୟ ଅନେକ ଦେଇଛନ୍ତି ତେବେ ପ୍ରମାଣ ସହିତ ଆସନ୍ତୁ ଜାଣିବା ବାବୁଶାନ ମହାନ୍ତି ଙ୍କର ପୁଅ ର ପ୍ରକୃତ ନାମ କଣ |

ବନ୍ଧୁଗଣ ଆପଣମାନେ ତ ବାବୁଶାନ ମହାନ୍ତି ଙ୍କ ପୁଅ କୁ ଜାଣିଥିବେ ସେ ଜନ୍ମରୁ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ହୋଇଯାଇଥିଲେ ତେବେ ବାବୁଶାନ ଙ୍କର ପୁଅର ପ୍ରକୃତ ନାମ ଆପଣ ଜାଣିଛନ୍ତି କି ବାବୁଶାନ ମହାନ୍ତି ଏକ ଫ୍ୟାନ କୁ ମତା ମତ ଦେଇ ଜଣାଇଛନ୍ତି ଯେ ତାଙ୍କ ପୁଅର ପ୍ରକୃତ ନାମ ହେଉଛି ସମର୍ଥ ମହାନ୍ତି ଓ ତାଙ୍କ ଡାକନାମ ହେଉଛି ଗୁଆନ ବାବୁଶାନ ମହାନ୍ତି ଏ ଇନ୍ଫୋରମେସନ ଟି ତାଙ୍କ ସୋସିଆଲ ମିଡିଆରେ ଚାଟିଙ୍ଗ କଲାବେଳେ ଜଣାଇଛନ୍ତି ଯାହାକି ଖୁବ ଭାଇରଲ ମଧ୍ୟ ହେଉଛି |

ତେବେ ବାବୁଶାନ ଓ ତାଙ୍କ ପୁଅକୁ ନେଇକି ସୋସିଆଲ ମିଡିଆରେ ବେଶ ଚର୍ଚା ହେଉଥିଲା ଓ ବାବୁଶାନ ଙ୍କ ପୁଅର ନାମ କିଏ ସାନ ଦେଉଥିଲା ତ କିଏ ଖାଲି ବାବୁ ବୋଲି ଡାକୁଥିଲା ଏବେ ସେ ସବୁ ଚର୍ଚା ର ଅନ୍ତ ଘଟିଛି ଏବଂ ବାବୁଶାନ ମହାନ୍ତି ଙ୍କ ପୁଅର ପ୍ରକୃତ ନାମ ସମର୍ଥ ମହାନ୍ତି ଥିବାବେଳେ ତାଙ୍କ ଡାକନାମ ହେଉଛି ଗୁଆନ ତେବେ ଆପଣମାନଙ୍କୁ ଏହି ନାମଟି କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |