ନିଜ ସାଦ ଖିଆ କିପରି ପାଳନ କଲେ ସୁଭାଶିଷ ଶର୍ମାଙ୍କ ସ୍ତ୍ରୀ Aanisha, ଦେଖନ୍ତୁ

ବନ୍ଧୁଗଣ ଆପଣମାନେ ଆନିଷା ଙ୍କୁ ତ ଭଲଭାବରେ ଜାଣିଥିବେ ଅନିଶା ଶର୍ମା ବହୁତ ଗୁଡିଏ ସିରିଏଲ ସହ ଫିଲ୍ମ ଓ ଆଲବମ ରେ ମଧ୍ୟ ଜବରଦସ୍ତ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ପାଇଁ ଓଡ଼ିଶାର ଦର୍ଶକମାନେ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଛନ୍ତି | ଆନିଷା ଶର୍ମା ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି ଓ ତାଙ୍କ ଅଭିନୟ ମଧ୍ୟ ଲୋକମାନଙ୍କୁ ବହୁତ ପସନ୍ଦ ଆସେ |


ତାହେଲେ ସୁଟିଂ ସେଟ ରୁ ହିଁ ସୁବାଶିଷ ଶର୍ମାଙ୍କୁ ଭଲପାଇ ବିବାହ କରିଥିଲେ ଆନିଷା ଶର୍ମା ଓ ବର୍ତମାନ ସମୟରେ ଅନିଷା ମା ହେବାକୁ ଯାଉ ଅଛନ୍ତି ଓ ଏ ଲକଡାଉନ ସମୟରେ ତାଙ୍କ ସଦଖିଆ ପାଳନ କରିଛନ୍ତି ଘରଲୋକ ଯାହାକି ସେ ତାଙ୍କ ସୋସିଆଲ ମିଡିଆରେ ସେୟାର କରିବାର ନଜର ଆସିଥିଲେ ଓ ଏ ସାଦ ଖିଆ ସେ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବା ଅବସ୍ଥାରେ ଫୋନ ବା ଭିଡ଼ିଓ କଲ ମାଧ୍ୟମରେ ପାଳନ କରିଛନ୍ତି |

ଆପଣମାନେ ଜାଣିଥିବେ କି ଆନିଷା ଶର୍ମା ବହୁତସାରା ସିରିଏଲ ରେ ଜବରଦସ୍ତ ଅଭିନୟ କରିସାରିଛନ୍ତି କିନ୍ତୁ ସେ ମା ହବାପାଇଁ ସେ ସବୁ ସିରିଏଲ ରୁ ଏବେ ରେଷ୍ଟ ନେଇଛନ୍ତି ଓ ଆଗାମୀ ଦିନମାନଙ୍କରେ ସେ କେବେ ଓଲିଉଡ଼ ଜଗତ କୁ ଫେରିବେ ସେ ଏପର୍ଯ୍ୟନ୍ତ କହିନାହାନ୍ତି ସମୟହିଁ କହିବ କି ସେ କେବେ ପୁଣିଥରେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଫେରିବେ ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ଆନିଷା ଶର୍ମା ଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |