ନିଜ ଶାଶୂଘରେ Mother’s Day କିପରି ପାଳିଲେ ଦୀପ୍ତିରେଖା ପାଢ଼ୀ … ଦେଖନ୍ତୁ

ବନ୍ଧୁଗଣ ଆପଣମାନେ ଓଲିଉଡ଼ ର ଲୋକପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଗୀତ ଗୁଡିକ ମଧ୍ୟ ନିଶ୍ଚିତ ଭାବରେ ଶୁଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟକୁ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଓ ସେ ତାଙ୍କ ଗୀତ ଗାଇବା ଓ ଅଭିନୟ ଦ୍ୱାରା ଓଡିଶା ର ଦର୍ଶକମାନଙ୍କ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି ତେବେ ଦୀପ୍ତିରେଖା ଖୁବ ସୁନ୍ଦର ଗୀତ ଗାଇବା ସହ ଖୁବ ସୁନ୍ଦର ଅଭିନୟ ମଧ୍ୟ କରନ୍ତି |


ଦୀପ୍ତିରେଖା ପାଢ଼ୀ ପ୍ରାୟତଃ 100 ରୁ ଅଧିକ ଭଜନ ଆଲବମ ଏବଂ ବହୁତସାରା ଫିଲ୍ମ ର ଗୀତ ଗାଇ ସେ ନମ୍ବର 1 ଗାୟିକା ହୋଇପାରିଛନ୍ତି ଏଥି ସହିତ ସେ ଅନେକ ଗୁଡିଏ ଧାରାବାହିକରେ ମଧ୍ୟ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ଦେଖିବାକୁ ମିଳିଛି |


ଗତ କିଛି ମାସ ତଳେ ଦୀପ୍ତିରେଖା ପାଢ଼ୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେ ଭୁବନେଶ୍ୱର ର ଜଣେ ବହୁତ ବଡ ଶିଳ୍ପପତି ସୋମ୍ୟରଞ୍ଜନ ଙ୍କୁ ବିବାହ କରିଛନ୍ତି ଏବଂ ବାହାଘରପରେ ସେ ବର୍ତମାନ ତାଙ୍କ ଶାଶୂଘରେ ଅଛନ୍ତି |


ଗତ କାଲି ଥିଲା ମଦର୍ସ ଡେ ସେ ବହୁତ ଭିନ୍ନ ଭାବରେ ମଦର୍ସ ଡେ କୁ ଧୁମ ଧାମ ର ସହ ପାଳନ କରିଛନ୍ତି ଏସବୁ ର କିଛି ଫୋଟୋ ଓ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ସେ ତାଙ୍କ ମାଙ୍କ ପାଖରେ ବହୁତ ସମୟ ବିତାଇଛନ୍ତି ଓ ବହୁତ ସାରା ମଜାମସ୍ତି କରୁଥିବାର ନଜର ଆସିଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ଓଲିଉଡ଼ ର ଲୋକପ୍ରିୟ ଗାୟକ ଓ ଅଭିନେତ୍ରୀ ଦୀପ୍ତିରେଖା ପାଢ଼ୀ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |

v