ବଡ ଖବର- ବ୍ୟାଙ୍କ ନିଲାମ କରୁଛି ଶସ୍ତା Car, ମାତ୍ର 1 ଲକ୍ଷ ଟଙ୍କାରେ ମିଳୁଛି ନୂଆ ଚମକୁଥିବା ଗାଡି, ଡାଉନ ପେମେଣ୍ଟ ମାତ୍ର 13000

ବ୍ୟାଙ୍କ ର ଲୋନ ଠିକ ରେ ଦେଇ ପାରି ନ ଥିଲା ଲୋକ ଙ୍କ ର ଗାଡି କୁ ବ୍ୟାଙ୍କ ଟାଣି ନେଇଥାଏ | ଏବଂ ଏହି ଗାଡି ଗୁଡିକ ବ୍ୟାଙ୍କ ନିଲାମୀ କରିବାକୁ ଯାଉଛି | ଏହି ଗାଡି ଗୁଡିକ ଯାହା କି ଖୁବ କମ ମୂଲ୍ୟ ରେ ମିଳୁଛି | ଆପଣ ବି ଏହି ନିଲାମୀ ରେ ଭାଗିଦାରୀ ହେଇପାରିବେ |

କିପରି କରିବେ ଆବେଦନ – ଆପଣ ଏହି ନିଲାମୀ ପ୍ରକ୍ରିୟା କୁ bankauct|on.|n ରେ ଯାଇ ଭେଇକେଲ କାଟାଗୋରି ରେ ଆବେଦନ କରିପାରିବେ | ଏବଂ ପ୍ରାୟ 1.35 ଲକ୍ଷ୍ୟ ରେ marut| r|tz ଯାହା କି ଆପଣ ଙ୍କ ର ବିଶ୍ୱାସ ବାହାରେ ଅଟେ | ଏହା ଦିଲ୍ଲୀ ର କର୍ପୋରେସନ ମହୀପାଳ ବ୍ରାଞ୍ଚ ରେ ମିଳିବାକୁ ଯାଉଛି | ଏହା ର ରିଜରବ ମୂଲ୍ୟ 1.30 ଲକ୍ଷ୍ୟ ଅଟେ | ଆପଣ 13 ହଜାର ଡାଉନପେମେଣ୍ଟ ଦେଇ ଏହି ଗାଡି କୁ କିଣି ପାରିବେ | 22 ଜାନୁୟାରୀ 2019 ରେ 11.45 ରୁ ଦିନ 1.15 ସମୟ ପର୍ଯ୍ୟନ୍ତ ଏହି ନିଲାମୀ ପ୍ରକ୍ରିୟା ଚାଲିବ | ଆପଣ 21 ଜାନୁୟାରୀ ସନ୍ଧ୍ୟା 5 ଟା ରେ ଆବେଦନ କରିପାରିବେ |

କମର୍ସିୟାଲ ଗାଡି ବି ହେଇଚି ଶସ୍ତା: ଯଦି ଆପଣ କୌଣସି କମର୍ସିୟାଲ ଗାଡି ବି ନେବାକୁ ଚାହୁଁଛନ୍ତି ତେବେ ଆପଣ ଙ୍କ ପାଁଇ ଏହା ସୁବର୍ନ ସୁଯୋଗ ଅଟେ | କାରଣ SML |SUZU ର SARTAJ CNGE TRUCK ମଧ୍ୟ ନିଲାମୀ ହେବ | ଯାହା ର ରିଜରବ ମୂଲ୍ୟ 260000 ଅଟେ | ଆପଣ 5000 ଡାଉନପେମେଣ୍ଟ ଦେଇ ଏହି ଗାଡି କିଣିପାରିବେ | ଏହା ମଧ୍ୟ 22 ଜାନୁୟାରୀ 2019 11.45 ରୁ ଦିନ 1.15 ପର୍ଯ୍ୟନ୍ତ ନିଲାମୀ ପ୍ରକ୍ରିୟା ରେ ସାମିଲ ରହିବ |

1.60 ଲକ୍ଷ୍ୟ ରେ ଟାଟା ସୁମୋ – କମରସିୟାଲ ବ୍ୟାଙ୍କ ଦ୍ୱାରା ଟାଟା ସୁମୋ କୁ ମଧ୍ୟ ନିଲାମ କରାଯିବ | ଯାହା କି 2013 ର ମଡେଲ ଅଟେ | ଏହା ପାଁଇ ଆପଣ ଙ୍କୁ 1.60 ଲକ୍ଷ୍ୟ ଦେବାକୁ ହେବ | 22 ଜାନୁୟାରୀ ଦିନ 11.45 ରୁ 1.45 ମଧ୍ୟ ରେ ଏହା ର ମଧ୍ୟ ନିଲାମୀ ପ୍ରକ୍ରିୟା ଚାଲିବ | ତେଣୁ ଏଥିପାଇ ଆପଣ ଙ୍କୁ 21 ଜାନୁୟାରୀ ସନ୍ଧ୍ୟା 5 ଟା ମଧ୍ୟ ରେ ଏହି ନିଲାମୀ ରେ ଭାଗ ନେବାକୁ ପଡିବ |

ବସ ନିଲାମ – କର୍ପୋରେଟ ବ୍ୟାଙ୍କ କୋଡୁନଗାଲୁର ବ୍ରାଞ୍ଚ ଅଶୋକ ଲିଲାଣ୍ଟ ର ଏକ ବସ ନିଲାମ କରିବାକୁ ଯାଉଛି ଯାହା ର ରିଜରବ ମୂଲ୍ୟ 2 ଲକ୍ଷ୍ୟ ଅଟେ | ଏବଂ ଆପଣ 50000 ହଜାର ଦେଇ ଏହା କୁ ନେଇପାରିବେ ଆପଣ ଏହି ନିଲାମୀ 2 ଲକ୍ଷ୍ୟ 10 ହଜାର ରୁ ଆରମ୍ଭ କରିପାରିବେ | ଏହି ବସ ମଡେଲ ଟି 2013 ର ଅଟେ | ଏହା କୁ ଆପଣ 27 ଡିସେମ୍ବର ରୁ ଆପ୍ଲିଇ କରିବାକୁ ହେବ | ଏହା 28 ଡିସେମ୍ବର ସକାଳ 11.45 ରୁ 1.15 ମଧ୍ୟ ରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ |

ଟାଟା ନାନୋ – ଚେନାଇ ର ଆଖ୍ୟାୟ ମ୍ୟାଗାଜିନ ସିଷ୍ଟମ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ଟାଟା ନାନୋ ର ନିଲାମୀ ପ୍ରକ୍ରିୟା ମଧ୍ୟ ହେବ | ଏହା 2014 ର ମଡେଲ ଅଟେ ଯାହା ର ରିଜରବ ମୂଲ୍ୟ 1 ଲକ୍ଷ୍ୟ ଟଙ୍କା ଅଟେ | ଏହା କୁ ଆପଣ ଙ୍କୁ 27 ଡିସେମ୍ବର ସନ୍ଧ୍ୟା 4.00 ମଧ୍ୟ ରେ ହିଁ ଆବେଦନ କରିପାରିବେ | ଏବଂ ଏହା ର ନିଲାମୀ 28 ଡିସେମ୍ବର ସନ୍ଧ୍ୟା 3.00 ରୁ 4.00 ମଧ୍ୟ ରେ ହେବ |