ବନ୍ଧୁଗଣ ଏହି ଦୁନିଆ ରେ ଯଦି ମଣିଷ ଉପର କୁ ବିପଦ ଆସିଥାଏ ଓ ସେହି ବିପଦ ସାମ୍ନା ମଣିଷ ହିଁ କରିଥାଏ ଯଦି କୌଣସି ବ୍ୟକ୍ତି ଅସୁବିଧା ରେ ଅଛି ତେବେ ମଣିଷ ହିଁ ତାଙ୍କୁ ସାହାର୍ଯ୍ୟ କରିବା ଟା ନିହାତି ଦରକାର । କାରଣ ଭଗବାନ୍ ସେଥି ପାଇଁ ର ମଣିଷ କୁ ଜନ୍ମ ଦେଇଛନ୍ତି ବିପଦ ସମୟ ରେ ସମସ୍ତ ମଣିଷ ମାନେ ଅନ୍ୟ ମାନ ଙ୍କୁ ସାହାର୍ଯ୍ୟ କରିବେ ଯେଉଁ ମନେ ଅସୁବିଧା ରେ ପଡ଼ିବେ ।
ଅସୁବିଧା ରେ ପଡ଼ିଥିବା ଲୋକ କୁ ସାହାର୍ଯ୍ୟ କରିବା ହେଉଛି ମଣିଷ ପଣିଆ । ଅସୁବିଧା ରେ ପଡ଼ିଥିବା ମଣିଷ କୁ ସାହାର୍ଯ୍ୟ କରି ଭଗବାନ ହୋଇ ଯାଆନ୍ତୁ । ଭଗବାନ ଆପଣ ଙ୍କ ପରୀକ୍ଷା କରୁଛନ୍ତି ଆପଣ ମଣିଷ ଜନ୍ମ ପାଇ ମଣିଷ କୁ ସାହାର୍ଯ୍ୟ କରୁଛନ୍ତି କୁ ନାହିଁ ତାହା ନିଶ୍ଚିନ୍ତ ଭାବରେ ଭଗବାନ ଜାଣି ଥାଆନ୍ତି ।
ମଣିଷ ତାର ଜୀବନ ରେ ଯେତେ ଖରାପ ହେଉ ନା କାହିଁକି ନିଜ କାର୍ଯ୍ୟ ପାଇଁ କିନ୍ତୁ ଯଦି ସେହି ଅସୁବିଧା ରେ ପଡ଼ିଥିବା ବ୍ୟକ୍ତି ସାହାର୍ଯ୍ୟ କରି ଥାଏ ତାକୁ ମନିଷପଣିଆ କୁହା ଯାଏ । ସମାଜ ତାକୁ ଖରାପ ମଣିଷ କହୁଥିଲେ ମଧ୍ୟ ଯାହା ହେଉ ତା ପାଖ ରେ ମଣିଷ ପଣିଆ ରହିଛି ଯେଉଁଥି ପାଇଁ ସେ ଅସୁବିଧା ରେ ପଡ଼ିଥିବା ବ୍ୟକ୍ତି କୁ ସାହାର୍ଯ୍ୟ କରିଥାଏ ।
ନିଜ ସାମର୍ଥ୍ୟ ଅନୁଯାୟୀ ଅସୁବିଧା ରେ ପଡ଼ିଥିବା ମଣିଷ ପାଖ ରେ ଠିଆ ହୁଅନ୍ତୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନେଇ ଅନେକ ଖବର ଆସୁଛି । ବର୍ତ୍ତମାନ ସମୟ ରେ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗ ରେ ପୀଡ଼ିତ ଅଛନ୍ତି , ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ ରେ ଚିକିତ୍ସିତ ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି ।
ପିଣ୍ଟୁ ନନ୍ଦ ଚିକିତ୍ସା ପାଇଁ ସେ ଦିଲ୍ଲୀ ଯିବେ ଓ ଦିଲ୍ଲୀ ରେ ତାଙ୍କର ଚିକିତ୍ସା ପାଇଁ ପ୍ରାୟ ୫୦ ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ପିଣ୍ଟୁ ଙ୍କ ପରିବାର ଅସମର୍ଥ , ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ସେଥି ପାଇଁ ତ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ପିଣ୍ଟୁ ନନ୍ଦ ଙ୍କୁ ସହଯୋଗ କରିବା ପାଇଁ ସମସ୍ତେ ଆଗେଇ ଆସିଛନ୍ତି ।
ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କୁ ସାହାର୍ଯ୍ୟ କରିବା ଆଗେଇ ଆସିଛନ୍ତି ନିଶା ମହାରଣା । ଯିଏ କି ଗତ କିଛି ଦିନ ତଳେ ନିଜ ପ୍ରତିକ୍ରିୟା ପାଇଁ ବେଶ୍ ଚର୍ଚ୍ଚା ରେ ଥିଲେ ବର୍ତ୍ତମାନ ସମୟ ରେ ନିଶା ମହାରଣା ପିଣ୍ଟୁ ଙ୍କୁ ୧୦ ହଜାର ଟଙ୍କା ଅର୍ଥ ସହଯୋଗ କରିଛନ୍ତି ।।