ନୂଆ ବୋହୂ ସିରିଏଲ ସୁଟିଙ୍ଗ ବନ୍ଧ ହେବା ପରେ କଣ କରୁଛନ୍ତି Radhika, ଜାଣିଲେ ଚକିତ ରହିଯିବେ

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ନୂଆ ବୋହୂ ଧାରାବାହିକର ସୁଟିଂ ବନ୍ଦ୍ ହେବା ପରେ ନିଜ ଗାଁକୁ ଚାଲିଯାଇଛନ୍ତି ଅଭିନେତ୍ରୀ ରାଧିକା। ରାଧିକା ନିଜ ଗାଁରେ କଣ କଣ ସବୁ କରୁଛନ୍ତି ଏବଂ କିପରି ସମୟ କାଟୁଛନ୍ତି ଆସନ୍ତୁ ଜାଣିବା। ଆପଣମାନେ ତ ନୂଆ ବୋହୂ ଧାରାବାହିକଟିକୁ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ଦେଖୁଥିବେ।


ସେଥିରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଥିବା ରାଧିକା ତାଙ୍କ ଜବରଦସ୍ତ ଅଭିନୟ ଦ୍ବାରା ଦର୍ଶକମାନଙ୍କ ପାଖରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ବନେଇ ପାରିଛନ୍ତି। ତାଙ୍କ ଅଭିନୟକୁ ଦର୍ଶକମାନେ ବୋହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି।



ରାଧିକାଙ୍କ ପ୍ରକୃତ ନାମ ହେଉଛି ମିତାଲି। ବର୍ତ୍ତମାନ କୋଭିଡ୍ ପରିସ୍ଥିତି ପାଇଁ ଭାରତ ସରକାର ସିରିୟଲ ଓ ଫିଲ୍ମର ସୁଟିଂ ସେଟ୍ ବନ୍ଦ୍ କରିଦେଇଛନ୍ତି କିଛି ଦିନ ପାଇଁ। ଯାହା ଫଳରେ ଛୁଟି ପାଇ ଅଭିନେତ୍ରୀ ଓ ଅଭିନେତାମାନେ ବର୍ତ୍ତମାନ ଗାଁକୁ ଚାଲିଯାଇଛନ୍ତି। ରାଧିକା ନିଜ ଗାଁରେ ବୁଲାବୁଲି କରିବା ସହିତ ବୋହୁତ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ଏବଂ ନିଜ ଗାଁର ପରିବେଶକୁ ଉପଭୋଗ କରୁଛନ୍ତି।



ଏବଂ ନିଜ ପରିବାର ସହ ସମୟ ବିତାଉଛନ୍ତି। ସେହି ସମୟର କିଛି ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ରାଧିକାଙ୍କର ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |