ନୂଆ ବୋହୁ ସିରିଏଲର Radhikaଙ୍କ ଘରକୁ ଆସିଲା ଖୁସି ଖବର… ଦେଖିକି ସବୁ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆପଣମାନେ ନୂଆ ବୋହୁ ସିରିଏଲ ଟି ନିଶ୍ଚିତ ଭାବରେ ଦେଖୁଥିବେ ସେଥିରେ ଅଭିନୟ କରୁଥିବା ରାଧିକା ଓ ସାତ୍ଵିକ ଙ୍କୁ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ | ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ଭଲଭାବେ ଦେଖିଥିବେ ମଧ୍ୟ ତେବେ ରାଧିକା ଓ ସାତ୍ଵିକ ଙ୍କର କିଛି ଫୋଟୋ ଭାଇରଲ ହବାରେ ଲାଗିଛି ଯାହା କି ରାଧିକା ତାଙ୍କ ପିଲାଙ୍କୁ ଧରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏବଂ ତା ସହିତ ସାତ୍ଵିକ ମଧ୍ୟ ପିଲାକୁ ଧରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି |

ବର୍ତମାନ ସମୟରେ ଏହି ଫୋଟୋ ଗୁଡିକ ସୋସିଆଲ ମିଡିଆରେ ବେଶ ଚର୍ଚାର ବିଷୟ ପାଲଟିଛି ଆପଣମାନେ ଏ ଫୋଟୋ ରେ ଦେଖିପାରୁଥିବେ କି ରାଧିକା କେମିତି ତାଙ୍କ ପିଲା କୁ ଧରିଛନ୍ତି ଏବଂ ସାତ୍ଵିକ ଭି ତାଙ୍କ ପିଲାକୁ ଧରିଛନ୍ତି ତ ଦର୍ଶକବନ୍ଧୁ ବର୍ତମାନ ସମୟରେ ଏ ଫୋଟୋ ଗୁଡ଼ିକ ସୋସିଆଲ ମିଡିଆରେ ବେଶ ଭାଇରଲ ହବାରେ ଲାଗିଛି ଏବଂ ତାହା ସହିତ ଏ ଫୋଟୋ କୁ ଦେଖି ଫ୍ୟାନ୍ସ ମାନେ କହୁଛନ୍ତି କି ରାଧିକା ଓ ସାତ୍ଵିକ ଙ୍କର ନୂଆ ପିଲା ହୋଇଛି ବୋଲି |

ଦର୍ଶକମାନେ ଏହା ଭି ପଚାରୁଛନ୍ତି କି ରାଧିକା ଏବଂ ସାତ୍ଵିକ ଙ୍କର ପୁଅ ନା ଝିଅ ହେଇଛି | ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହି ରଖୁଛୁ ଯେ ବର୍ତମାନ ସମୟରେ ଯେଉଁ ଫୋଟୋ ଗୁଡିକ ଭାଇରଲ ହେଉଛି ସେ ସବୁ ମିଥ୍ୟା ରାଧିକା ଯେଉଁ ପିଲାଙ୍କୁ ଧରିଛନ୍ତି ତାହା ହେଉଛି ତାଙ୍କ ଭଉଣୀଙ୍କର ଝିଅ ଏବଂ ସେ ଛୁଆଟିର ଫୋଟୋ ରାଧିକା ଓ ସାତ୍ଵିକ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି | ଯାହାକୁ ଦେଖି ଦର୍ଶକମାନେ ଭାବୁଛନ୍ତି କି ରାଧିକା ଏବଂ ସାତ୍ଵିକ ଦୁହେଁ ବିବାହ କରିସାରିଛନ୍ତି |

ତା ସହିତ ତାଙ୍କର ଗୋଟେ ପିଲା ମଧ୍ୟ ହୋଇସାରିଛି କିନ୍ତୁ ଏସବୁ ମିଥ୍ୟା ରାଧିକା ଏବଂ ସାତ୍ଵିକ ଆଗକୁ ବିବାହ କରିବେ ବୋଲି ସେ ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି କି ସେ ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତେବେ କେବେ ବିବାହ କରିବେ ତାହା ଏପର୍ଯ୍ୟନ୍ତ ସେ ଜଣାଇ ନାହାନ୍ତି |