ନମସ୍କାର ବନ୍ଧୁଗଣ ଆମ ନ୍ୟୁଜ ପୋର୍ଟାଲକୁ ଆପଣ ମାନଙ୍କୁ ସ୍ୱାଗତ | ବଁନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ନୁଆ ନୁଆ ବାହା ହୋଇଥିବା ଓଡ଼ିଆ ସେଲିବ୍ରିଟି ମାନଙ୍କ ସ୍ୱାମୀ ବିଷୟରେ ଜାଣିବା | ତେବେ ଆସନ୍ତୁ ଦେଖିବା
ଜ୍ୟାକଲିନ
ଆପଣମାନେ ଜାଣିଥିବେ କି ମେ 21 ତାରିଖରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଜ୍ୟାକଲିନ ଓ ସେ ଅରବିନ୍ଦ ଙ୍କୁ ବିବାହ କରିଛନ୍ତି ତେବେ ବର୍ତ୍ତମାନ ସମୟରେ ଅରବିନ୍ଦ ସୁଟିଂ ଛାଡି ଗୋଟେ ବିଜ୍ନେସ ଆରମ୍ଭ କରିଛନ୍ତି |
ଦୀପ୍ତିରେଖା
ଆପଣମାନେ ଦୀପ୍ତିରେଖଙ୍କୁ ଭଲଭାବରେ ଜାଣିଥିବ ଓଲିଉଡ଼ ଜଗତରେ ଅନେକ ସୁପର ହିଟ ଗୀତ ଗାଈ ବେଶ ନାମ କମାଇଛନ୍ତି ଦୀପ୍ତିରେଖା ତେବେ ସେ କିଛି ଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ଓ ତାଙ୍କ ସ୍ୱାମୀ ହେଉଛନ୍ତି ଭୁବନେଶ୍ୱର ର ଜଣେ ବହୁତ ବଡ ଶିଳ୍ପପତି |
ଅର୍ଚ୍ଚିତା
ଅର୍ଚିତାଙ୍କୁ ତ ଆପଣମାନେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଅଭିନୟକୁ ଆପଣମାନେ ପସନ୍ଦ ମଧ୍ୟ କରୁଥିବେ ତେବେ ଏଇ କିଛିଦିନ ତଳେ ସେ ସୁପରଷ୍ଟାର ସବ୍ୟସଚି ଙ୍କୁ ପ୍ରେମ ବିବାହ କରିଛନ୍ତି |
ଶୁଭସ୍ମିତା
ଆପଣମାନେ ଶୁଭସ୍ମିତା ଙ୍କୁ ବହୁତ ସାରା ସିରିଏଲ ଓ ସିନେମାରେ ଅଭିନୟ କରିଥିବାର ନିଶ୍ଚିତ ଦେଖିଥିବେ ଗତ କିଛିଦିନ ତଳେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଶୁଭସ୍ମିତା ତେବେ ଭୁବନେଶ୍ୱର ର ଗୋଟେ ଶିଳ୍ପପତି କୁ ବିବାହ କରିଛନ୍ତି ଶୁଭସ୍ମିତା |
ପ୍ରିୟଙ୍କା
ଫ୍ରେଣ୍ଡ୍ସ ଆପଣମାନେ ପ୍ରିୟଙ୍କା ଙ୍କୁ ବହୁତ ସାରା ସିରିଏଲ ରେ ଅଭିନୟ କରିଥିବାର ଦେଖିଥିବେ ତାହେଲେ ଗତ କିଛିଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ପ୍ରିୟଙ୍କା ତେବେ ପ୍ରିୟଙ୍କା ଙ୍କ ସ୍ୱାମୀଙ୍କର ଗୋଟେ ବହୁତ ବଡ ହୋଟେଲ ଅଛି ଓ ସେ ହେଉଛନ୍ତି ଜଣେ ଶିଳ୍ପପତି |
ଜାଜ୍ଞସିନି
ଜାଜ୍ଞସିନି ଙ୍କୁ ଆପଣମାନେ ବହୁତ ସାରା ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ସିମ୍ବା ଙ୍କୁ ବିବାହ କରିଛନ୍ତି ତାହେଲେ ତାଙ୍କ ସ୍ୱାମୀ ସିମ୍ବା ବର୍ତମାନ ଟିଭି ସିରିଏଲ ରେ ଅଭିନୟ କରୁଛନ୍ତି |
ମାହି
ବନ୍ଧୁଗଣ ଆପଣମାନେ ମାହି ଓ ଚନ୍ଦନ ଙ୍କ ଯୋଡିକୁ ତ ବେଶ ଭଲଭାବରେ ଜାଣିଥିବେ ତେବେ ଗତ କିଛିଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ମାହି ଓ ଚନ୍ଦନ ତେବେ ଚନ୍ଦନ ବର୍ତମାନ ଟିଭି ସିରିଏଲ ରେ ଅଭିନୟ କରୁଥିବାର ନଜର ଆସୁଛନ୍ତି |
ଭୈରବୀ ଖୁଡି
ଭୈରବୀ ଖୁଡି ଙ୍କୁ ଆପଣମାନେ ଜୀବନସାଥୀ ସିରିଏଲ ରେ ଅଭିନୟ କରୁଥିବାର ଦେଖିଥିବେ ଓ ଏ ସିରିଏଲ ରେ ରାଜୁଙ୍କୁ ସୁଟିଂ ସେଟ ରେ ଭଲପାଇ ବିବାହବନ୍ଧନରେ ବାନ୍ଧିହୋଇଥିଲେ ତେବେ ରାଜୁ ବର୍ତମାନ ସମୟରେ ତୁ ମୋ ଜୀବନସାଥୀ ସିରିଏଲ ରେ ଅଭିନୟ କରୁଛନ୍ତି |