ନୁଆ ନୁଆ ଶାଶୂଘରେ କୁନି ଛୁଆ ସହ ଏମିତି କାମ କରିଲେ Jyanklin, ଦେଖିକି ସବୁ ଚକିତ

ବନ୍ଧୁଗଣ ଆପଣମାନେ ଓଲିଉଡ଼ ର କ୍ୟୁଟ ଯୋଡି ଅରବିନ୍ଦ ଓ ଜ୍ୟାକଲିନ ଙ୍କୁ ଜାଣିଥିବେ ତେବେ ଗତ ମେ 21 ତାରିଖରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଜ୍ୟାକଲିନ ଓ ଅରବିନ୍ଦ ତାହେଲେ ବର୍ତମାନ ଜ୍ୟାକଲିନ ତାଙ୍କ ସ୍ୱାମୀ ଅରବିନ୍ଦଙ୍କୁ ଏଭଳି ଭାବରେ ସଜାଇଛନ୍ତି ଯାହାକୁ ଦେଖିଲେ ଆପଣମାନେ କେବେହେଲେ ବିଶ୍ୱାସ କରିପାରିବେ ନାହିଁ ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା |


ଆପଣମାନେ ଜାଣିଥିବେ ବାହାଘରପରେ ବର୍ତମାନ କଟକ ରେ ନିଜ ଶାଶୂଘରେ ରହୁଛନ୍ତି ଜ୍ୟାକଲିନ ଓ ସେଠାରେ ତାଙ୍କ ପରିବାର ଲୋକଙ୍କ ସହ ବହୁତ ମଜାମସ୍ତି କରିବା ସହିତ ଶାଶୂଘରର ସମ୍ପୂର୍ଣ ଦାୟିତ୍ୱ ନବାର ନଜର ଆସିଛନ୍ତି ଜ୍ୟାକଲିନ ତାହେଲେ ଗତ ଦିନମାନଙ୍କରେ ଜ୍ୟାକଲିନ ଙ୍କର ଜଣେ ଛୋଟ ଦିଅର ତାଙ୍କ ସହିତ ଖେଳିବା ଉଦେଶ୍ୟରେ ତାଙ୍କ ରୁମ କୁ ଆସିଥିଲେ ଓ ସେଠାରେ ଜ୍ୟାକଲିନ ତାଙ୍କୁ ରଙ୍ଗ କରିଦେଇଥିଲେ ଓ ତାଙ୍କୁ ସୃପ୍ଣରେଖା ବୋଲି କହିଥିଲେ ଓ ଏଠି ସହିତ ଛୋଟ ଛୁଆଟି ମଧ୍ୟ ଜ୍ୟାକଲିନ ଙ୍କ ସହିତ ବହୁତ ହସ ଖୁସିରେ ଖେଳିବାର ନଜର ଆସିଥିଲେ |


ତାହେଲେ ଜ୍ୟାକଲିନ ବିବାହର ମାତ୍ର କେଇଟା ଦିନରେ ତାଙ୍କ ପରିବାରର ସମସ୍ତ ଲୋକମାନଙ୍କୁ ନିଜର କରିପାରିଛନ୍ତି | ସେଠାରେ ବହୁତ ଭଲଭାବରେ ଚଳୁଥିବାର ନଜର ଆସିଛନ୍ତି ଜ୍ୟାକଲିନ | ନିଜ ସ୍ୱାମୀ ଅରବିନ୍ଦଙ୍କ ସହିତ ବହୁତ ସାରା ସମୟ ବିତାଉଥିବାର ନଜର ଆସିଛନ୍ତି | ତାଙ୍କର ବହୁତ ସାରା ଫୋଟୋ ଓ ଭିଡ଼ିଓ ସେ ତାଙ୍କ ସୋସିଆଲ ମିଡିଆରେ ସେୟାର କରୁଥିବାର ନଜର ଆସିଛନ୍ତି |


ତ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଏଇ ଯୋଡି ପରସ୍ପରକୁ ସୁଟିଂ ସେଟରୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ବର୍ତମାନ ସମୟରେ ଜ୍ୟାକଲିନ ହେ ପ୍ରଭୁ ସିରିଏଲ ରେ ଅଭିନୟ କରୁଛନ୍ତି ଓ ଏ ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକମାନଙ୍କୁ ବହୁତ ଅଧିକ ପସନ୍ଦ ଆସୁଛି |